ଦେଖିଲେ ଚିହ୍ନି ହେଉନି

ବମ୍ବେ: ପ୍ରତ୍ୟେକ ଚରିତ୍ରରେ ନିଜକୁ ଢ଼ାଳିବା ଲାଗି କଳାକାରଟିଏ ବହୁତ ପରିଶ୍ରମ କରିଥାଏ। ସେଭଳି ଜଣେ ଅଭିନେତା ହେଲେ ବଲିଉଡ୍‌ରେ ‘ସିରିଏଲ୍‌ କିସର୍‌’ ଭାବେ ପରିଚିତ ଇମ୍ରାନ ହାସମୀ। ଏବେ ସେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଟାଇଗର ୩’ପାଇଁ ବ୍ୟସ୍ତ। ସିନେମାକୁ ନେଇ ସେ ନିଜକୁ ବଦଳାଇ ସାରିଲେଣି। ଫିଟ୍‌ ଚେହେରା ଲାଗି ଘଣ୍ଟା ଘଣ୍ଟା ସେ ଜିମ୍‌ରେ ଝାଳ ବୁହାଉଛନ୍ତି।

ନିକଟରେ ଇମ୍ରାନଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। କଳା ଜିନ୍ସ ଏବଂ ଟି ଶର୍ଟରେ ସେ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ। ଏହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଅଭିନେତାଙ୍କ ପୁରାପୁରି ପିଟ୍‌ ଚେହେରାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। କେହି କେହି ସେ ପୁରାପୁରି ଅଲଗା ଲାଗୁଛନ୍ତି ବୋଲି କହୁଥିବା ବେଳେ ଆଉ କିଏ ଚିହ୍ନି ହେଉନାହିଁ ବୋଲି ପ୍ରତିକ୍ରିୟା ଦେଉଛନ୍ତି।

ପ୍ରଥମେ ସଲମାନଙ୍କ ସହ ଟାଇଗର ୩ରେ ଶାହାରୁଖ ଖାନ୍‌ ନଜର ଆସିବେ ବୋଲି କୁହାଯାଉଥିଲା। ହେଲେ ପରେ ଜଣାପଡ଼ିଥିଲା ତାହା ଗୁଜବ। ତାଙ୍କ ବଦଳରେ ଇମ୍ରାନ ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି।...

ଅଭିଷେକ ଶେୟାର କଲେ ଫିଲ୍ମ‘ବବ୍‌ ବିଶ୍ୱାସ’ର ଝଲକ

ବମ୍ବେ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ଅଭିଷେକ ଦବଦବା ସେତେଟା ଜଣାପଡେନାହିଁ। ଅନେକ ତାଙ୍କ ଅଭିନୟ ପ୍ରଭାବିତ କରୁ ନ ଥିବା...

ସମ୍ପୂର୍ଣ୍ଣ ନୂଆ ଚରିତ୍ର ସହ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍‌ କିଛିଦିନ ହେବ ବଡ ପରଦାରେ ଦେଖାଯାଉ ନାହାନ୍ତି କହିଲେ ଚଳେ। ଏବେ କିନ୍ତୁ ସେ ସମ୍ପୁର୍ଣ୍ଣ...

ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ

ମୁମ୍ବାଇ,୨୫ ।୭: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ...

ମଲାଇକାଙ୍କ ସହ ବ୍ରେକ୍‌ଅପ୍‌, ସପ୍ତମ ପ୍ରେମିକା କୁଶାଙ୍କ ପ୍ରେମରେ ଅର୍ଜୁନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର। ଦୀର୍ଘଦିନ ଧରି ସେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ବିବାହ କରିପାରନ୍ତି...

ସୈଫ୍‌ଙ୍କୁ କିଡ୍‌ନାପ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କହିଛନ୍ତି କରୀନା ବି ଜାଣନ୍ତି ମୁଁ ତାଙ୍କ ସ୍ବାମୀଙ୍କୁ କେତେ ପସନ୍ଦ କରେ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଥର ଏହା ସ୍ପଷ୍ଟ କରିଛନ୍ତି ଯେ, ସୈଫ ଅଲ୍ଲୀ ଖାନ ତାଙ୍କର କ୍ରସ। ଯଦି ତାଙ୍କୁ ସୁଯୋଗ ମିଳେ...

ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍‌...

ରାତି ୨ଟା ୩୦ରେ ଏହି ଅଭିନେତ୍ରୀଙ୍କୁ ଆସିଥିଲା ପ୍ରେମିକଙ୍କ ପ୍ରଥମ ମେସେଜ, ଲେଖାଥିଲା…

ଅଭିନେତ୍ରୀ ସୋନମ କପୁର ୨୦୧୮ରେ ଶିଳ୍ପପତି ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀ ବେଶ୍‌ ରୋମାଞ୍ଚକର। ଆନନ୍ଦ ତାଙ୍କ ସାଙ୍ଗପାଇଁ ସୋନମଙ୍କୁ ବାଛିଥିବା...

Advertisement
Archives

Model This Week