Home Left

୨୧ ହଜାର ଟଙ୍କା ସହ ଧରାପଡ଼ିଲେ

ଝାରସୁଗୁଡା ଅଫିସ, ୬।୯: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ଶୁଖୁଆ ଗୋଦାମ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ସୋମବାର ଚଢାଉ କରି ୬ଜୁଆଡିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତେଲିଭଟାର ସୌରଭ ଅହମ୍ମଦ(୨୭), ପାୱାର…

ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଜଗର ସାପ

କୋକସରା,୬।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କୁସୁମଖୁଣ୍ଟି ଇନ୍ଦ୍ରାବତୀ ସହାକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୋମବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଝରକାରେ ସାଢ଼େ ପାଞ୍ଚଫୁଟ ଲମ୍ବର ଏକ ଅଜଗର ସାପ ଓହଳି ରହିଥିବା…

ସ୍ତ୍ରୀଙ୍କୁ ଗୁଳି କଲେ ଯବାନ

ପାଟନା, ୬।୯: ଭାରତୀୟ ସେନାର ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କ ସମେତ ୩ ମହିଳାଙ୍କୁ ଗୁଳି କରିଛନ୍ତି। ବିହାର ଚମ୍ପାରନ୍‌ ଜିଲାରେ ଏହି ଘଟଣା ଘଟିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ପୋଷ୍ଟିଂ ହୋଇଥିବା ଅଭିଯୁକ୍ତ ଯବାନ ନରେଶ ଶାହା ଛୁଟିରେ ବିହାର ଆସିଥିଲେ।…

ଏହି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇ ଶାର୍ଦ୍ଦୁଳ ଦେଇଥିଲେ ବ୍ରେକ୍‌ ଥ୍ରୁ

ଲଣ୍ଡନ,୬।୯: ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଆସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୭/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ରୋରି ବନର୍‌ସ ଓ ହାସିମ ହମିଦ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ୧୦୦…

କର୍ନାଟକରେ ଗଣେଶ ପୂଜା ପାଇଁ ଆସିଲା ଗାଇଡ୍‌ଲାଇନ

ବେଙ୍ଗାଲୁରୁ,୬।୫: ଗଣେଶ ପୂଜା ପାଇଁ କର୍ନାଟକରେ ଜାରି ହେଲା ନୂଆ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ ଅନୁସାରେ କୋଭିଡ ସଂକ୍ରମଣ ହାର ୨ ପ୍ରତିଶତରୁ କମ୍‌ ଥିବା ଜିଲାରେ ପୂଜା ହୋଇପାରିବ। କିନ୍ତୁ ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭଯାତ୍ରା ଉପରେ କଟକଣା…

ଇଂଲଣ୍ଡର ପଡ଼ିଲା ୮ ଉଇକେଟ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟରେ ଭାରତର ବିଜୟ ନିଶ୍ଚିତ ଭଳି ଲାଗୁଛି। ଶାର୍ଦୁଲ ଠାକୁର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଉଇକେଟ ନେବାପରେ ଘରୋଇ ଦଳ ଅଡୁଆରେ ପଡିିଛି। ରୁଟ୍‌ ୭୮ ବଲ ଖେଳି ୩୬…

ରୋଗ ନୁହେଁ, ଏହି କାରଣ ପାଇଁ ରାକେଶ ରୋଶନଙ୍କ ମୁଣ୍ଡରେ ନାହିଁ କେଶ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍‌ର ଏହି ନାଁ କରା ନିର୍ଦ୍ଦେଶକ ପ୍ରଥମରୁ ସଫଳତା ପାଇବା ପରେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରଥମେ ସେ ଅଭିନେତା ଭାବେ…

ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୯: ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗକୁ ଗତି…

ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି ‘ ଦ ଇଣ୍ଟର୍ନ’ରେ ନିନାଙ୍କୁ କାଷ୍ଟ କରୁଥିବା ଶୁଣିବାକୁ ମିଳିଛି । ଅମିତଙ୍କ ସହ…

ପରାଜୟ ମୁହାଁ ଇଂଲଣ୍ଡ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ। ଇଂଲଣ୍ଡ ହାତରେ ମ୍ୟାଚ ବଞ୍ଚାଇବା ପାଇଁ ରହିଛି ୪ ଉଇକେଟ୍‌ । ଅଧିନାୟକ ଜୋ ରୁଟ୍‌ ଏବେ ମଧ୍ୟ କ୍ରିଜ୍‌ରେ ଅଛନ୍ତି। କିନ୍ତୁ ମ୍ୟାଚରେ ଆହୁରି…

କନ୍ୟା ୭୫କୁ ବର ୯୦: ପରିବାରର ସହମତିରେ ହେଲା ବିବାହ

ଲକ୍ଷ୍ନୌ,୬ ।୯: ‘ଉମ୍ର ୫୫କି ଦିଲ ବଚପନ କା’ ହିନ୍ଦୀର ଏହି ପ୍ରୋଭର୍ବ ଏବେ ସତକୁ ସତ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ରାମପୁରରେ ଏମିତି ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୯୦ ବର୍ଷର ଜଣେ…

ଗୀତ ଗାଇଲେ କଂଗ୍ରେସ୍ ଏମ୍‌ପି ଶଶୀ ଥରୁର

ଶ୍ରୀନଗର,୬ ।୯: ଏଥର ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ଏମ୍‌ପି ଶଶୀ ଥରୁର । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଗୀତ ଗାଇବାର ଭିଡିଓ ଶେୟାର କରିଛନ୍ତି । ସେ ଗାଉଛନ୍ତି, ‘ଏକ ଅଜନବି ହସିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri