Home Left

ରାସ୍ତାରେ ଉଠି ପାରୁ ନ ଥିଲା ହାତୀ ଛୁଆ: ପଛରୁ ଆସିଲା ମା’, ଆଉ ତା’ ପରେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳୁଛି। ଏକ ମାଟି ଖସଡ଼ା…

ଗିରଫ ହେଲେ ଜାର୍ଭୋ

ଲଣ୍ଡନ,୪।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ବରାମ୍ବାର ଗ୍ରାଉଣ୍ଡରେ ପଶି ଖେଳରେ ବାଧକ ସାଜୁଥିବା ୟୁଟ୍ୟୁବର ଡାନିଏଲ ଜାର୍ଭିସଙ୍କୁ ଶୁକ୍ରାବର ଗିରଫ କରାଯାଇଛି। ଓଭାଲଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନରେ ଜାର୍ଭୋ ପୁଣି ଥରେ ଗ୍ରାଉଣ୍ଡରେ ପ୍ରବେଶ କରି…

ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍‌ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ ବହୁତ ପ୍ରଭାବିତ କରିଥିଲା। ଅଭିନୟ ଦେଖି ସେ ଏତେ ଖୁସି ହୋଇ ଯାଇଥିଲେ ଯେ,…

କଇଁଚି କାମ ନ ଦେବାରୁ ଦାନ୍ତରେ ଛିଣ୍ଡାଇଲେ ଫିତା

ଇସଲାମବାଦ୍‌,୩।୯: ଫିତା କାଟିବା ବେଳେ କାମ ଦେଲାନି କଇଁଚି। ଅପେକ୍ଷା ନ କରି ଦାନ୍ତରେ ଫିତା କାଟି ଏକ ଇଲେକ୍‌ଟ୍ରୋନିକ୍ସ ଦୋକାନ ଉଦ୍‌ଘାଟନ କରିଛନ୍ତି ପାକିସ୍ତାନର ପଞ୍ଜାବ ପ୍ରଦେଶର ଜଣେ ମନ୍ତ୍ରୀ ଫାଏଜ ଉଲ ହାସନ ଚୌହାନ। ଘଟଣାର ଭିଡିଓ ଏବେ…

ଆପଣଙ୍କର ଅଛି କି ଉଚ୍ଚ ରକ୍ତଚାପ ସମସ୍ୟା

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍‌ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏତଦ୍‌ବ୍ୟତୀତ କିଡ୍‌ନୀ ସମସ୍ୟା ମଧ୍ୟ…

ଉଇକେଟ ପଡ଼ିବାକୁ ଦେଲେନି ରାହୁଲ-ରୋହିତ

ଓଭାଲ,୩।୯: ଚତୁର୍ଥ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୯୮ ରନ୍‌ର ଅଗ୍ରଣୀ ହାସଲ କରିବା ପରେ ଭାରତୀୟ ଦଳ ଦ୍ୱିତୀୟ ଦିନ ସୁଦ୍ଧା ବିନା କୌଣସି କ୍ଷତିରେ ୪୩…

ଦାଦନ ଶ୍ରମିକରୁ ଫ୍ୟାଶନ ଡିଜାଇନର

ରାୟଗଡ଼ା ଅଫିସ,୩ା୯: ପାଖରେ ପ୍ରତିଭା ସହ କିଛି କରିବାର ଇଚ୍ଛାଶକ୍ତି ଥିଲେ ସୁଯୋଗ ଆପେ ଆସେ। ଉପାନ୍ତ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳର ଅଜୟ ସୁନା ଏହା ପ୍ରମାଣିତ କରିଛନ୍ତି। ମା’, ବାପା ଆରପାରିକୁ ଚାଲିଯିବା ପରେ ଅଜୟ…

‘ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ବନ୍ଧୁ’

ପେଶାଓ୍ବର,୩।୯: ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆଫଗାନିସ୍ତାନର ପୁନଃ ନିର୍ମାଣ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ବେଜିଂ ଆମକୁ ସହଯୋଗ କରିବ ବୋଲି ଶୁକ୍ରବାର ତାଲିବାନ୍‌ ପକ୍ଷରୁ କୁହାଯାଇଛି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଦାରିଦ୍ର୍ୟ, କ୍ଷୁଧା ଓ ଆର୍ଥିକ ସଙ୍କଟ…

ଏକାଦଶ ପରୀକ୍ଷାରେ ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩।୯: କେରଳରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏକାଦଶ ଶ୍ରେଣୀ ପରୀକ୍ଷା ଗୋଟିଏ ସପ୍ତାହ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୫ରୁ ଏହି ପରୀକ୍ଷା ଆରମ୍ଭ ହେବାର ଥିଲା। ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି।…

ପରିସ୍ଥିତିର ଫାଇଦା ଉଠାଇ ପାରିଲେନି ଭାରତୀୟ ବୋଲର

ଓଭାଲ,୩।୯: ଚଳିତ ଓଭାଲ ଟେଷ୍ଟରେ ପ୍ରମୁଖ ବ୍ୟାଟ୍ସମ୍ୟାନ ବିଫଳ ହେବା ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଭାରତ ୧୯୧ ରନ୍‌ କରିଥିବା ବେଳେ ୨୯୦ ରନ୍‌ରେ ଅଲଆଉଟ୍‌ ହୋଇଛି ଘରୋଇ ଇଂଲଣ୍ଡ ଦଳ। ଫଳରେ ଇଂଲଣ୍ଡ ପ୍ରଥମ…

ମନ୍ଦିରରେ ପୂଜକ କଲେ ବଳାତ୍କାର ଉଦ୍ୟମ

ପାଇକମାଲ,୩।୯(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଲ ଦୁର୍ଗା ମନ୍ଦିର ପୂଜକ ଦିଗାମ୍ବର ଦେବତାଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆସିଛି। ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୭୬, ୫୧୧ରେ ଏକ ମାମଲା(ନଂ.୧୬୯/୨୧) ରୁଜୁ କରି ଅଭିଯୁକ୍ତ ପୂଜକ ଦିଗାମ୍ବରଙ୍କୁ ଗିରଫ କରିଛି।…

କିଛି ମିନିଟ୍‌ରେ କୋଭିଶିଲ୍ଡର ଦୁଇଟି ଡୋଜ

ମାଙ୍ଗାଲୁରୁ,୩।୯: ୧୯ ବର୍ଷୀୟ ଦିନ ମଜୁରିଆଙ୍କୁ କିଛି ମିନିଟ୍‌ ବ୍ୟବଧାନରେ କୋଭିଶିଲ୍ଡ ଟିକାର ଦୁଇଟି ଡୋଜ ଦିଆଯାଇଛି। ଏଭଳି ଘଟଣା ଘଟିଛି କର୍ନାଟକର ଦକ୍ଷିଣ କନ୍ନଡ ଜିଲାର ସୁଲିଆ ତାଲୁକ ଟିକାକରଣ କେନ୍ଦ୍ରରେ। ଟିକା କେନ୍ଦ୍ରରେ ଅତ୍ୟଧିକ ଭିଡ଼ ଯୋଗୁ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri