ପଥର ମୂର୍ତ୍ତିର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ, କାରଣ ଜାଣିଲେ…

ଗୋଟିଏ ପଥରର ଦାମ୍‌ ଯେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏକ ପୁରୁଣା ପଥର ଯାହାର ଆକୃତି ଆମେରିକୀୟ ଅଭିନେତ୍ରୀ, ମଡେଲ କିମ୍‌ କାର୍ଦଶିୟାନଙ୍କ ଶରୀର ସହ ମେଳ ଖାଉଛି। ଏହି ପଥରର ଦାମ୍‌ ୧ କୋଟି ୧୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ପଥର ପ୍ରାୟ ୨୫ ହଜାର ବର୍ଷ ତଳର। ବିଶେଷଜ୍ଞଙ୍କ ମତରେ ଏହି ପଥର ପ୍ରାଗ୍‌ ଐତିହାସିକ ଯୁଗର। ଆଉ ଏହା ପ୍ରଜନନର ପ୍ରତୀକ ମଧ୍ୟ। ଯାହାକି ଆମେରିକୀୟ ମଡେଲ କିମ୍‌ କାର୍ଦଶିୟାନଙ୍କ ଶରୀର ପରି ଦେଖାଯାଉଛି। ସୋମବାର ଏକ ବ୍ରିଟିଶ ପରିବାର ଏହି ପଥରକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମ କରିଥିଲେ। ପରେ ଏହା ୧ କୋଟି ୧୫ ଲକ୍ଷ ଟଙ୍କାରେ ଲଣ୍ଡନର ମେଫେୟାରରେ ବିକ୍ରି କରିଛନ୍ତି।

ଏକ ସାକ୍ଷାତକାରରେ ବ୍ରିଟେନର କ୍ରିସ୍‌ ବ୍ରେନ୍‌ କହିଛନ୍ତି, ଆମେ ୧୯୬୦ ପୂର୍ବରୁ ଏ ବିଷୟରେ କିଛି ଜାଣି ନ ଥିଲୁ। ଏହାକୁ ଆମ ପରିବାର ଲୋକ ପାଖରେ ରଖିଥିଲେ। ଏହାକୁ ଆମ ଘରର ଡିସ୍‌ପ୍ଲେ କ୍ୟାବିନେଟ୍‌ରେ ସଜାଇ ରଖିଥିଲୁ। କାରଣ ପରିବାର ଲୋକ ଜାଣିଥିଲେ ଏହା ଦୁର୍ଲଭ ଅଟେ।

ମାତ୍ର ଆମେ ଏହା ଜାଣି ନ ଥିଲୁ ଏତେ ଟଙ୍କାରେ ବିକ୍ରି ହେବ ବୋଲି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର ଭେନସ ଟାଇପ୍‌ ଫିଗର ରହିଛି। ଯାହା କାମୁକ ପରି। ଏହା ଦେଖିବା ପରେ ଲୋକେ କହିଛନ୍ତି, ପଥରଟି ସମ୍ପୂର୍ଣ୍ଣ କିମ୍‌ କାର୍ଦଶିୟାନଙ୍କ ଫିଗର ବା ଚେହେରା ପରି। ଏହି ପଥର ଉତ୍ତର ୟୁରୋପରେ ମିଳିଥାଏ। ଯାହାକୁ ମ୍ୟୁଜିୟମରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟ ଯୋଗୁ ରାଷ୍ଟ୍ରୀୟ ଦିବସ ପାଳନରେ ଖର୍ଚ୍ଚ କାଟ କଲା ପାକିସ୍ତାନ…

ଇସଲାମାବାଦ,୧୧।୩ : ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର ହେବାରେ ଲାଗିଛି। ସଙ୍କଟର ପ୍ରଭାବ ସେନା ଉପରେ ମଧ୍ୟ ଅନୁଭୁତ ହେବା ଆରମ୍ଭ କରିଛି। ପ୍ରତିବର୍ଷ ମାର୍ଚ୍ଚ...

‘ଆମ ଦେଶ ନର୍କ ଆଡ଼କୁ ଗତି କରୁଛି’

ଓ୍ବାଶିଂଟନ,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମ୍ୟାନହଟନ କୋର୍ଟରେ ପହଞ୍ଚି ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଚୁପ୍‌ ରହିବା ପାଇଁ ଗୁପ୍ତ ଭାବରେ ଅର୍ଥ ପ୍ରଦାନ...

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌...

ଭାରତର ଏହି ସହରରେ ୫୨ ସେକେଣ୍ଡ୍‌ ପାଇଁ ସବୁକିଛି ବନ୍ଦ ହୋଇଯାଏ, କାରଣ ଜାଣିଲେ…

ଦୁନିଆର ପ୍ରତ୍ୟେକ ଦେଶର ନିଜସ୍ବ ଜାତୀୟ ସଙ୍ଗୀତ ରହିଛି। ସେହିଭଳି ‘ଜନଗଣ ମନ’ ହେଉଛି ଆମ ଦେଶ ଭାରତର ଜାତୀୟ ସଙ୍ଗୀତ। ଯେତେବେଳେ ଜାତୀୟ ସଙ୍ଗୀତ...

ଏବେଠୁ ଚାଇନା ସତର୍କ

ଜାତିସଂଘ, ୨୫ା୯:ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ତୁରନ୍ତ ସଂସ୍କାର ଆଣିବା ଲାଗି ଜି-୪ ଗ୍ରୁପ ଯଥା ଭାରତ, ବ୍ରାଜିଲ, ଜାପାନ ଓ ଜର୍ମାନୀ ‘ଟେକ୍ସ୍‌ଟ ବେସ୍‌ଡ...

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…

ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି,...

ତାଲିବାନ୍‌କୁ ଆମେରିକାର ନାଲି ଆଖି, ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼…

କାବୁଲ୍‌,୩୦।୬: ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକାର ଶୀର୍ଷ କମାଣ୍ଡର ଅଷ୍ଟିନ୍‌ ସ୍କଟ୍‌ ମିଲର ତାଲିବାନ୍‌ ଆତଙ୍କବାଦୀ ସଂଗଠନକୁ ନାଲି ଆଖି ଦେଖାଇଛନ୍ତି। ଦେଶରେ ହିଂସା ବନ୍ଦ...

ବିବାହ କଲେ ମଲାଲା

ବର୍ମିଂହାମ,୧୦।୧୧:ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବର୍ମିଂହାମରେ ଏକ ଛୋଟ ସମାରୋହରେ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମଲାଲା...

Advertisement
Archives

Model This Week