ନିର୍ବାଚନ ବର୍ଜନ ଲାଗି ମାଓବାଦୀ ଲଗାଇଲେ ବ୍ୟାନର

ବଲାଙ୍ଗୀର ଅଫିସ,୧୮।୧: ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ତୁରେକେଲା ବ୍ଳକ ସମରସିଂ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଏକ ବ୍ୟାନର ଲଗାଯାଇଛି।

ବ୍ୟାନରରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରି ଗାଁରେ ଜନତା ସରକାର ଗଠନ କରିବାକୁ ମାଓବାଦୀମାନେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଏପରି କି ଦୁନିତିଗ୍ରସ୍ତ ନିର୍ବାଚନକୁ ବଏକଟ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟରରେ ବିବିଏମ୍‌ ମାଓବାଦୀ ସଙ୍ଗଠନର ନାମ ରହିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି ବ୍ୟାନର ମିଳିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ନିଶ୍ଚିନ୍ତକୋଇଲି,୨୨ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା...

ଜମିଜମା ବିବାଦ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ବରୀ,୧ା୧୨(ସ୍ବ.ପ୍ର.)- ବରୀଥାନା ଅଧୀନ କିମ୍ଭୀରିଆପାଳ ପଞ୍ଚାୟତ ମାଳଦା ଗ୍ରାମରେ ରବିବାର ଜିମିଜମା ବିବାଦକୁ ନେଇ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଆକ୍ରମଣ ହୋଇଥିବା ଥାନାରେ...

ଭୁଜାଲି, ମାଉଜର ଦେଖାଇ ଲୁଟ୍‌ ଘଟଣା : ୭ ଅଭିଯୁକ୍ତ ଗିରଫ

ଜୟପୁର,୫।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ୭ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ଏସ୍‌ଡିପିଓ ହରେକୃଷ୍ଣ ମାଝି ଏକ ଖବରଦାତା ସମ୍ମିଳନୀରେ...

ଷ୍ଟାଣ୍ଡିଂ କମିଟିର ଯୋଡ଼ା ଗସ୍ତ: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ଦେଖିଲେ

ଯୋଡ଼ା, ୯।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ଶୁକ୍ରବାର ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ସେମାନେ...

ଫସଲ ବଢ଼ିଆ, ଚାଷୀ କାନ୍ଦୁଛି

ବରଗଡ ଅଫିସ/ରସୁଲପୁର (ଡି.ଏନ୍‌.ଏ.),୨୦ା୧୨:ରାଜ୍ୟରେ ସମ୍ପ୍ରତି କ୍ଷେତଗୁଡ଼ିକରେ ଧାନ, ପରିବା ଭରିଯାଇଛି। ହେଲେ ଶୀତଳଭଣ୍ଡାର ନ ଥିବାରୁ ସେଗୁଡ଼ିକୁ ସାଇତି ରଖି ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା...

ଭଦ୍ରକର ବିଭିନ୍ନ ମାର୍କେଟରୁ ୧୦୦ରୁ ଊର୍ଦ୍ଧ୍ୱ ବାଇକ ଜବତ

ଭଦ୍ରକ ଅଫିସ, ୭।୪: କରୋନାକୁ ହରାଇବାର ଏକମାତ୍ର ବିକଳ୍ପ ହେଉଛି ସଚେତନତା ଓ ସାମାଜିକ ଦୂରତ୍ୱ। ତେଣୁ ସମସ୍ତେ ଘରେ ରହି ଘାତକ ଭୂତାଣୁ ‘କୋଭିଡ୍‌-୧୯’...

ପ୍ରକଳ୍ପ ସମ୍ପର୍କରେ ମୋ ପରାମର୍ଶ ନିଆଯାଇନି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିଚାଲିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ରବିବାର ସେ ଏହି ପ୍ରସଙ୍ଗକୁ ନେଇ ନିଜର...

୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬...

Advertisement
Archives

Model This Week