ଇମ୍ରାନଙ୍କ ଆଶ୍ୱାସନା ସତ୍ତ୍ୱେ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ
ରାଓ୍ବଲପିଣ୍ଡି,୧୭।୯: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏଠାରେ ଶୁକ୍ରବାର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ସୁରକ୍ଷା ଗତ କାରଣ ଦର୍ଶାଇ ପୂରା ଗସ୍ତକୁ ବାତିଲ ଘୋଷଣା କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍। ଏପରିକି…
ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ହ୍ୟାଣ୍ଡସମ୍ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମହାଭାରତ’, ‘କୁଛ ରଙ୍ଗ ପ୍ୟାର କେ ଐଶେ…
ସିବିଆଇ ମୁଖ୍ୟ କାର୍ଯ୍ୟାଳୟର ବେସମେଣ୍ଟରେ ନିଆଁ: ସମସ୍ତ କର୍ମଚାରୀ ସୁରକ୍ଷିତ
ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀର ଲୋଧିରୋଡ ଅଞ୍ଚଳର ସିଜିଓ କମ୍ପେ୍ଲକ୍ସରେ ଥିବା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ସିବିଆଇ)ବିଲଡିଂରେ ଶୁକ୍ରବାର ନିଆଁ ଲାଗିଯାଇଥିଲା । ବିଲଡିଂର ବେସମେଣ୍ଟରେ ଏହି ନିଆଁ ଲାଗିବା ପରେ ଦିନ ପ୍ରାୟ ୧ଟାରେ ଦମକଳ ବାହିନି ଖବର ପାଇ…
ପୁଅ ପିଲାଙ୍କ ଡ୍ରେସ୍ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ଛାତ୍ରୀ, ଆଉ ତା’ ପରେ…
ଗୁଆହାଟୀ,୧୭ା୯: ଆସାମରେ ଜଣେ ଛାତ୍ରୀ ପୁଅ ପିଲାଙ୍କ ଡ୍ରେସ୍ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମିତି ମିଳି ନ ଥିଲା। ଫଳରେ ଛାତ୍ରୀ ଜଣକ ଦେହରେ ପରଦା ଢାଙ୍କି ପରୀକ୍ଷା ଦେଇଥିଲେ। ସୋନିତପୁର ଜିଲା ତେଜପୁରର…
ଓକିଲଙ୍କ ହାତରୁ ଲକ୍ଷେ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା ମାଙ୍କଡ଼, ଆଉ ତା’ ପରେ…
ଉତ୍ତରପ୍ରଦେଶର ରାମପୁରରେ ଏକ ମାଙ୍କଡ଼ ଜଣେ ଓକିଲଙ୍କ ହାତରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା। ଆଉ ତା’ ପରେ ନୋଟ୍ଗୁଡ଼ିକୁ ଉଡ଼ାଇବାରେ ଲାଗିଲା। ଶାହାବାଦ ଥାନା ଅଞ୍ଚଳରେ ମାଙ୍କଡ଼ଟି ଏପରି କାଣ୍ଡ ଘଟାଇଛି। ବିନୋଦ ବାବୁ ନାମକ…
ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା
ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ ଭଳି ବାବର ଆଜମଙ୍କଠାରୁ ମଧ୍ୟ ସେ ଆଶା କରିଥିଲେ। ସେ ବାବରଙ୍କୁ ବ୍ୟକ୍ତିଗତ ଭାବରେ…
୫ ଦିନ ବନ୍ଦ ରହିବ ଭୁବନେଶ୍ୱର ସବ-କଲେକ୍ଟର ଓ ତହସିଲ କାର୍ଯ୍ୟାଳୟ
ଭୁବନେଶ୍ୱର,୧୭।୯: ଭୁବନେଶ୍ୱର ସବ-କଲେକ୍ଟର ଓ ତହସିଲ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ୨୧ ତାରିଖ ଯାଏ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଉଭୟ କାର୍ଯ୍ୟାଳୟରୁ ୫ ଜଣ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଥିବା ସବ-କଲେକ୍ଟର…
ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର
ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍ର ଠିକ୍ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ ପଦବୀ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାନ କ୍ରିକେଟର ସୁନୀଲ…
ପୋଲରେ ଖାଲ: ଯାତାୟାତ ଠପ୍
କେନ୍ଦୁଝର,୧୭।୯(ସ୍ବ.ପ୍ର.): ମୁମ୍ବାଇ-କୋଲକାତା ଏନ୍ଏଚ୍ ୪୯ ସ୍ଥାନୀୟ ଶଙ୍କରପୁର ନିକଟ ଅରଡେଇ ନଦୀ ଉପରେ ଥିବା ପୁରୁଣା ପୋଲରେ ଖାଲ ସୃଷ୍ଟି ହୋଇଛି। ଏ ନେଇ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ…
ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ, ହେଲେ ସକାଳୁ…
ପାଟଣା,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଜଣେ ଅବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରାଯାଇଛି। ସେ ହେଲେ ଚିତ୍ରସେନ ନାଏକ (୩୦)। ଗୁରୁବାର ରାତିରେ ଶୋଇବାଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।…
କନଷ୍ଟେବଳ ପଦବୀରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ହିଟ୍ ପ୍ରିୟଙ୍କା, ବେଳକୁ ବେଳ ବଢୁଛି…
ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କନଷ୍ଟେବଳ ପଦରୁ ଇସ୍ତଫା ଦେଇଥିବା ପ୍ରିୟଙ୍କା ମିଶ୍ର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରିୟଙ୍କା ପୋଲିସ ବିଭାଗରେ ୧.୫୨ ଲକ୍ଷ ଟଙ୍କା ଜମା କରିବା ସହ ୟୁନିଫର୍ମ ସହ ସମସ୍ତ କିଟ୍ ହସ୍ତାନ୍ତର କରିଛନ୍ତି। ଏହି ସମୟରେ…
ଗମ୍ଭୀରଙ୍କ ଦାବି; ଦୁନିଆରେ କେବଳ ଜଣେ ବ୍ୟାଟ୍ସମ୍ୟାନ ବୁମ୍ରାଙ୍କୁ ଖେଳିପାରନ୍ତି; ସେ ହେଲେ…
ନୂଆଦିଲ୍ଲୀ,୧୭।୯: ଭାରତୀୟ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରାଙ୍କୁ କେବଳ ଜଣେ ଖେଳାଳି ଭଲ ଭାବେ ଖେଳିପାରନ୍ତି। ସେ ହେଉଛନ୍ତି ଏବି ଡି ଭିଲିୟର୍ସ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କ ସହ ବାର୍ତ୍ତାଳାପରେ ଗମ୍ଭୀର କହିଛନ୍ତି,…
Archives


