ଫିଲ୍ମ ପାଇଁ ‘ନୋ-ଡେଟିଂ’ କଣ୍ଟ୍ରାକ୍ଟ

ମୁମ୍ବାଇ: ନିଧି ଅଗରୱାଲ ବର୍ତ୍ତମାନ ସାଉଥ୍‌ ଫିଲ୍ମର ଏକ ଲୋକପ୍ରିୟ ଚେହେରା। ଅଭିନେତ୍ରୀ ମୁନ୍ନା ମାଇକେଲରେ ଟାଇଗର ଶ୍ରଫଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ପାଇଁ ନିଧିଙ୍କ ସହ ନିର୍ମାତା ଏକ ଚୁକ୍ତି କରିଥିଲେ,ଯେଉଁଥିରେ ‘ନୋ-ଡେଟିଂ’ କ୍ଲଜ୍‌ ରଖାଯାଇଥିଲା। ତେବେ ନିଧିଙ୍କ ଭଳି ଟାଇଗରଙ୍କ ସହ ସେଭଳି କୌଣସି ଚୁକ୍ତି କରାଯାଇ ନ ଥିଲା। ନିଧି ଏବଂ ଟାଇଗରଙ୍କ ଫିଲ୍ମ ମୁନ୍ନା ମାଇକେଲଙ୍କ ରିଲିଜ୍‌ ହେବାର ୫ ବର୍ଷ ବତିସାରିଲାଣି। ଫିଲ୍ମର ଶୁଟିଂ ସମୟରେ ନୋ-ଡେଟିଂ କ୍ଲଜ୍‌କୁ ନେଇ ସେ କେଉଁଭଳି ଅନୁଭବ କରିଥିଲେ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ମୁନ୍ନା ମାଇକେଲଙ୍କ ଶୁଟିଂ ସମୟରେ ତାଙ୍କୁ ନୋ-ଡେଟିଂ ଚୁକ୍ତି କରିବାକୁ ପଡିବ ବୋଲି କୁହାଯାଇଥିଲା। ସେ ସେଥିରେ ମଧ୍ୟ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହେଲେ ସଞ୍ଜୟ

୬୦ ଦଶକର ଭେଟେରାନ ଅଭିନେତା ସୁନୀଲ ଦତ୍ତ ଏକରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ। ସୁନୀଲ ଦତ୍ତ ଆଜି ଏହି ଦୁନିଆରେ ନାହାଁନ୍ତି ସତ,...

ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ...

ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!

ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍‌ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍‌...

ଏକାନ୍ତରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଗତ ବର୍ଷ ଦେହାନ୍ତ ହୋଇଛି। ଦିଲୀପ କୁମାରଙ୍କ ବିୟୋଗ ପରେ ତାଙ୍କ ସ୍ତ୍ରୀ ସାଇରା ବାନୋ ସମ୍ପୂର୍ଣ୍ଣ ଭାଙ୍ଗି...

୩୪ରେ ପାଦ ଥାପିଲେ ଶ୍ରୁତି ହାସନ: ଧନୁଷ ଏବଂ ମାଇକେଲଙ୍କ ସହିତ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ କମଲ ହାସନଙ୍କ ଲଳନା ଶ୍ରୁତି ହାସନ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ...

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି

ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ...

ବଲିଉଡ୍‌ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ସବୁଠୁ ଅଧିକ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍‌ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ  ତାଙ୍କର ବ୍ରାଣ୍ଡ୍‌ ଭାଲ୍ୟୁ ୫୫.୩...

୬ ବର୍ଷ ରୋମାନ୍ସ୍‌ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା

ମୁମ୍ବାଇ,୫।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ...

Advertisement
Archives

Model This Week