Home Left

ଗୁରୁଦିବସରେ ଗଲା ଗୁରୁଙ୍କ ଜୀବନ

ରୂପସା,୫।୯(ଡି.ଏନ୍‌.ଏ.): ଗୁରୁ ଦିବସରେ ସଡ଼କ ଦୁର୍ଘଟଣାରେ ଚାଲିିଯାଇଛି ଆଦର୍ଶ ଗୁରୁଙ୍କ ଜୀବନ। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଭୋଲୋରା ଛକ ନିକଟରେ ରବିବାର ୨ଟି ବାଇକ୍‌…

ଝିଅକୁ ବଳାତ୍କାର କଲେ ବାପା, ଜାଣିବା ପରେ ଏମିତି କଲେ ଭାଇ

ଯୋଧପୁର,୫।୯: ରାଜସ୍ଥାନର ଜାଲୋର ଜିଲାରେ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବଳାତ୍କାର କରିଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ଭାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ବଳାତ୍କାର ସମ୍ପର୍କରେ ପୀଡ଼ିତା ତାଙ୍କ ମାଉସିଙ୍କୁ ଫୋନରେ ଜଣାଇଥିଲେ। ଏହି ଭଏସ…

ସାର୍କ ଆକ୍ରମଣରେ ଗଲା ଜୀବନ

ସିଡନୀ,୫।୯: ଅଷ୍ଟ୍ରେଲିଆର ଏମରଲାଡ୍‌ ବେଳାଭୂମିରେ ସାର୍କ ଆକ୍ରମଣରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଏହା ଦ୍ୱିତୀୟ ସାର୍କ ଆକ୍ରମଣ ଘଟଣା। ଇନ୍ସପେକ୍ଟର କ୍ରିସ ୱିଲସନ କହିଛନ୍ତି ଯେ, ରବିବାର ସମୁଦ୍ର କୂଳରେ ସାର୍କ ଆକ୍ରମଣରେ…

ବିଲ୍ଡିଂର ଉଚ୍ଚତା କମାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୯: ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ (ଡିଜିସିଏ) ରାଜଧାନୀର କିଛି ବିଲ୍ଡିଂର ଉଚ୍ଚତା କମାଇବା ପାଇଁ ଦିଲ୍ଲୀର ଡେଭଲପମେଣ୍ଟ ଅଥରିଟି (ଡିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ଯୋଗୁ କିଛି ବିଲ୍ଡିଂର ଉପର ୪ ମହଲାର ଉଚ୍ଚତା କମାଇବାକୁ ପଡ଼ିବ। ଇନ୍ଦିରା ଗାନ୍ଧୀ…

ଜିନ୍ସ ପିନ୍ଧି ପାର୍ଲାମେଣ୍ଟ ଆସିବା ମନା

ଲଣ୍ଡନ, ୫।୯: ସୋମବାର ଆରମ୍ଭ ହେବ ବ୍ରିଟିଶ ପାର୍ଲାମେଣ୍ଟ। ଏହି ପରିପ୍ରେକ୍ଷୀରେ ହାଉସ୍‌ ଅଫ୍‌ କମନ୍ସର ବାଚସ୍ପତି ଏମ୍‌ପିମାନଙ୍କ ପାଇଁ ଥିବା ଡ୍ରେସ୍‌ କୋଡ୍‌କୁ କଡ଼ାକଡ଼ି କରିଛନ୍ତି। ଜିନ୍ସ ଏବଂ ସ୍ପୋଟର୍‌ସଓ୍ବେର ପାର୍ଲାମେଣ୍ଟ ପୋଷାକ ନୁହେଁ। ଉପଯୁକ୍ତ ପୋଷାକ ପରିଧାନ କରି…

