ବାପା ହେବେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡର ଗାୟକ ତଥା ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଖୁବଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି । ସୋମବାର ଆଦିତ୍ୟ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏଥିରେ ଆଦିତ୍ୟ ଏକ ଖୁସିର ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଶ୍ୱେତା ତାଙ୍କ ବେବି ବମ୍ପକୁ ହଗ୍ କରୁଥିବା ନଜର ଆସିଛି ।ଆଦିତ୍ୟ ଲେଖିଛନ୍ତି ମୁଁ ଓ ଶ୍ୱେତା ଖୁବଶୀଘ୍ର ଆମ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛୁ । ଆଉ କ୍ୟାପଶନରେ ଲେଖିଛନ୍ତି ହ୍ୟାସଟ୍ୟାଗ ବେବି ଅନ ଦ ୱେ । ଆଦିତ୍ୟ ଏଡି ସୂଚନା ଦେବା ପରେ ମନୋରଞ୍ଜନ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ଗାୟିକା ନେହା କକ୍କର ଆଦିତ୍ୟ ଓ ଶ୍ୱେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଲେଖିଛନ୍ତି ହ୍ୱାଟ ଏ ୱାଣ୍ଡରଫୁଲ ନ୍ୟୁଜ । ସୂଚନାଯୋଗ୍ୟ, ଆଦିତ୍ୟ ଓ ଶ୍ୱେତା ତାଙ୍କ ପ୍ରଥମ ମୁଭି ‘ଶାପିତ’ର ସେଟ୍‌ରେ ଉଭୟଙ୍କୁ ଭେଟିଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ ଆଉ ୨୦୨୦ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଉତ୍ସବରେ ଗୀତ ଗାଇବାକୁ ମନା କରୁଥିଲେ କେକେ

ମୁମ୍ବାଇ,୧ ।୬: ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା । ଅନେକ ସୁପରହିଟ ଗୀତ ଭେଟିଦେଇଥିବା ଗାୟକ କୃଷ୍ଣ କୁମାର କୁନ୍ନଥଙ୍କ ଆକଷ୍ମିକ ବିୟୋଗ ସମସ୍ତଙ୍କୁ...

ପ୍ରଶଂସକଙ୍କୁ ସଲମାନ କହିଲେ ମୁଁ ଘରେ ନାହିଁ, ମୋ’ ଘର ସାମ୍ନାରେ ଭିଡ଼ କରିବେନି; କାରଣ…

ମୁମ୍ବାଇ,୨୬ା୧୨: ଆସନ୍ତାକାଲି ଅର୍ଥାତ୍‌ ରବିବାର ଦବଙ୍ଗ ଖାନ୍‌ ସଲମାନ ଖାଁଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଡିସେମ୍ବର ୨୭ରେ ସଲୁ ତାଙ୍କର ୫୫ତମ ଜନ୍ମଦିବସ...

ଟେନସନ୍‌ ଅନ୍ତରାଳେ..

ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର।...

ସବୁଠାରୁ ଧନୀ ହିମେଶ କେବେ ହେବାକୁ ଚାହୁଁ ନ ଥିଲେ ଗାୟକ, କେବଳ ଏହି କାରଣ ପାଇଁ…

ବଲିଉଡ୍‌ ଗାୟକ ହିମେଶ ରେଶମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ହେଲେ ଦିନ ଥିଲା ହିମେଶ କେବେ ବି ଗାୟକ ହେବାକୁ ଚାହୁଁ ନ ଥିଲେ।...

ବିପାଶାଙ୍କ ପୂର୍ବରୁ ଦୁଇଦୁଇ ଜଣଙ୍କୁ ବିବାହ କରିଥିଲେ କରଣ, ଖୁବ୍‌ ଅଳ୍ପ ଦିନରେ…

ଅଭିନେତା କରଣ ସିଂ ଗ୍ରୋଭରଙ୍କ ଆଜି ଜନ୍ମଦିନ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଜି...

ଝୁଲନ୍‌ଙ୍କ ବାୟୋପିକ୍‌ ସହ ବଡ଼ ପରଦାକୁ ଫେରୁଛନ୍ତି ଅନୁଷ୍କା

ବମ୍ବେ: ଦୀର୍ଘଦିନର ବ୍ରେକ୍‌ ପରେ ବଡ଼ ପରଦାକୁ ଫେରିବାକୁ ସଜ ହେଲେଣି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଖୁବ୍‌ଶୀଘ୍ର ବିଶ୍ୱ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ...

ଆୟୁଷ୍ମାନଙ୍କ ମୁହଁରେ ଲାଗିଥିବା କେକ୍‌କୁ ଏମିତି ସଫାକଲେ ତାହିରା କଶ୍ୟପ

ମୁମ୍ବାଇ: ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନା ସୋମବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ଏକ ଫଟୋ ଏବେ...

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ...

Advertisement
Archives

Model This Week