Posted inଜାତୀୟ

୫ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ

ନୂଆଦିଲ୍ଲୀ,୨୦।୧: ୫ ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ। ୬ରୁ ୧୧ ବର୍ଷର ପିଲା ମାସ୍କ ପିନ୍ଧି ପାରନ୍ତି। କିନ୍ତୁ ଏହା ସେମାନଙ୍କର ସୁରକ୍ଷିତ ମାସ୍କ ବ୍ୟବହାରର ଦକ୍ଷତା ଉପରେ ନିର୍ଭର କରେ। ଏଣୁ ସେମାନେ ବାପା ମା’ଙ୍କ ତତ୍ତ୍ୱାବଧାନରେ ମାସ୍କ ପିନ୍ଧିପାରିବେ। ଯେଉଁମାନଙ୍କ ବୟସ ୧୨ କିମ୍ବା ତତୁର୍ଦ୍ଧ ସେମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନୂଆ ଗାଇଡ୍‌ ଲାଇନରେ କୁହାଯାଇଛି। କରୋନା ଭାଇରସ ଓମିକ୍ରନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବିଶେଷଜ୍ଞ କମିଟି ଗାଇଡ୍‌ଲାଇନ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ମହିଳାଙ୍କ ସହ ବୁଲିବାରୁ ଯୁବକଙ୍କୁ ଛୁରା ମାଡ଼

ବେଙ୍ଗାଲୁରୁ, ୨।୪ : ଅନ୍ୟ ଧର୍ମର ଯୁବତୀଙ୍କ ସହ ବସରେ ବୁଲିବାରୁ କର୍ନାଟକର ମାଙ୍ଗାଲୁରୁରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଗୁରୁବାର ରାତି ପ୍ରାୟ...

୧୧ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧: ଆସନ୍ତା ସପ୍ତାହଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକା ଦାନ ବ୍ୟବସ୍ଥା। ଏହା ପୂର୍ବରୁ ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ସମସ୍ତ...

ରୋବୋ ମାଧ୍ୟମରେ ଆରମ୍ଭ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ

କୋଚି,୧୩।୩: କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆରମ୍ଭ କରାଯାଇଛି ଷ୍ଟାର୍ଟ ଅପ୍‌ ମିଶନ। କେରଳର କୋଚିରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୨ଟି...

ରାସ୍ତା ମଝିରେ ଭୋ-ଭୋ ହୋଇ କାନ୍ଦିଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୧।୧୦: ଉତ୍ତର ପ୍ରଦେଶର ଘୋସି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ଗାଡିକୁ...

ରାମମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବ ଶହେ କୋଟି

ନୂଆଦିଲ୍ଲୀ,୧୦।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏବେ ମନ୍ଦିର ନିର୍ମାଣ ନେଇ ଯୋଜନା ଆରମ୍ଭ ହୋଇଛି। ୧୨୮ଫୁଟ ଉଚ୍ଚା ମନ୍ଦିର ନିର୍ମାଣରେ...

ଫାଶୀରେ ୯ ବର୍ଷୀୟଙ୍କ ମୃତ୍ୟୁ

ଲକ୍ଷ୍ନୌ, ୧ା୮: ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୯ ବର୍ଷର ବାଳକ।...

ସୁସ୍ଥ ହେଲେ ଜଣେ କରୋନା ଆକ୍ରାନ୍ତ, ଅନ୍ୟ ଜଣଙ୍କୁ ମିଳିଲା ହସ୍ପିଟାଲରୁ ଛୁଟି

ଗୁଆହାଟୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବ୍ୟସ୍ଥତା ମଧ୍ୟରେ ବେଳେବେଳେ ହସ୍ପିଟାଲ ପକ୍ଷରୁ କେତେକ ଭୁଲ ଭଟକା ମଧ୍ୟ ହୋଇ...

ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ...

Advertisement
Archives

Model This Week