ସ୍ତ୍ରୀଙ୍କ ସହ ମଦ ପିଇବା ପୂର୍ବରୁ ମା’ଙ୍କ ଅନୁମତି ନେଇଥିଲେ ଗୋବିନ୍ଦା, ଶୁଣିବାକୁ ମିଳିଥିଲା ଏମିତି

ବଲିଉଡ ଅଭିନେତା ଗୋବିନ୍ଦା ଏକ ବଡ଼ ଖୁଲାସା କରିଛନ୍ତି। ସେ ସିମି ଗାରେୱାଲଙ୍କ ଚାଟ ଶୋ’ରେ ବଡ଼ ସୂଚନା ଦେଇଥିଲେ। ବହୁ ବର୍ଷ ପୂର୍ବେ ଗୋବିନ୍ଦା ଏବଂ ସ୍ତ୍ରୀ ସୁନୀତା ସିମି ଗାରେୱାଲଙ୍କ ସହ ଚାଟ ଶୋ’ରେ ନଜର ଆସିଥିଲେ। ସେ ସେଠାରେ ପ୍ରକାଶ କରିଥିଲେ ଯେ ଦୀର୍ଘ ସମୟ ପରେ ଥରେ, ସେମାନେ ଏକ ରୋମାଣ୍ଟିକ ଡେଟ ପାଇଁ ବାହାରକୁ ଯାଇଥିଲେ। ସେ ତାଜ୍‌ ହୋଟେଲରେ ଭୋଜନ କରିବା ସମୟରେ ଭାବପ୍ରବଣ ହୋଇଥିଲେ, କାରଣ ସେହି ହୋଟେଲରେ ଜଣେ ଷ୍ଟିୱାର୍ଡ ଚାକିରି ପାଇଁ ତାଙ୍କୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେ କହିଥିଲେ ଯେ ସୁନୀତାଙ୍କ ସହ ସେ ରାତ୍ରି ଭୋଜନ କରିଥିଲେ, ସ୍ତ୍ରୀ କିଛି ନୂଆ କରିବାକୁ କହିବା ପରେ ସେମାନେ ଗୋଟେ ପ୍ୟାକ୍‌ ନେଇଥିଲେ ହେଲେ ତାହା ପୂର୍ବରୁ ମା’ଙ୍କୁ ଫୋନ୍‌ କରିଥିଲେ । ମଦ ପିଇବି କି ନାହିଁ ପଚାରିଥିଲେ । ହେଲେ ତାଙ୍କ ମା’ କହିଥିଲେ ‘ତୁମେ ଆଜି ପିଇବ କି? ଅଭ୍ୟାସ ବହୁତ ଖରାପ ଅଟେ । ତୁମକୁ ଏନ୍‌ଜୟ କରିବାକୁ ଅଛି, ତୁମେ ଏନ୍‌ଜୟ କର’।

 


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ।...

ଏମିତି ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର- ରୋହନପ୍ରୀତ୍‌ଙ୍କ ବିବାହକୁ ବର୍ଷେ ପୂରିଛି। ଅକ୍ଟୋବର ୨୪ରେ ନେହା ଏବଂ ରୋହନପ୍ରୀତ୍‌ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ...

ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ...

ଅନୁପମାଙ୍କ ଜୀବନକୁ ଫେରିବେ ପୁରୁଣା ପ୍ରେମିକ

ବମ୍ବେ: ଟେଲିପରଦାର ଅନେକ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ପାରିବାରିକ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଧାରାବାହିକର ପ୍ରଶଂସକ ବେଶ ଅଧିକ। ପ୍ରାୟ ପ୍ରତିଦିନ...

ଆଙ୍କରିଂ ଯାହାର ନିଶା

ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ...

ଏହି ଅଭିନେତ୍ରୀଙ୍କୁ ଡାକ୍ତର, ଟେଲର କରିଥିଲେ ଅସଦାଚରଣ: କେବଳ ଏହି କାରଣ ପାଇଁ ଲୁଚାଇଥିଲେ ମା’ଙ୍କୁ

ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତା ଛୋଟ ଥିଲା ବେଳେ ନିର୍ଯାତନାର ଶିକାର ହୋଇଥିଲେ। ତେବେ ସେ ଏହି ଘଟଣା ତାଙ୍କ ମା’ଙ୍କୁ ଲୁଚାଇଥିଲେ। ଅଭିନେତ୍ରୀ ତାଙ୍କ...

ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା...

ଫେରୁଛି ‘ବିଗ୍‌ବସ୍‌’: ଚତୁର୍ଦ୍ଦଶ ସଂସ୍କରଣରେ ନଜର ଆସିବେ ଏସବୁ ଲୋକପ୍ରିୟ ଅଭିନେତ୍ରୀ; ଦେଖନ୍ତୁ ତାଲିକା..

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଶୋ’ ‘ବିଗ୍‌ବସ୍‌’। ଚତୁର୍ଦ୍ଦଶ ସଂସ୍କରଣରେ କେଉଁ ପ୍ରତିଯୋଗୀ ଭାଗନେବେ ତାହା ସ୍ଥିର ହୋଇସାରିଲାଣି। କେବଳ ପ୍ରିମିୟରକୁ ଅପେକ୍ଷା।...

Advertisement
Archives

Model This Week