ଭାଙ୍ଗିଲେ ଘର, ପନିପରିବା ଚାଷ ଛାଡ଼ିଲେ ନାହିଁ

ପାଟଣା,୧୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍‌ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ୭ ଜଣିଆ ହାତୀପଲ ପଶି ଉପଦ୍ରବ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଠାକୁରମୁଣ୍ଡା ରେଞ୍ଜରୁ ଏହି ହାତୀ ପଲ ଆସି ସାହାରପଡ଼ା ସେକ୍ସନର ହିଞ୍ଜଳଗାଡ଼ିଆ, କଣ୍ଟିଡ଼ିହା, ଚୁଆ ପାଣି ଗ୍ରାମରେ ପଶି ଉପଦ୍ରବ କରିବା ସହ ପନିପରିବା ଚାଷ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଚୁଆପାଣି ଗ୍ରାମର ଅକ୍ଷୟ କୁମାର ମହାନ୍ତଙ୍କ ଘର ଭାଙ୍ଗିବା ସହ ପରିବା ଚାଷକୁ ଦଳି ନଷ୍ଟ କରିଦେଇଛନ୍ତି। ହାତୀପଲ ବର୍ତ୍ତମାନ ମୟୁରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜ ଟିକାସିଲ ଜଙ୍ଗଲରେ ଡେରା ପକାଇଥିବା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି। ଗାଁ ନିକଟ ଜଙ୍ଗଲରେ ହାତୀପଲ ରହି ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜୀକୃତଙ୍କ ନାଁ ନାହିଁ

ବଲାଙ୍ଗୀର ଅଫିସ, ୧୬ା୪- ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍‌ଡାଉନ୍‌...

ବାଇକ୍‌ରେ ବୁହାହେଲା ମୃତଦେହ

ଜଗନ୍ନାଥପ୍ରସାଦ, ୧୭ା୧(ଡି.ଏନ.ଏ.): ମୃତଦେହକୁ ସମ୍ମାନର ସହ ଘରେ ପହଞ୍ଚାଇବା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନା ସବୁ ସ୍ଥାନରେ କାର୍ଯ୍ୟ କରୁନାହିଁ।...

ଅଟୋ ସହ ୨୦ ବସ୍ତା ଗଞ୍ଜେଇ, ଭାଙ୍ଗ ଜବତ

ସୋରଡ଼ା,୩ା୧୦(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ଗାଙ୍ଗପୁର ଗ୍ରାମରୁ ଅବକାରୀ ବିଭାଗ ଚଢାଉ କରି ଏକ ଅଟୋରେ ଲୋଡ ହୋଇଥିବା ୨୦ ବସ୍ତା (୬କୁଇଣ୍ଟାଲ) ଗଞ୍ଜେଇ ଭାଙ୍ଗ ଜବତ...

ହୀରାକୁଦ ଡ୍ୟାମରୁ ୩୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ: ସମ୍ବଲପୁର- ସୋନପୁର ରାଜପଥ ଯାତାୟତ ଠପ୍‌

ସମ୍ବଲପୁର, ୨୮ା୮ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମରୁ ଶୁକ୍ରବାର ୩୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୬ଲକ୍ଷ ୩୮ ହଜାର...

ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭଦ୍ରକ ଅଫିସ,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଜିଲା ଲୋକସମ୍ପର୍କ ଅଧିକାରୀ ଗୋଲଖ...

ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର...

ଟହଲୁ, ପ୍ରହଲ୍ଲାଦ ବରିଷ୍ଠ ନାଗରିକ କନ୍‌ଫେଡେରେଶନ ସଦସ୍ୟ

ଝାରସୁଗୁଡା ଅଫିସ,୧୦।୫: ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ଟହଲୁ ସାହୁ ଏବଂ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର ସର୍ବଭାରତୀୟ ବରିଷ୍ଠ ନାଗରିକ କନ୍‌ଫେଡେରେଶନର...

ହାତୀ କରୁଛନ୍ତି ହନ୍ତସନ୍ତ

ଭାପୁର, ୭।୧୧(ଡି.ଏନ.ଏ.) ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହଁାଇଛନ୍ତି ହାତୀ। ଚାଷ ଜମିରେ ଗଜ ଉପଦ୍ରବ ରାତିକ ଭିତରେ ଚାଷୀଙ୍କ ବର୍ଷକର ଆଶାକୁ ଧୂଳିସାତ୍‌ କରିଦେଉଛି।...

Advertisement
Archives

Model This Week