ୟୁପିରେ ଭାଇରାଲ ଫିଭର ଆତଙ୍କ

ପ୍ରୟାଗରାଜ,୫।୯: ଉତ୍ତରପ୍ରଦେଶରେ ଏନ୍‌ସେଫାଲିଟିସ୍‌ ଓ ନିମୋନିଆ ଭଳି ପୁରୁଣା ରୋଗ ଏବଂ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇ ୧୭୧ ପିଲା ପ୍ରୟାଗରାଜର ମୋତିଲାଲ ନେହେରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ପାଇଁ ଅକ୍ସିଜେନ୍‌ ଜରୁରୀ ହୋଇପଡ଼ିଥିବା ପ୍ରୟାଗରାଜ ସିଏମ୍‌ଓ ଡ. ନାନକ…

ପାହାଡ଼ରୁ ଖସି ପଡ଼ିଲେ ୨ ଭାଇ

ରାୟଗଡ଼(ଗଜପତି),୫ା୯(ଡି.ଏନ.ଏ.): ଗଜପତି ଜିଲା ମାର୍ଲବା ଘାଟିରେ ରବିବାର ବାଇକ୍‌ ସହ ପାହାଡ଼ ତଳକୁ ଖସିପଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାୟଗଡ଼ ବ୍ଲକ ସ୍ବାଲସିଂ ସାହିର ସ୍ବର୍ଗତ ମନୋଜ କୁମାର ସ୍ବାଲସିଂଙ୍କ ପୁଅ ବିଲ୍‌ କ୍ଲିଣ୍ଟନ(୨୪) ଓ ପ୍ରିୟତମ…

ଗୁରୁଦିବସରେ କାନ ଧରି ଆଣ୍ଠେଇଲେ ଶିକ୍ଷକ

ଭୁବନେଶ୍ୱର,୫।୯(ବ୍ୟୁରୋ): ଗୁରୁଦିବସରେ ଗୁରୁଙ୍କୁ ପୂଜା କରାଯାଏ। କିନ୍ତୁ ଏଭଳି ପବିତ୍ର ଦିବସରେ ଗୁରୁମାନେ କାନ ଧରି ଆଣ୍ଠେଇବା ସମସ୍ତଙ୍କୁ ଚକିତ କରିଛି। ଅନୁଦାନରୁ ବାଦ୍‌ ପଡ଼ିଥିବା ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ ନିମନ୍ତେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନର ରବିବାର ଥିଲା…

ଚେତାବନୀ ଦେଲେ ନେପାଳ ସରକାର

କାଠମାଣ୍ଡୁ,.୫।୯: ନେପାଳ ସରକାର ରବିବାର ନାଗରିକମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଦ୍ୱାରା ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସମ୍ପର୍କକୁ ପ୍ରଭାବିତ କରିବ। କିଛିଦିନ ତଳେ ନେପାଳର କିଛି ଲୋକ ଭାରତର…

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି ୩୪୬ ରନ୍‌ରେ ଆଗୁଆ ରହିଛି। ଏତେ ରନ୍‌ରେ ଆଗୁରେ ରହିବା ସତ୍ତ୍ୱେ ଦ୍ୱିତୀୟ ଇନିଂସ…

ଭବାନୀପୁର ଆସନରୁ ଉପ-ନିର୍ବାଚନ ଲଢିବେ ମମତା

କୋଲକତା,୫।୯: ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଘୋଷଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭବାନୀପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରାର୍ଥୀପତ୍ର ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ରହିବାକୁ ମମତାଙ୍କୁ ଯେକୌଣସି ଭାବେ ଉପ-ନିର୍ବାଚନରେ ଜିତିବାକୁ ପଡିବ। ଅନ୍ୟ…

୨୪ ଘଣ୍ଟାରେ ଆରମ୍ଭ ହେବ ଲଘୁଚାପ ବର୍ଷା

ଭୁବନେଶ୍ୱର,୫।୯(ବ୍ୟୁରୋ): ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସାଇକ୍ଲୋନିକ୍‌ ସର୍କୁଲେସନ୍‌ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri