Home Left

୨୬ ଜିଲା ପରିଷଦ ଆସନ ପାଇଁ ୯୮ ନାମାଙ୍କନ

ଭଞ୍ଜନଗର,୨୧ା୧(ଡି.ଏନ୍‌.ଏ.): ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଜିଲା ପରିଷଦ ଜୋନ ପାଇଁ ମୋଟ ୪୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ୨୬ଟି ଜିଲା ପରିଷଦ ଜୋନ ପାଇଁ ବିଭିନ୍ନ ଦଳରୁ…

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କୋଟଗଡ ଥାନା ଅଞ୍ଚଳର ମୁକୁନ୍ଦ ମଲ୍ଲିକଙ୍କୁ ୧୦ ବର୍ଷ ସଶ୍ରମ…

ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ

ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ନାମ ରହିଛି । ଭାଜପା ରାଷ୍ଟ୍ରୀୟ ମହାସଚିବ ତରୁଣ…

ପ୍ରିୟଙ୍କା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା

ନୂଆଦିଲ୍ଲୀ,୨୧।୧: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଶୁକ୍ରବାର ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଯୁବବର୍ଗଙ୍କ ପାଇଁ ’ଭାରତୀ ବିଧାନ’ ନାମକ…

ଟିକେଟ୍‌ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍‌ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ଜୋନ(ଖ) ପାଇଁ ଗୁରୁବାର ଟିକଟ ଦିଆଯାଇଥିଲା। ହେଲେ ଭୋଟର ତାଲିକାରେ…

କଂଗ୍ରେସରେ ସାମିଲ ହେଲେ ହରକ ସିଂ ରାୱତ

ଡେରାଡୁନ,୨୧ ।୧: ଉତ୍ତରାଖଣ୍ଡର ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହରକ ସିଂ ରାୱତ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାପରେ ସେ ହରିଶ ରାୱତଙ୍କ ସହ ସାକ୍ଷାତ୍ କରିଛନ୍ତି । ହରକ ସିଂ ରାୱତ ୧୫ ଜିଆର୍‌ପିର କଂଗ୍ରେସ…

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ : ଚାକିରିରୁ ତଡ଼ାଖାଇଲେ ଜିଆରଏସ୍‌

ଚାନ୍ଦବାଲି,୨୧।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତର ଜିଆରଏସ୍‌ ପୁରୁଷୋତ୍ତମ ବାରିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ଗୁରୁବାର ଚାକିରିରୁ ଅନ୍ତର(ଡିସ୍‌ଏନ୍‌ଗେଜ୍‌ଡ) କରାଯାଇଛି। ଉକ୍ତ ପଞ୍ଚାୟତର ପିଇଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି…

୧୦୦ କୋଟିର ଘର, ପ୍ରାଇଭେଟ୍‌ ଜେଟ୍‌ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ। ପରେ ‘ଆର଼୍ୟା’ ଫିଲ୍ମରୁ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ସେବେଠାରୁ ଗୋଟିଏ ପରେ ଗୋଟିଏ…

ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଦାଖଲ କଲେ ନାମାଙ୍କନପତ୍ର

ନବରଙ୍ଗପୁର,୨୧।୧(ବି.ପ୍ର.): ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଲେ ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା। ରତିକାନ୍ତ ସଫ୍ଟୱେର ଇଞ୍ଜିନିୟର ଭାବେ କାନାଡ଼ାର ବିଭିନ୍ନ ନାମୀ କମ୍ପାନୀରେ ଚାକିରୀ କରୁଥିଲେ। ବର୍ତ୍ତମାନ…

ଟିକାକରଣରେ ବିଏମ୍‌ସିର ରେକର୍ଡ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟିକାକରଣରେ ରେକର୍ଡ କରିଛି। ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡୋଜ ନେଇଥିବା…

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌ ରାହୁଲଙ୍କ…

ପରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ପାଣିମୋରା ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?