ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି। ଏବେ ଅଭିନେତା ହ୍ରିତିକ ରୋଶନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ହୋମ୍‌ ଆଇସୋଲେଶନରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ଚାରି ଦିନ ତଳେ ହ୍ରିତିକ୍‌ଙ୍କ ପୂର୍ବ ସ୍ତ୍ରୀ ସୁଜୈନ ଖାନ୍‌ କରୋନା ପଜିଟିଭ୍‌ ହୋଇଥିବା ନେଇ ସମସ୍ତଙ୍କୁ ଜଣାଇଥିଲେ।

କହିରଖୁଛୁ, ହ୍ରିତିକଙ୍କଠାରୁ ସୁଜୈନ ଅଲଗା ହୋଇଥିଲେ ହେଁ ପରସ୍ପରର ବନ୍ଧୁ ଭାବେ ଉଭୟ ରହି ଆସିଛନ୍ତି। ଏପରିକି ପିଲାମାନଙ୍କର ଲାଳନପାଳନ ମଧ୍ୟ ସେମାନେ ଏକାଠି କରୁଛନ୍ତି। ଅନେକ ଥର ବୁଲାବୁଲି କରିବାକୁ ଯିବା ଏବଂ ପାର୍ଟି କରିବା ସମୟରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

୩୭୦ ଉଚ୍ଛେଦ ଯୋଗୁ ଜାତୀୟ ପୁରସ୍କାର ଜିତିବା ଖବର ଜାଣି ନ ଥିଲେ ୮ ବର୍ଷର ଶିଶୁ କଳାକାର

୬୬ତମ ଜାତୀୟ ଚଳଚ୍ଚିତୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା କରାଯାଇଛି। ଊର୍ଦ୍ଦୁ ଫିଲ୍ମ ‘ହମିଦ୍‌’ ପାଇଁ ୮ବର୍ଷୀୟ ତହ୍ଲା ଅରଶଦ ରେଶୀଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଶିଶୁ କଳାକାର...

‘ଆରଆରଆର’ର ‘ନାଟୁ ନାଟୁ’ ଗୀତରେ ଝୁମିମ ସାରା ବିଶ୍ୱ, ଓସ୍କାର ସେରିମନିରେ ହେବ ଲାଇଭ ପରଫରମାନ୍ସ

ମୁମ୍ବାଇ,୨ ।୩: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ମୁଭି ‘ଆରଆରଆର’ର ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । କେବଳ ଏହି ଫିଲ୍ମ ନୁହେଁ ବରଂ...

ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡରେ ଚମକିଲେ ବଲିଉଡ୍‌ କଳାକାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ରବିବାର ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡସ୍‌ ଶୋ’ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ରୁ ଆରମ୍ଭ କରି ଟେଲିଜଗତର...

ସାଉଥ୍‌ଷ୍ଟାରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଚାହୁଁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ ‘ଥଲାଇବି’ ପାଇଁ ପୂରା ବ୍ୟସ୍ତ ଅଛନ୍ତି । ସେପ୍ଟେମ୍ବର ୧୦ରେ ଫିଲ୍ମଟି ରିଲିଜ୍ ହେବାକୁ...

ସେଲ୍‌ଫି ଅନ୍ତରାଳେ..

ଆଜିକାଲି ସେଲ୍‌ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ...

ବାପା ଧର୍ମେନ୍ଦ୍ରଙ୍କ କଥା ଶୁଣି ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ ଦୁଇପୁଅ; ନଚେତ ଏହି ଦୁଇ ଅଭିନେତ୍ରୀ ହୋଇଥାନ୍ତେ ବୋହୂ

ବମ୍ବେ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କଠାରୁ ତାଙ୍କର ଦୁଇ ପୁଅ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ହେମାମାଳିନୀ...

ବ ଲି ଉ ଡ୍‌ ହା ଲ ଚା ଲ

*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ। *‘ବଣ୍ଟି ଔର ବବଲି’ ସିକୁଏଲ୍‌ କାଷ୍ଟିଂରୁ ଅଭିଷେକ ବଚ୍ଚନ...

Advertisement
Archives

Model This Week