Home Left

ସୋସିଆଲ ମିଡିଆରେ ଯୁବକଙ୍କ ବ୍ରେନ୍ ୱାଶ କରୁଛି ଆଇଏସ୍‌, ଚେତାବନୀ ଦେଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୮ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଏବେ ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ଭାରତ ଉପରେ ପଡିବାକୁ ଯାଉଥିବା କୁହାଗଲାଣି । ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ବି ତାଲିବାନକୁ ଦେଖି ପୁଣିଥରେ ସକ୍ରିୟ ହେବା ମୁଡରେ ରହିଲେଣି ।…

କେନ୍ଦ୍ରମନ୍ତ୍ରୀଙ୍କୁ ଭବିଷ୍ୟତର ବନ୍ଧୁ କହିଲେ ଉଦ୍ଧବ

ମୁମ୍ବାଇ,୧୮।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ ଭବିଷ୍ୟତର ବନ୍ଧୁ କହି ରାଜନୈତିକ ବଜାରରେ ହଟଚମଟ ସୃଷ୍ଟି କରିଛନ୍ତି। ଔରଙ୍ଗବାଦରେ ଏକ କାର୍ଯ୍ୟକ୍ରମକୁ…

ଆତଙ୍କବାଦୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ: କ୍ଷମା ମାଗିଲେ ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ,୧୮ ।୯: କାବୁଲ ବିମାନ ବନ୍ଦରରେ ଗତ ମାସରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣ ଫଳରେ ସାଧାରଣ ଜନତାଙ୍କ ସମେତ ୧୨ରୁ ଅଧିକ ଆମେରିକା ସେନାଙ୍କର ବି ମୃତ୍ୟୁ ହୋଇଥିଲା । ପରେ ଏହାର…

ଆତଙ୍କବାଦୀ ଆକ୍ରମଣ ଯୋଜନା: ପ୍ରୟାଗରାଜରୁ ଗିରଫ ହେଲେ ଓସାମାଙ୍କ ଚାଚା

ନୂଆଦିଲ୍ଲୀ,୧୮ ।୯: ଦେଶରେ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ ପୋଲିସ ହୁମୈଦ ଉର ରହମାନଙ୍କୁ ଖୋଜୁଥିଲା । ଶେଷରେ ଶୁକ୍ରବାର ତାଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଗିରଫ କରିଛି । ପ୍ରୟାଗରାଜ ପୋଲିସ ହୁମୈଦଙ୍କୁ ଗିରଫ କରିଛି…

ରୋହିତ୍‌ ଶର୍ମା ଅଧିନାୟକ ହେଲେ, ଉପଅଧିନାୟକ ହେବେ କିଏ: ରେସ୍‌ରେ ୩ ଜଣ

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଛନ୍ତି। ବିରାଟ କୋହଲି ଟି -୨୦ ବିଶ୍ୱକପ ୨୦୨୧ ପରେ ଅଧିନାୟକତ୍ୱ ଛାଡିବେ। ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦୌଡ଼ରେ ଆଗରେ…

‘ଆଇସିସି ବୈଠକରେ ନ୍ୟୁଜିଲାଣ୍ଡ ସହ କଥା ହେବୁ’

କରାଚୀ,୧୮।୯: ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ପୂରା ଗସ୍ତ ବାତିଲ କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଏ ପ୍ରସଙ୍ଗ ଉଠାଯିବ…

‘ପାକିସ୍ତାନ କ୍ରିକେଟକୁ ହତ୍ୟା କରିଛି ନ୍ୟୁଜିଲାଣ୍ଡ’

ରାଓ୍ବଲପିଣ୍ଡି,୧୭।୯: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ସୁରକ୍ଷାଗତ କାରଣ ଦର୍ଶାଇ ସମ୍ପୂର୍ଣ୍ଣ ଗସ୍ତରୁ ଓହରି ଯାଇଛି ନ୍ୟୁଜିଲାଣ୍ଡ ଦଳ। ଫଳରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ଚଲାଇଥିବା ପ୍ରୟାସକୁ ଲାଗିଛି ଶକ୍ତ ଧକ୍କା। ୨୦୦୩…

ଲଗାଣ ବର୍ଷା: ୨୫ ଗାଁ ପାଣିଘେରରେ

ଆରଡ଼ି,୧୭।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଆଦି ପଞ୍ଚାୟତର ୨୫ ଗାଁ ପ୍ରଭାବିତ ହୋଇଛି। ଓଳଗ ପଞ୍ଚାୟତର…

ମୋଦିଙ୍କୁ ଉପହାର ଦେଲେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୭।୯: ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଓଡ଼ିଶାର ଚିତ୍ରଶିଳ୍ପୀ ପ୍ରିୟଙ୍କା ଭେଟି ଦେଇଛନ୍ତି ଏକ ନିଆରା ଉପହାର। ସେ ୮ ଫୁଟ ଉଚ୍ଚତା ଓ ୪ ଫୁଟ୍‌ ଓସାରରେ ମୋଦିଙ୍କର ଏକ ଚିତ୍ର ଆଙ୍କିଛନ୍ତି। ସେହି ଚିତ୍ରରେ ସେ…

ନିଶା ଖାଇ ହଇରାଣ କରୁଥିଲେ, ମାରିକି ପୋତିଦେଲେ ବାପା

ଫୁଲବାଣୀ ଅଫିସ,/ବାଲିଗୁଡ଼ା(ଡି.ଏନ୍‌.ଏ.)୧୭।୯: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟିଛି। ଗୁରୁବାର ରେବିଙ୍ଗିଆ ଗ୍ରାମର ବ୍ୟବସାୟୀ ନବଘନ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ତାଙ୍କ ପଡ଼ୋଶୀ ଭୀମ ବେହେରାଙ୍କୁ ଶୁକ୍ରବାର ଗିରଫ କରାଯାଇଛି।…

ମହାକାଶରୁ ୯୦ ଦିନ ପରେ ଫେରିଲେ

ବେଜିଂ,୧୭।୯: ଦୀର୍ଘ ୯୦ ଦିନ ଧରି ଚାଇନାର ପ୍ରଥମ ସ୍ପେସ୍‌ ଷ୍ଟେଶନରେ ରହିବା ପରେ ପୃଥ୍‌ବୀ ପୃଷ୍ଠକୁ ଫେରିଛି ୩ ଜଣିଆ ଚାଇନିଜ ମହାକାଶଚାରୀ ଦଳ। ଏହା ଚାଇନାର ଦୀର୍ଘତମ ମିଶନ। ନି ହେସେଙ୍ଗ, ଲିୟୁ ବମିଙ୍ଗ ଓ ଟାଙ୍ଗ ହଙ୍ଗବୋ…

ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର ମରାମତି, ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ୨୬/୦୮/୨୦୧୯ ରେ ବିଦ୍ୟାଳୟ ପରିଚାଳନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri