ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ମଦ ନିଶାରେ ନିଜ ସ୍ତ୍ରୀଙ୍କ ସହ ସେ କ’ଣ କରିଥିଲେ ତାହାର ଖୁଲାସା କରିଛନ୍ତି ।
ଟେଲିଭିଜନ ପରେ ଏବେ ଓଟିଟିରେ କପିଲ, ନେଟଫ୍ଲିକ୍ସରେ ଷ୍ଟାଣ୍ଡ-ଅପ-ସ୍ପେଶାଲ ‘ଆଇ ଏମ୍‌ ନଟ ଡନ ୟେଟ’ରେ ନିଜ ଲଭ ଷ୍ଟୋରୀ କହିଛନ୍ତି। ସେ କିଭଳି ଗିନ୍ନି ଚତରଥଙ୍କୁ ପ୍ରଥମ ଥର ପାଇଁ ପ୍ରପୋଜ କରିଥିଲେ ସେ ବିଷୟରେ କହିଛନ୍ତି। ସେ ଗିନ୍ନିଙ୍କୁ ପ୍ରଥମେ ବିବାହ ପାଇଁ ପ୍ରୋପଜାଲ ଦେବା ଲାଗି ମଦର ସାହାରା ନେଇଥିଲେ। ସେ ମଦ ପିଇ ନିଶାରେ ଫୋନ୍‌ରେ ଗିନ୍ନିଙ୍କୁ ବିବାହ ଲାଗି ପ୍ରପୋଜ କରିଥିଲେ ବୋଲି କହିଛନ୍ତି। ଏକ ଭିଡିଓରେ ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଗିନ୍ନିଙ୍କୁ ପ୍ରିୟ କହି କପିଲ କହିଛନ୍ତି, ‘ମୁଁ ତାଙ୍କୁ ଅଧିକ କାମ ଦେଉଥିଲି। ସେ ମୋତେ ଫୋନ କରୁଥିଲେ। ଦିନ ସାରା କ’ଣ ଘଟିଲା କେତେ ଅଭ୍ୟାସ କଲେ ତା’ର ରିପୋର୍ଟ ଦେଉଥିଲେ ।’ ଏହାପରେ ଭିଡିଓରେ ସାମ୍ନାରେ ବସିଥିବା ସ୍ତ୍ରୀ ଗିନ୍ନିଙ୍କୁ କପିଲ ପଚାରୁଛନ୍ତି ‘କ’ଣ ଦେଖି ଏ ସ୍କୁଟର ବାଲା ସହ ବିବାହ କରିଥିଲ? ଏହାର ଉତ୍ତରରେ ଗିନ୍ନି ମଜାଳିଆ ଙ୍ଗରେ କହୁଛନ୍ତି, କିଛି ନାହିଁ ସମସ୍ତେ ଧନିଙ୍କୁ ବିବାହ କରୁଛନ୍ତି, ମୁଁ ଭାବିଲି ଏ ଗରିବ ଲୋକର ଟିକେ ଭଲ କରିଦେବି।’ ୨୦୧୮ରେ କପିଲ ଶର୍ମା ଓ ଗିନ୍ନି ଚତରଥଙ୍କ ବିବାହ ହୋଇଥିଲା। କପିଲ ଓ ଗିନ୍ନିଙ୍କ ଯୋଡିକୁ ଫ୍ୟାନମାନେ ଖୁବ ପସନ୍ଦ କରନ୍ତି।

 

https://www.instagram.com/netflix_in/?utm_source=ig_embed&ig_rid=ca3f4992-3089-429d-9006-bb193affd0c3

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର...

ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ ଶୋ’କୁ ଫେରି ପାରନ୍ତି ଅନୁ ମଲିକ !

ମୁମ୍ବାଇ: କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ରେ ଜଜ୍‌ ହୋଇପାରନ୍ତି। ଏଥିପାଇଁ ତାଙ୍କୁ କୁଆଡ଼େ ଆପ୍ରୋଚ୍‌ କରାଯାଇଛି। ରିଆଲିଟି...

ଫିଲ୍ମରେ ପୁତୁରାଙ୍କ କିସ୍‌ ସିନ୍‌ ଦେଖି ଫୋନ୍‌ କଲେ ଦାଦା: କହିଲେ ଏମିତି…

ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି ।ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ...

ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌

ଦୁର୍ଘଟଣା ପରେ ଏବେ ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌। ଜର୍ମାନୀ ଛୁଟି କଟାଇବାକୁ ଯାଇଥିବା ‘ତାରକ ମେହେତାକା ଉଲଟା ଚଷମା’ ସିରିଏଲ୍‌ ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ନିକଟରେ...

ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ପାଣ୍ଠି ଖୋଲିଲେ ଏକତା କପୁର: ଲୋକେ କହିଲେ ଏପରି…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ପରିବାର ତଥା ପ୍ରଶଂସକମାନେ ଗ୍ରହଣ...

ଆଲିଆ ଖାଇଲେ ସାଦ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥି ଆସିବେ। ଆଜିକାଲି ଆଲିଆ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି।...

ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ ଓଟିଟି ଫେମ ଉର୍ଫି ଜାଭେଦ ସବୁବେଳେ ତାଙ୍କର ଷ୍ଟାଇଲ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ସେ...

ଜୟ ଜଗନ୍ନାଥ, ରସଗୋଲା ଆମର…

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା...

Advertisement
Archives

Model This Week