କାହିଁକି ସିଦ୍ଧାର୍ଥ – କିଆରାଙ୍କ ଫଟୋକୁ ନେଇ ଚର୍ଚ୍ଚା

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫିଲ୍ମରୁ ସିଦ୍ଧାର୍ଥ ଅଭିନେତ୍ରୀ କିଆରା ଆଡଭାନୀ ବହୁତ ପ୍ରଶଂସା ପାଇଛନ୍ତି । ସିଦ୍ଧାର୍ଥଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କିଆରା ନିଜ ଇନଷ୍ଟାଗ୍ରମ ଷ୍ଟୋରୀରେ ଏକ ରୋମାଣ୍ଟିକ ଫଟୋ ଶେୟାର କରି ତାଙ୍କ ପ୍ରିୟ ସିଡଙ୍କୁ ସୁନ୍ଦର ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ କିଆରା ଯେଉଁ ଫଟୋ ଶେୟାର କରିଥିଲେ, ତାହା କୌଣସି ଫିଲ୍ମର ଶୁଟିଂ ସମୟର ନୁହେଁ, ବରଂ ଏହା ଏକ ରିୟଲ ଲାଇଫ ରୋମାଣ୍ଟିକ ଫଟୋ ବୋଲି କୁହା ଯାଉଛି। ଯେଉଁଥିରେ କିଆରା ଓ ସିଦ୍ଧାର୍ଥ ବହୁତ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି । କିଆରା ଏହି ଫଟୋର କ୍ୟାପଶନରେ ଲେଖିଛନ୍ତି, ‘ହାପି ହାପି ବାର୍ଥଡେ’ ମୋର ଅତି ପ୍ରିୟ ବ୍ୟକ୍ତି। ଏହା ସହ କିଆରା ଗୋଟିଏ ରେଡ ହାର୍ଟର ଇମୋଜି ଦେଇଥିଲେ। ସୋସିଆଲ ମିଡିଆରେ କିଆରାଙ୍କର ଏଭଳି ପୋଷ୍ଟ ଫ୍ୟାନମାନଙ୍କ ଉତ୍ସାହକୁ ବଢ଼ାଇ ଦେଇଛି । ରିପୋର୍ଟ ଅନୁଯାୟୀ , ଦୁଇଜଣ ଦୀର୍ଘ ଦିନରୁ ପରସ୍ପରକୁ ଡେଟ କରୁଛନ୍ତି ଏବଂ ଏହି ବର୍ଷ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ହେଲେ ଦୁହେଁ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲି ଭାବେ ଘୋଷଣା କରି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାହିଦଙ୍କ ‘ଜର୍ସି’ ସୁପର ଫ୍ଲପ୍‌

ବମ୍ବେ: ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ‘ଜର୍ସି’। ଏପ୍ରିଲ ୨୨ରେ ସିନେମାଘରେ ରିଲିଜ ହୋଇଥିଲା ଫିଲ୍ମ। ପ୍ରଥମ ଦିନରୁ ଏହା ଭଲ ବ୍ୟବସାୟ କରିବ...

ଦୀର୍ଘ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଗତ ପ୍ରାୟ ୨ ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରରେ...

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି।...

ନଗ୍‌ମାଙ୍କ ପ୍ରେମରେ ପଡ଼ିଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ...

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ...

ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିକଟରେ ଜ୍ୟାକଲିନ୍‌ ଫର୍ନାଡିସ୍‌ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ସେ...

୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ...

ପ୍ରିୟଙ୍କାଙ୍କ ନିକଟରେ ରହିଛି ଏସବୁ ଦାମୀ ଗାଡ଼ି

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ପ୍ରିୟଙ୍କା ଚୋପ୍ରା ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି। ରୋଜଗାର ଦୃଷ୍ଟିରୁ ପ୍ରିୟଙ୍କା ଦୀପିକା ପାଦୁକୋନ,କ୍ୟାଟ୍ରିନା କୈଫ ଏବଂ କରୀନା କପୁରଙ୍କଠାରୁ...

Advertisement
Archives

Model This Week