ଅଣଓଡ଼ିଆ ଠିକାସଂସ୍ଥା କବ୍ଜାରେ ନିଯୁକ୍ତି
ଯାଜପୁର ଅଫିସ,୭।୯: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଓଡ଼ିଆ ଓ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ସ୍ଥାନୀୟ ନିଯୁକ୍ତିକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଏଠାରେ ୧୮୪ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୬,୧୯୫ ଓ ୩୬୪ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା…
ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ଦୀପିକା
ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ଗେମ୍ ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜିନ ଆରମ୍ଭ ହୋଇଛି। ଦର୍ଶକଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା ପାଇଁ ଶୋ’ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଶାନଦାର୍ ଶୁକ୍ରବାର’ର…
ନୂତନ ଥାନା, ଫାଣ୍ଡି ଦାବିରେ ବିଧାନସଭାରେ ଉଦ୍ବେଗ
ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି। ଏଥିସହିତ ରାଜ୍ୟରେ ପୋଲିସ କର୍ମଚାରୀଙ୍କ ଅଭାବ ରହିଛି। ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଜନସଂଖ୍ୟା ବଢୁଥିବାରୁ ରାଜ୍ୟରେ ଖାଲିଥିବା ପୋଲିସ ପଦବୀ…
ବଢୁଛି ମହିଳା ବିରୋଧୀ ହିଂସା
ଜ୍ଞାନକୌଶଳ ବଳରେ ରାଜ୍ୟ ତଥା ଦେଶରେ ଯେତେ ପ୍ରଗତି ହେଲେ ମଧ୍ୟ ଅପରାଧ କମିପାରୁନାହିଁ। ବିଶେଷକରି ମହିଳା ବିରୋଧୀ ହିଂସା ଉପରେ ଲଗାମ ଲାଗିପାରୁନାହିଁ। ଜନସଂଖ୍ୟା ତୁଳନାରେ ଅପରାଧ ହ୍ରାସ ପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବାରେ ସରକାର ବିଫଳ ହେବା…
୨୪୩୩ ଟେଷ୍ଟ ମ୍ୟାଚ୍ ପରେ ପ୍ରଥମଥର ପାଇଁ କ୍ରିକେଟ୍ ପଡିଆରେ ଘଟିଲା ଏମିତି
ଓଭାଲ୍,୭।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି। ମ୍ୟାଚ ଜିତିବା ପାଇଁ ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଥିବାବେଳେ ଦଳ ମାତ୍ର ୨୧୦ ରନ୍ରେ…
ସଂରକ୍ଷଣ ସୀମା ୫୦% ଟପିବନି
ସଂରକ୍ଷଣ ସୀମା ୫୦% ଟପିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ଟି ଅଧିନିୟମରେ ସଂଶୋଧନ ଆଣିଛନ୍ତି। ସେଥିରୁ ଗୋଟିଏ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ଏହାଦ୍ୱାରା ସଂରକ୍ଷଣ ସୀମା ୫୦%…
‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପାଇବାକୁ ନେଇ ଖୁସି ନାହାନ୍ତି ରୋହିତ ଶର୍ମା: କାରଣ ଜାଣିଲେ କହିବେ ବାଃ ବାଃ
ଓଭାଲ୍,୭।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟର ମୂଳଦୁଆ ପକାଇଥିବା ଓପନର୍ ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ବିଜୟ ପରେ ରୋହିତ କହିଛନ୍ତି ଯେ, ତାଙ୍କ ଠାରୁ ଅଧିକ ଅନ୍ୟ…
ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧
ଓଭାଲ୍,୭।୯: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଦ୍ୱିତୀୟ ସିଜନରେ ଭାରତ ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷରେ ଓଭାଲ ଟେଷ୍ଟ ଜିତି ଭାରତ ଏହି ସ୍ଥାନ ହାସଲ କରିଛି। ଭାରତ ୫ ମ୍ୟାଚ୍ ବିଶିଷ୍ଟ…
ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍
କାବୁଲ, ୭ା୯: ତାଲିବାନ୍ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍। ଏହି ପ୍ରଦେଶ ଉପରେ ବିଜୟ ହାସଲ ହୋଇଥିବା ତାଲିବାନ୍ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋମବାର ଦାବି କରିବା…
ବୁଦ୍ଧିମତ୍ତା ବିକାଶ ଅନ୍ତରାଳେ..
ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ତାଙ୍କର ବ୍ୟବହାର ଉପରେ ନିର୍ଭର କରେ। ନିଜର ବ୍ୟକ୍ତିତ୍ୱକୁ ଆହୁରି ପରିପ୍ରକାଶ କରିବା ପାଇଁ ଉତ୍ତମ ବ୍ୟବହାରର ଆବଶ୍ୟକତା ରହିଛି। ତେବେ ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର ବୁଦ୍ଧିମତ୍ତାର ବିକାଶ ଘଟିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି।…
ଆଲର୍ଜି ଆଶଙ୍କା କମାଏ ଭିଟାମିନ୍ ‘ଇ’
ଭିଟାମିନ୍ ‘ଇ’ରେ ଅନେକ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ତେଣୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍ ‘ଇ’ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ସବୁଠାରୁ ଖାସ୍ କଥା ହେଲା, ଏପରି ଖାଦ୍ୟ ଶରୀରରେ ଲାଲ ରକ୍ତକୋଷିକା ଗଠନ କରିଥାଏ।…
ପାକିସ୍ତାନର ଏୟାରଷ୍ଟ୍ରାଇକ୍
କାବୁଲ, ୭ା୯: ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଲଢ଼େଇରେ ପାକିସ୍ତାନ ହସ୍ତକ୍ଷେପ କରି ପଞ୍ଜଶିର ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍ କରିଛି। ପ୍ରତିରୋଧୀ ବଳର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ ଏହି ଅଭିଯୋଗ କରିବା ସହ ବିଶ୍ୱ ସମୁଦାୟ ଏ ଦିଗରେ ନୀରବ ଦ୍ରଷ୍ଟା ସାଜିଥିବା…
Archives


