ଧନୁଷ -ଐଶ୍ୱର୍ଯ୍ୟା ଲଭ ଷ୍ଟୋରୀ: ଜାଣନ୍ତୁ କିପରି ହୋଇଥିଲା ପ୍ରେମ

ସାଉଥ ସୁପରଷ୍ଟାର ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ସେମାନଙ୍କର ୧୮ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କରିଛନ୍ତି। ତେବେ ଦିନେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଉଭୟଙ୍କ ପ୍ରେମ କିପରି ହୋଇଥିଲା, ଜାଣନ୍ତୁ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଲଭ ଷ୍ଟୋରୀ ବିଷୟରେ …
ଉଭୟଙ୍କ ପ୍ରଥମ ସାକ୍ଷାତ ଏକ ଫିଲ୍ମରେ ହୋଇଥିଲା। ଧନୁଷଙ୍କ ଫିଲ୍ମ ‘କାଧଲ କୋଣ୍ଡେ’ ରିଲିଜ ସମୟରେ ଦୁହିଁଙ୍କ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା। ଧନୁଷ ତାଙ୍କ ପରିବାର ସହିତ ସିନେମା ହଲକୁ ଯାଇଥିଲେ, ଐଶ୍ୱର୍ଯ୍ୟା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସିନେମା ‘ମାଲିକ’ ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ଧନୁଷଙ୍କ ସହ ପରିଚିତ କରାଇଥିଲା। ପରେ ଅଭିନେତ୍ରୀ ଧନୁଷଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ତାହାର ପରଦିନ ଐଶ୍ୱର୍ଯ୍ୟା ଧନୁଷଙ୍କୁ ଏକ ପୁଷ୍ପଗୁଚ୍ଛ ସହ ଏକ ନୋଟ ଲେଖିଥିଲେ। ସେତେବେଳେ ଐଶ୍ୱର୍ଯ୍ୟାଙ୍କୁ ଧନୁଷ ପସନ୍ଦ କରୁଥିଲେ ସୁଦ୍ଧା ତାଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନ ଥିଲା। ପରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିରୁ ଉଭୟଙ୍କ ପରିବାର ଅନୁଭବ କରିଥିଲେ ଦୁହେଁ ଭଲ ଜୀବନସାଥୀ ହୋଇ ପାରିବେ । ବିବାହ ପୂର୍ବରୁ ଦୁହେଁ ଡେଟିଂ କରୁଥିଲେ। ୨ ବର୍ଷ ବଡ଼ ଐଶ୍ୱର୍ଯ୍ୟାଙ୍କୁ ୧୮ ନଭେମ୍ବର ୨୦୦୪ରେ ଧନୁଷ ବିବାହ କରିଥିଲେ। ଐଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ, ଆମେ ଦୁହେଁ ଦୁହିଙ୍କୁ ସ୍କୋପ ଦେଉଛୁ। ଏକାଠି ରହିବା ପାଇଁ କେହି କାହାକୁ ବଦଳାଇବାକୁ ଚେଷ୍ଟା କରିନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍‌ନାକୁ ଆସିଲେ ରାଖୀ ସାଓ୍ବନ୍ତଙ୍କ ଝିଅ

ମୁମ୍ବାଇ : ନିଜର ଅଜବ୍‌ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏବେ ପୁଣି ଚର୍ଚ୍ଚାକୁ...

ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ

ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା...

ଦୁଇଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଭାବେ ସାମିଲ ହେବାପରେ ଚର୍ଚ୍ଚାରେ ରାହୁଲ ମହାଜନ। ପୂର୍ବରୁ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟ...

ବଲିଉଡ୍‌ର ଏହି ୫ ଯୋଡି ନିଜ ସାଥୀଙ୍କୁ ଦେଇଛନ୍ତି ସବୁଠାରୁ ଦାମୀ ଉପହାର

ବଲିଉଡ୍‌ର ଅଧିକାଂଶ କଳାକାର ସେମାନଙ୍କ ଦୟାବାନ ପ୍ରବୃତି ପାଇଁ ବେଶ୍‌ ପରିଚିତ। ସେମାନେ ନିଜ ପ୍ରିୟ ଲୋକଙ୍କ ପ୍ରତି ଭଲପାଇବା ଦେଖାଇବା ପାଇଁ କୌଣସି ସୁଯୋଗକୁ...

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

ସ୍ପେନ ଯିବେ ଶ୍ରଦ୍ଧା

ମୁମ୍ବାଇ: ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଚଳିତ...

ବିବାହ କରିବେକି କିମ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିମ୍ ଶର୍ମା ପ୍ରାୟ ଏକ ଦଶକ ହେବ ସିଲଭର ସ୍କ୍ରିନଠାରୁ ଦୂରେଇ ରହିଛନ୍ତି । ହେଲେ ଆଜିବି ସୋସିଆଲ ମିଡିଆରେ ସେ...

କମ୍‌ ଫିଲ୍ମ କରି ମଧ୍ୟ କୋଟିକୋଟିର ରୋଜଗାର କରୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି। ସେ କମ୍‌ ଫିଲ୍ମ କରିଥିଲେ ସୁଦ୍ଧା କୋଟି କୋଟି ଟଙ୍କା ଆୟ କରୁଛନ୍ତି...

Advertisement
Archives

Model This Week