ହ୍ରିତିକ୍‌ଙ୍କୁ ଛାଡ଼ିବା ପରେ ୧୦ ବର୍ଷ ସାନ ଏହି ବ୍ୟକ୍ତିଙ୍କ ପ୍ରେମରେ ସୁଜୈନ୍‌; ଏବେ କହିଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୁଜୈନ ଖାନ୍‌। ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ସେ ନିଜଠାରୁ ୧୦ ବର୍ଷ ସାନ ଅର୍ସଲାନ ଗୋନିଙ୍କୁ ମନ ଦେଇଛନ୍ତି। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେଉଛି। ଉଭୟ ଏକାଠି ଡେଟ୍‌ରେ ଯାଉଛନ୍ତି। ଜନ୍ମଦିନ ହେଉ ଅବା ବିଦେଶରେ ଛୁଟି କାଟିବାକୁ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି। ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ସୁଜୈନ। ଏହାକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ ଲେଖିଥିଲେ। ଏଥିରେ କମେଣ୍ଟ କରି ଅର୍ସଲାନ ଲେଖିଛନ୍ତି, ତୁମେ ଶୀଘ୍ର ସୁସ୍ଥ ହୋଇଯିବ। ଏହା ସହ ହୃଦୟ ଏବଂ ଚୁମ୍ବନର ଇମୋଜି ଦେଇଛନ୍ତି।

ଅର୍ସଲାନଙ୍କୁ ସୁଜୈନଙ୍କ ସହ ସମ୍ପର୍କକୁ ନେଇ ଏକ ସାକ୍ଷାତକାରରେ ପଚରାଯାଇଥିଲା। ସେ କହିଥିଲେ, ମୁଁ ସାଧାରଣତଃ ଏହି କଥା ଉପରେ କହିବାକୁ ପସନ୍ଦ କରେନାହିଁ। ମୁଁ ଏହି କଥା ସବୁବେଳେ ଶୁଣୁଛି। ବନ୍ଧୁମାନେ ମୋତେ ଲେଖା ପଠାଉଛନ୍ତି। ହେଲେ ଯଦି ଦୁଇଜଣ ଲୋକ ସୁଖୀ ଜୀବନ ବିତାଉଛନ୍ତି ତେବେ ଅସୁବିଧା କେଉଁଠି। ଏସବୁ ଦେଖିଲେ ପ୍ରେମ ଏବେ ଖୁଲମ୍‌ଖୁଲ୍ଲା ଚାଲିଥିବା ନେଇ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

ଏହି ସ୍ଥାନରେ ଶୁଟିଂ ହେବ ସଲମାନଙ୍କ ‘ଟାଇଗର-୩’, ଯେଉଁଠି ଆଜିପର୍ଯ୍ୟନ୍ତ କୌଣସି ବଲିଉଡ୍‌ ଫିଲ୍ମ ହୋଇନାହିଁ

ମୁମ୍ବାଇ: ଗୋଟିଏ ଥିଲା ସୁପରହିଟ୍‌ ‘ଟାଇଗର’। ପରେ ସଲମାନଙ୍କ ଆଉ ଏକ ‘ଟାଇଗର’ ଜୀବନ୍ତ ହୋଇ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଲଗାତର ଦୁଇ ଦୁଇଟି ଫିଲ୍ମ...

ଫେରିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ବେଶ୍ କିଛି ଦିନର ବିରତି ପରେ ପୁଣି ବଡ ପରଦାକୁ ଫେରିବେ । ଫିଲ୍ମ ‘ହଙ୍ଗାମା ୨’ ମାଧ୍ୟମରେ...

ସତ ହେଲା ସ୍ବପ୍ନ: ପ୍ରଥମ ଥର ଅମିତାଭଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ନୀନା ଗୁପ୍ତା

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ବହୁ ଦିନର ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି। ‘ବଧାଇ ହୋ’...

ଆଉ ଜଣେ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଜଣକ ପରେ ଜଣେ ସେଲିବ୍ରିଟି କରୋନାରେ...

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

ଆଉ ଫେରିବ ନାହିଁ ‘କଫି ଉଇଥ୍‌ କରନ୍‌’

ବମ୍ବେ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଟକ୍‌ ଶୋ’ ‘କଫି ଉଇଥ୍‌ କରନ୍‌’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ...

ଏହି ବ୍ୟକ୍ତିଙ୍କ ଆଦେଶ ପରେ କଙ୍ଗନାଙ୍କ ଅଫିସ ଭାଙ୍ଗିଥିଲା ବିଏମ୍‌ସି: ହାଓ୍ବାର୍ଡରୁ ପଢ଼ାସାରି ହୋଇଛନ୍ତି ଆଇଏଏସ୍‌

ବମ୍ବେ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି। ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଜାତୀୟ...

Advertisement
Archives

Model This Week