Home Left

ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ ଜରୁରୀ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିି ନେଇ ବିରୋଧୀଙ୍କ ପ୍ରତିବାଦ …

ଜୟପୁର,୧୮।୯: ଏଣିକି ରାଜ୍ୟରେ ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ କରିବା ବାଧ୍ୟତାମୂଳକ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କପକ୍ଷରୁ ବିବାହ ପଞ୍ଜିକରଣ ଅନିବାର୍ଯ୍ୟ ଆଇନ-୨୦୨୧କୁ ସଂଶୋଧନ କରିଛନ୍ତି। ୧୮ ବର୍ଷରୁ କମ୍‌…

ମେଘଡମ୍ବରୁରେ ଧଳା କପଡ଼ା ପଡ଼ିବା ନେଇ ଅସନ୍ତୋଷ

ପୁରୁଣା ଭୁବନେଶ୍ୱର,୧୮।୯(ଡି.ଏନ୍‌.ଏ.): କନ୍ୟା ସଂକ୍ରାନ୍ତି ଅବସରରେ ଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ନୀତକାନ୍ତିିରେ ବ୍ୟତିକ୍ରମ ହୋଇଥିବା ଜଣାପଡ଼ିଛି। ପ୍ରାତଃରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ଅବକାଶ ସରିବା ପରେ ଘଣ୍ଟୁଆ, ମେଘଡମ୍ବରୁ, ଘଣ୍ଟ, ମନ୍ଦିର ଚପରାସୀ ପଞ୍ଚୁଆତି ଘରକୁ ରୋଷହୋମ ସାମଗ୍ରୀ ପାଇଁ ଆଣିବାକୁ ଯାଇଥିଲେ।…

ଦେଶର ଅଭିବୃଦ୍ଧି ପାଇଁ ଅଧିକ କର ସଂଗ୍ରହକୁ ଗୁରୁତ୍ୱ

କଟକ ଅଫିସ,୧୮।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ କଟକର ଆୟକର ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ଶୁକ୍ରବାର ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ…

କଳା କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସାମାନ୍ୟ ଉପାୟ

ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି। ଅନେକେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମେହେନ୍ଦୀର ବ୍ୟବହାର କରିଥାନ୍ତି। ମାତ୍ର ଏପରି…

ଜାଣନ୍ତି ଅନ୍ୟ ବାସନ ଅପେକ୍ଷା ମାଟିପାତ୍ରରେ ଖାଇଲେ ମିଳିଥାଏ ଏସବୁ ଲାଭ

ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ। ଅବଶ୍ୟ ହଜମ ହେବା ସହଜ କିନ୍ତୁ ସ୍ବାଦ ଏବଂ ପୁଷ୍ଟିକର ଶୂନ୍ୟ ହୋଇଯାଏ। କିନ୍ତୁ କମ୍‌ ନିଆଁରେ ଏକ ମାଟିପାତ୍ରରେ ସଠିକ୍‌ ଭାବରେ ରନ୍ଧା ଯାଇପାରେ। ପିତ୍ତଳ…

କ୍ଷତିପୂରଣ ଦାବିରେ ଚାଷୀଙ୍କ ଧାରଣା

କଣ୍ଟାପଡା,୧୮।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ ହୋଇଥିବା ଫସଲହାନୀ ଜନିତ କ୍ଷତିପୂରଣ ଦାବିରେ କଣ୍ଟାପଡା ବ୍ଲକ ଅଞ୍ଚଳର କେତେଜଣ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣାରେ ବସିଥିଲେ। କଟକ ସଦର ଉପଜିଲାପାଳ ପ୍ରତାପ ବେଉରା ଅପରାହ୍ନରେ ପହଞ୍ଚି ଧାରଣାରତ ଚାଷୀଙ୍କ ସହ…

ଭିନ୍ନ ମତ ରଖିଲେ ପୂଜା କମିଟି ସଦସ୍ୟ

କଟକ ଅଫିସ, ୧୮।୯: ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପରଦା ଆଢୁଆଳରେ ପୂଜା କରିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସ୍‌ରେ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପୂଜାକମିଟି…

ମାନସିକ ଦୃଢ଼ତାର ବାର୍ତ୍ତା ଦେଲା ‘ଦି ହିଲିଂ ଟଚ୍‌’

ଭୁବନେଶ୍ୱର, ୧୮।୯ (ବ୍ୟୁରୋ): ସାଧାରଣ ମଧ୍ୟବିତ୍ତ ପରିବାର। ସବୁ ପରିବାର ପରି ଏଠାରେ ମଧ୍ୟ ସୁଖ, ଦୁଃଖ, ହସ ଲୁହ ରହିଛି। ସବୁକିଛି ଠିକ୍‌ ଠାକ ଚାଲିଥିବାବେଳେ ହଠାତ୍‌ ପରିବାରର ମୁଖ୍ୟ କରୋନାରେ ଆକ୍ରାନ୍ତ ହୁଅନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ…

୩ଦିନ ହେଲାଣି ଟ୍ରାଙ୍କୁଲାଇଜ୍‌ ସଫଳ ହେଉନି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚନ୍ଦକା ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରୁଥିବା ତଥା ଜନବସତି ଆସି ଆତଙ୍କ ସୃଷ୍ଟି କରୁଥିବା ହାତୀଙ୍କ ଉପରେ ନଜର ରଖିବାକୁ ଲାଗିବ ରେଡିଓ କୋଲାର। ଏଥିପାଇଁ ବାଙ୍ଗାଲୋରସ୍ଥିତ ଏସିଆନ ଏଲିଫ୍ୟାଣ୍ଟ୍‌ ରିସର୍ଚ୍ଚ ସେଣ୍ଟରରୁ ୬ଜଣିଆ ବିଶେଷଜ୍ଞ ଟିମ୍‌ ମଧ୍ୟ ଆସିଛନ୍ତି।…

‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’

ଭୁବନେଶ୍ୱର,୧୮।୯(ବ୍ୟୁରୋ):  ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍‌ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ଅମୃତ ମହୋତ୍ସବର ଅମୃତବିନ୍ଦୁ। ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା ଆଗାମୀ…

ଟ୍ରଲିରେ ବୁହାହେଲା ଯୁବକଙ୍କ ମୃତଦେହ

ବରୀ,୧୮।୯(ଡି.ଏନ.ଏ.): ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଯୋଜନା ଅନେକ ସ୍ଥାନରେ ପହଞ୍ଚତ୍ ପାରୁନାହିଁ। ଯାହାର ଏକ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି ଯାଜପୁର ଜିଲାର ବରୀ ବ୍ଲକ ଅଞ୍ଚଳରେ।…

ମହିଳା ମନ୍ତ୍ରଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରଣାଳୟ

କାବୁଲ୍‌, ୧୮।୯: ଆଫଗାନିସ୍ତାନର ତାଲିବାନ୍‌ ସରକାର ମହିଳା ମନ୍ତ୍ରଣାଳୟ ନାଁ ବଦଳାଇ ଏହାକୁ ‘ପାପ-ପୁଣ୍ୟ’ ମନ୍ତ୍ରଣାଳୟ ଭାବେ ନାମିତ କରିଛନ୍ତି। ସରକାରୀ ମନ୍ତ୍ରଣାଳୟରେ ପୁରୁଷଙ୍କ ସହ ମହିଳା କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ ନାହିଁ ବୋଲି ତାଲିବାନ ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri