Home Left

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ, ବଡ଼ପୁଅ ଦେଲେ ମୁଖାଗ୍ନି

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା, ବିଶିଷ୍ଟ ସମାଜସେବୀ ତଥା ସାହିତି୍ୟକା ମନୋରାମା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶନିବାର ସନ୍ଧ୍ୟାରେ ମନୋରମାଙ୍କର କଟକରେ ବିୟୋଗ ହୋଇଥିଲା। ମନୋରମାଙ୍କ ଜ୍ୟେଷ୍ଠପୁତ୍ର ପ୍ରଦୀପ କୁମାର ମହାପାତ୍ର…

ବ୍ରାହ୍ମଣୀ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ,ପରିଚୟ ଖୋଜୁଛି ପୋଲିସ

ବରୀ,୧୯।୯(ଡି.ଏନ.ଏ): ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱରେ ଏକ ମୃତଦେହ ଭାସୁଥିଲା। ରାମଚନ୍ଦ୍ରପୁର ନିକଟସ୍ଥ ରାମେଶ୍ୱର ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବରୀ ପୋଲିସ…

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା ମାରିଥିଲେ।…

୨୧ ଦିନ ପାଣି ପିଇ ରହିବେ ନର୍ଗିସ୍‌

ମୁମ୍ବାଇ: ଅଭିନେତ୍ରୀ ନର୍ଗିସ୍‌ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପୁଣି ଠିକ୍‌ ସେମତି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ୨୧ଦିନ କିଛି ନ ଖାଇ କେବଳ ପାଣି ପିଇକି ରହିବେ ନର୍ଗିସ୍‌। ଏ…

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୨ ଜଣଙ୍କୁ…

କ୍ରିକେଟ୍‌ ପଡିଆରେ ଘଟିଲା ଏମିତି ବିରଳ ଘଟଣା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୯: କ୍ରିକେଟ ପଡିଆରେ ବେଳେବେଳେ ଏକ ଛୋଟ ଭୁଲ ଦଳ ଏବଂ ଖେଳାଳିଙ୍କ ଉପରେ ଭାରୀ ପଡିଯାଏ। କେଣ୍ଟ ଏବଂ ସମମରସେଟ ମଧ୍ୟରେ ଭାଇଟାଲିଟି ବ୍ଲାଷ୍ଟର ଟାଇଟଲ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯେତେବେଳେ ବାଉଣ୍ଡ୍ରି ଲାଇନ୍‌ରେ ଫିଲ୍ଡରଙ୍କ କ୍ଲିନ…

ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି ।   ସୂଚନାନୁଯାୟୀ, ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ୍‌…

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର ଦିନ ଏହି ସିରିଜ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଦଳ ଚାର୍ଟାର୍ଡ…

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା କି ତୃତୀୟ ଥର ଲାଗି ଉତ୍ତରାଖଣ୍ଡ ଆସୁଥିବା ମୁଖ୍ୟମନ୍ତ୍ରୀ କେଜରିୱାଲ ବେକାରୀ ସମସ୍ୟାକୁ ନେଇ…

ଛତାର କଥା

ଛତା! ସେ ରୋକି ନ ପାରେ ବର୍ଷା, କିନ୍ତୁ ଭିଜିବାକୁ ବି ଦିଏନା। ସେ କମ୍‌ ନ କରି ପାରେ ସୂର୍ଯ୍ୟର ଉତ୍ତାପ ହେଲେ ପ୍ରଦାନ କରେ ଛାୟା ଓ ଦିଏ କିଛିଟା ଶୀତଳତା। ସେଇଥିପାଇଁ ତ କାହିଁ କେଉଁ କାଳରୁ…

ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ। ଏଥର ବିଗ୍‌ବସ୍‌-୧୫ରେ କିଛି ନୂଆ ଟୁଇଷ୍ଟ୍‌ ଦେଖିବାକୁ ମିଳିବ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ରହିବାକୁ…

ଲେଗୋ ବ୍ରିଜ୍‌

ଲେଗୋ ଜଏଣ୍ଟ ଛୋଟ ପିଲାଙ୍କର ବେଶ୍‌ ପ୍ରିୟ। ସେମାନେ ସେଥିରେ ମନପସନ୍ଦର ଜିନିଷ ତିଆରି କରି ଖେଳନ୍ତି । କେବେ ସେଥିରେ ସେମାନେ ଘର ତିଆରି କରନ୍ତି ତ ଆଉ କେବେ ଗାଡି ଓ ବ୍ରିଜ୍‌। ତେବେ ଜାଣନ୍ତି କି ବାସ୍ତବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri