‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’
ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା ଘଟିଥିଲା। ସେତେବେଳେ ଦେଶରେ ସ୍ବାଧୀନତାର ବହ୍ନି ଜଳୁଥିଲା। ଗାନ୍ଧିଜୀଙ୍କ ଆହ୍ବାନ ଏରସମାବାସୀଙ୍କ ମନରେ ସଂଗ୍ରାମର…
କମିଲା ପେଟ୍ରୋଲ, ଡିଜେଲ ଦର
ଭୁବନେଶ୍ୱର, ୬।୯୩: ଦିନର ବିରତି ପରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ(ଆଇଓସିଏଲ୍)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୧୪ ପଇସା ଏବଂ ଡିଜେଲରେ…
ସ୍ବାମୀଙ୍କ ସହ ଗଲ୍ଫ ଖେଳୁଛନ୍ତି ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସଙ୍କ ସହ ଆଜିକାଲି ହଲିଉଡ୍ର କିଛି ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ଏତେ ବ୍ୟସ୍ତତା ସତ୍ତ୍ୱେ ପ୍ରିୟଙ୍କା ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଆଦୌ ଭୁଲୁନାହାନ୍ତି। ସେ ନିକ୍ଙ୍କ ସହ ଏକ ଫଟୋ…
ଭୁଲ୍ରେ ବି ସନ୍ଧ୍ୟା ପରେ ଫଳ ଖାଆନ୍ତୁନି, ଦେଖାଦିଏ ଏସବୁ ସମସ୍ୟା
ସୁସ୍ଥ ରହିବା ପାଇଁ ପ୍ରତିଦିନ ଫଳ ଖାଇବା ନିହାତି ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଦିନକୁ ଗୋଟିଏ ସେଓ ଖାଇବା ଜରୁରୀ ବୋଲି ଡାକ୍ତର କୁହନ୍ତି। ସେଓ ଖାଇବା…
ମଲାଇକା ପିନ୍ଧିଥିବା ଡ୍ରେସ୍ର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେବେବେଳେ ନିଜ ଫିଟ୍ନେସ୍କୁ ନେଇ ତ ଆଉ କେତେବେଳେ ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସେ ଆଲୋଚନରେ ଥାନ୍ତି। ନିକଟରେ ତାଙ୍କୁ ଦାମୀ ଡ୍ରେସ୍କୁ…
ୟୁପି, ଉତ୍ତରାଖଣ୍ଡ ନିର୍ବାଚନରେ ପ୍ରଚାର କରିବେ ଚାଷୀ
ଲକ୍ଷ୍ନୌ,୬।୯: କୃଷି ଆଇନ ବିରୋଧରେ ପ୍ରାୟ ବର୍ଷେ ଧରି ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ରବିବାର ଏହାର ପ୍ରତ୍ୟାହାର ଦାବି ଦୋହରାଇଛନ୍ତି। ଉତ୍ତରପ୍ରଦେଶର ମୁଜାଫରନଗରରେ ୧୫ ରାଜ୍ୟର ପ୍ରାୟ ୩୦୦ କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ବ୍ୟାନରରେ ଶକ୍ତି ପ୍ରଦର୍ଶନ…
ଏହି ତେଲ ଦୂର କରେ ହାର୍ଟ ସମସ୍ୟା
ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ ଆରମ୍ଭ କରି ପାଚନ ତନ୍ତ୍ରରେ କୌଣସି ସମସ୍ୟା ହୋଇ ନ ଥାଏ॥ ତେବେ ଜାଣନ୍ତୁ…
ପ୍ରଥମେ ପରସ୍ପରକୁ ଅହଂକାରୀ ଭାବି କଥା ହେଉ ନ ଥିଲେ, ପରେ ଚଢିଗଲା ପ୍ରେମ ନିଶା
ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଚଳିତ ବର୍ଷ ମାର୍ଚ୍ଚରେ ଗୋଆରେ କ୍ରୀଡା ଆଙ୍କର୍ ସଞ୍ଜନା ଗଣେସନଙ୍କୁ ବିବାହ କରିଥିଲେ। ଏହି ଦୁଇଜଣଙ୍କ ସମ୍ପର୍କ ବିଷୟରେ ପୂର୍ବରୁ କାହାକୁ ମଧ୍ୟ ଜଣା ନ ଥିଲା। ଦୁହେଁ ସୋସିଆଲ ମିଡିଆରେ ନିଜ…
ଶାର୍ଦ୍ଦୁଳଙ୍କୁ ନୂଆ ନାମ ଦେଲେ ପ୍ରଶଂସକ
ଲଣ୍ଡନ,୬।୯: ଚଳିତ ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ପ୍ରଥମ ଇନିଂସରେ ବିସ୍ଫୋରକ ୫୭ ରନ୍ର ପାଳି ଖେଳିଥିବା ମୁମ୍ବାଇ ଖେଳାଳି ଦ୍ୱିତୀୟ ୬୦ ରନ୍ର ଇନିଂସ ଖେଳିଥିଲେ। ଚମତ୍କାର ବ୍ୟାଟିଂ ପ୍ରଦର୍ଶନ…
ରାହୁଲଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା କ୍ଷୁବ୍ଧ
ନୂଆଦିଲ୍ଲୀ, ୬।୯: ୨୦୧୯ ସାଧାରଣ ନିର୍ବାଚନ ସମେତ ଏକାଧିକ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଦଳର ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧୀ। ଏବେ ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ…
ଅନ୍ତିମ ଦିନ ସବୁ ଫଳାଫଳ ସମ୍ଭବ
ଲଣ୍ଡନ,୫।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ପହଞ୍ଚିଛି ଅନ୍ତିମ ଦିନରେ। ୩୬୮ ରନ୍ର ପାହଡ଼ ଭଳି ବିଜୟ ଲକ୍ଷ୍ୟ ଆଗରେ ଇଂଲଣ୍ଡ ଚତୁର୍ଥ ଦିନ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୭୭ ରନ୍ କରିଛି। ଘରୋଇ…
କୃଷକଙ୍କ ସପକ୍ଷରେ ଭାଜପା ଏମ୍ପି
ନୂଆଦିଲ୍ଲୀ,୫।୯: କୃଷି ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ମୁଜାଫାନଗରଠାରେ କୃଷକମାନେ ରବିବାର ପ୍ରତିବାଦ କରି ମହାପଞ୍ଚାୟତରେ ବସିଥିଲେ। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲା ସମ୍ୟୁକ୍ତ କିଷାନ ମୋର୍ଚ୍ଚା। ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ ଭାଜପା ଏମ୍ପି ବରୁଣ ଗାନ୍ଧୀ।…
Archives


