ପ୍ରାର୍ଥିପତ୍ର ନାକଚ ପରେ ଗର୍ଭବତୀ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଧାରଣା

ଉମରକୋଟ,୨୩।୧(ସ୍ବ.ପ୍ର.): ଜାତି ପ୍ରମାଣପତ୍ର ଇନ୍‌ଭାଲିଡ ଥିବା ଦର୍ଶାଇ ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରିଥିଲେ । ପ୍ରାର୍ଥିପତ୍ର ନାକଚ ପରେ ବ୍ଲକ କାର୍ଯ୍ୟାଳୟର ପାହାଚରେ ଧାରଣା ଦେଇଛନ୍ତି ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ନମିତା ସାଗରିଆ । ଏଥିସହ ବିରୋଧୀଙ୍କ ସହ ମିଶି ବ୍ଲକ ନିର୍ବାଚନ ଅଧିକାରୀ ତାଙ୍କର ପ୍ରାର୍ଥିପତ୍ରକୁ ନାକଚ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ଅନ୍ୟପଟେ ସେ ୩ ମାସର ଗର୍ଭବତୀ ରହିଥିବା ବେଳେ ତାଙ୍କର ଯଦି କିଛି ଅସୁବିଧା ହୁଏ ତାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ।
ନମିତା କହିଛନ୍ତି, ସେ ଗତ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏଥିପାଇଁ ଆବଶ୍ୟକ ସମସ୍ତ ତଥ୍ୟ ଓ କାଗଜପତ୍ର ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଏପରିକି ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲଦାର ଦେଇଥିବା ଜାତି ପ୍ରମାଣପତ୍ର ବି ଦାଖଲ କରିଥିଲେ। କିନ୍ତୁ ବ୍ଲକ ନିର୍ବାଚନ ଅଧିକାରୀ ଉକ୍ତ ଜାତି ପ୍ରମାଣପତ୍ରକୁ ଇନ୍‌ଭାଲିଡ କହି ପ୍ରାର୍ଥିପତ୍ର ନାକଚ କରି ଦେଇଥିଲେ। ତେନ୍ତୁଳିଖୁଣ୍ଟି ବିଡିଓ ଓ ତହସିଲଦାର ବିରୋଧୀଙ୍କ ସହ ମିଶି ତାଙ୍କ ବିରୋଧରେ ଚକ୍ରାନ୍ତ କରି ପ୍ରାର୍ଥିପତ୍ର ନାକଚ କରିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ...

୩୧ ଯାଏ କେବଳ ଜରୁରୀ ମାମଲାର ଶୁଣାଣି

କଟକ ଅଫିସ,୪ା୭: କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଜାରି କରିଛନ୍ତି। ଏହା ଜୁଲାଇ ୩୧ ପର୍ଯ୍ୟନ୍ତ ରହିବା ସହ ଏହି ସମୟରେ ଅନେକ ପ୍ରକାର...

ବଜ୍ରପାତରେ ଭରତପୁର ଖଣି କର୍ମଚାରୀଙ୍କ ଜୀବନଗଲା

ତାଳଚେର,୨୯।୯(ନି.ପ୍ର.) : ଅନୁଗୋଳ ଜିଲା ତାଳଚେର ବ୍ଲକର ଭରତପୁର କୋଇଲା ଖଣିର ଜଣେ କର୍ମଚାରୀଙ୍କ ରବିବାର ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖଣି...

ସାମାଜିକ ଦୂରତ୍ୱ ପାଳନର ଚମତ୍କାର ଚିତ୍ର ଦେଉଛି ଗାଁ

ପାପଡ଼ାହାଣ୍ଡି,୫।୪(ଡି.ଏନ୍.ଏ.): କରୋନାକୁ ନେଇ ଗାଁଠୁ ସହର ସବୁଠି ସଚେତନତା ଜାରି ରଖିଛି ପୋଲିସ ଓ ପ୍ରଶାସନ। ସହରରେ ସମସ୍ତେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ କେତେକ ବ୍ୟକ୍ତି...

ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର...

ଧାନଜମିରେ କୁମ୍ଭୀର ଦେଖି ଚାଷୀ ଛାନିଆ

ଦିଗପହଣ୍ଡି,୧୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗ୍ରାମର ସିମାଞ୍ଚଳ ପାଣିଗ୍ରାହୀଙ୍କ ଧାନଜମିରୁ ଶନିବାର ଅପରାହ୍ନରେ ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ...

ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ

ବାରିପଦା ଅଫିସ,୨୭।୭ – ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଶତାଧିକ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟକୁ ସାଇନ୍‌-ଏ-ଡାଏ ଘୋଷଣା...

ଆଦର୍ଶ ବିଦ୍ୟାଳୟର ୨ କର୍ମଚାରୀ ହାତାହାତି: ସୋସିଆଲ ମିଡିଆରେ ଭାଇରାଲ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ...

Advertisement
Archives

Model This Week