ଫିଲ୍ମ ପାଇଁ ‘ନୋ-ଡେଟିଂ’ କଣ୍ଟ୍ରାକ୍ଟ

ମୁମ୍ବାଇ: ନିଧି ଅଗରୱାଲ ବର୍ତ୍ତମାନ ସାଉଥ୍‌ ଫିଲ୍ମର ଏକ ଲୋକପ୍ରିୟ ଚେହେରା। ଅଭିନେତ୍ରୀ ମୁନ୍ନା ମାଇକେଲରେ ଟାଇଗର ଶ୍ରଫଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ପାଇଁ ନିଧିଙ୍କ ସହ ନିର୍ମାତା ଏକ ଚୁକ୍ତି କରିଥିଲେ,ଯେଉଁଥିରେ ‘ନୋ-ଡେଟିଂ’ କ୍ଲଜ୍‌ ରଖାଯାଇଥିଲା। ତେବେ ନିଧିଙ୍କ ଭଳି ଟାଇଗରଙ୍କ ସହ ସେଭଳି କୌଣସି ଚୁକ୍ତି କରାଯାଇ ନ ଥିଲା। ନିଧି ଏବଂ ଟାଇଗରଙ୍କ ଫିଲ୍ମ ମୁନ୍ନା ମାଇକେଲଙ୍କ ରିଲିଜ୍‌ ହେବାର ୫ ବର୍ଷ ବତିସାରିଲାଣି। ଫିଲ୍ମର ଶୁଟିଂ ସମୟରେ ନୋ-ଡେଟିଂ କ୍ଲଜ୍‌କୁ ନେଇ ସେ କେଉଁଭଳି ଅନୁଭବ କରିଥିଲେ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ମୁନ୍ନା ମାଇକେଲଙ୍କ ଶୁଟିଂ ସମୟରେ ତାଙ୍କୁ ନୋ-ଡେଟିଂ ଚୁକ୍ତି କରିବାକୁ ପଡିବ ବୋଲି କୁହାଯାଇଥିଲା। ସେ ସେଥିରେ ମଧ୍ୟ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଳୀଳତାର ସୀମା ଟପିଲେ ଉର୍ଫି

ମୁମ୍ବାଇ: ଉର୍ଫି ଜାଭେଦଙ୍କ ଉପରେ ଅଶ୍ଳୀଳତା ସମ୍ବନ୍ଧୀୟ ଆଇନର କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ସେ ଏହାକୁ ଚିନ୍ତା ନ କରି ଗୋଟିଏ ପରେ ଗୋଟିଏ...

ଆମେରିକାରେ ରେକର୍ଡ ଭାଙ୍ଗିବ ‘ଜଓ୍ବାନ’

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ୨୦୨୩ ବର୍ଷ ତାଙ୍କ ଫିଲ୍ମ ‘ପଠାନ’ରୁ ଆରମ୍ଭ କରିଥିଲେ। ଶାହାରୁଖଙ୍କ ଏହି ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଛି। ଏବେ ଶାହାରୁଖଙ୍କ ‘ଜବାନ’...

ନିଜ ଝିଅକୁ ଭୟ କରନ୍ତି ଏହି ଲୋକପ୍ରିୟ ଅଭିନେତା, ଜାଣନ୍ତୁ କାହିଁକିି

ବଲିଉଡ ଅଭିନେତା ଚଙ୍କି ପାଣ୍ଡେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ତାଙ୍କ ପରି ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ନାଁ...

ପ୍ରିୟେ ତୁ ମୋ ସିଏ

ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ ଆସନ୍ତା ମାସରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲିଡ୍‌...

‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ...

ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର।...

ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର...

ଠିକ୍‌ ସମୟରେ ଠିକ୍‌ କଥା କହିବି: ବାବୁସାନ୍‌

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି।...

Advertisement
Archives

Model This Week