ସ୍ତ୍ରୀଙ୍କ ସହ ମଦ ପିଇବା ପୂର୍ବରୁ ମା’ଙ୍କ ଅନୁମତି ନେଇଥିଲେ ଗୋବିନ୍ଦା, ଶୁଣିବାକୁ ମିଳିଥିଲା ଏମିତି

ବଲିଉଡ ଅଭିନେତା ଗୋବିନ୍ଦା ଏକ ବଡ଼ ଖୁଲାସା କରିଛନ୍ତି। ସେ ସିମି ଗାରେୱାଲଙ୍କ ଚାଟ ଶୋ’ରେ ବଡ଼ ସୂଚନା ଦେଇଥିଲେ। ବହୁ ବର୍ଷ ପୂର୍ବେ ଗୋବିନ୍ଦା ଏବଂ ସ୍ତ୍ରୀ ସୁନୀତା ସିମି ଗାରେୱାଲଙ୍କ ସହ ଚାଟ ଶୋ’ରେ ନଜର ଆସିଥିଲେ। ସେ ସେଠାରେ ପ୍ରକାଶ କରିଥିଲେ ଯେ ଦୀର୍ଘ ସମୟ ପରେ ଥରେ, ସେମାନେ ଏକ ରୋମାଣ୍ଟିକ ଡେଟ ପାଇଁ ବାହାରକୁ ଯାଇଥିଲେ। ସେ ତାଜ୍‌ ହୋଟେଲରେ ଭୋଜନ କରିବା ସମୟରେ ଭାବପ୍ରବଣ ହୋଇଥିଲେ, କାରଣ ସେହି ହୋଟେଲରେ ଜଣେ ଷ୍ଟିୱାର୍ଡ ଚାକିରି ପାଇଁ ତାଙ୍କୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେ କହିଥିଲେ ଯେ ସୁନୀତାଙ୍କ ସହ ସେ ରାତ୍ରି ଭୋଜନ କରିଥିଲେ, ସ୍ତ୍ରୀ କିଛି ନୂଆ କରିବାକୁ କହିବା ପରେ ସେମାନେ ଗୋଟେ ପ୍ୟାକ୍‌ ନେଇଥିଲେ ହେଲେ ତାହା ପୂର୍ବରୁ ମା’ଙ୍କୁ ଫୋନ୍‌ କରିଥିଲେ । ମଦ ପିଇବି କି ନାହିଁ ପଚାରିଥିଲେ । ହେଲେ ତାଙ୍କ ମା’ କହିଥିଲେ ‘ତୁମେ ଆଜି ପିଇବ କି? ଅଭ୍ୟାସ ବହୁତ ଖରାପ ଅଟେ । ତୁମକୁ ଏନ୍‌ଜୟ କରିବାକୁ ଅଛି, ତୁମେ ଏନ୍‌ଜୟ କର’।

 


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। କିଛି ଅଭିନେତ୍ରୀ ଦ୍ୱିତୀୟ ବିବାହ ମଧ୍ୟ କରିସାରିଛନ୍ତି। ମାତ୍ର ଅଭିନେତ୍ରୀ କରିସ୍ମା କପୁର...

କିଏ କାହାକୁ ପ୍ରଥମେ କରିଥିଲେ ପ୍ରପୋଜ୍‌-କାଟ୍ରିନା ନା ଭିକି

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କୁହାଯାଉଛି ଉଭୟ ଡିସେମ୍ବର ୯ରେ ରାଜସ୍ଥାନରେ ସାତ...

ଏହି ଅଭିନେତ୍ରୀଙ୍କ ଓ୍ବାର୍କଆଉଟ୍‌ ଭିଡିଓ ଭାଇରାଲ

ମୁମ୍ବାଇ: ପଶ୍ଚିମବଙ୍ଗର ଟିଏମ୍‌ସି ନେତ୍ରୀ ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସ୍‌ରତ ଜାହାଁ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।...

ଶାହରୁଖଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି

ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ କୋଟି କୋଟି ଟଙ୍କା ସମ୍ପତ୍ତି ମାଲିକ। ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।...

ହାଜର ନ ହେଲେ ଜେଲ

ମୁମ୍ବାଇ, ୨୮ା୭ : ସଙ୍ଗୀତକାର ଜାଭେଦ ଅଖତରଙ୍କ ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଅନ୍ଧେରି ମେଟ୍ରୋପଲିଟାନ କୋର୍ଟ ଚେତାବନୀ ଦେଇଛନ୍ତି। ଆସନ୍ତା ଶୁଣାଣିରେ ହାଜର...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ,...

କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ, ଶାହରୁଖ ମଧ୍ୟରେ ଲାଗିଥିଲା ବିବାଦ

ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଏକଦା ସେମାନଙ୍କୁ ଭଲ ବନ୍ଧୁ କୁହାଯାଉଥିବା ବେଳେ ପରେ କୌଣସି କାରଣ...

ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ

ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର...

Advertisement
Archives

Model This Week