ପ୍ରବଳ ବର୍ଷିବ: ୧୮ ଜିଲାକୁ ୟେଲୋ ୱାର୍ନିଂ
ଭୁବନେଶ୍ୱର,୧୯।୯: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଏସ୍ଆର୍ସି ସତର୍କ ରହିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାର ପ୍ରଭାବରେ ରାଜ୍ୟରେ…
ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ
କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ ଦେଇଛନ୍ତି। ସେ କହିଛନ୍ତି ମୁଁ ଦଳ ପରିବର୍ତ୍ତନ କରି କୌଣସି ଇତିହାସ ସୃଷ୍ଟି କରୁନାହିଁ।…
ଥରିଲା ଅରୁଣାଚଳ ପ୍ରଦେଶ
ଇଟାନଗର,୧୯।୯: ଅରୁଣାଚଳ ପ୍ରଦେଶ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍ରେ ଭୂକମ୍ପ ଝଟ୍କା ଲାଗିଥିବା ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା…
ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ପ୍ରଥମ ଥର ଜଣେ ଦଳିତ ନେତା ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ପାଇଁ ଚରଣଜିତ ସିଂ ଚାନ୍ନିଙ୍କ ନାମ…
ବାଲ୍ୟ ବିବାହ ମାମଲା କର୍ନାଟକରେ ସର୍ବାଧିକ
ନୂଆଦିଲ୍ଲୀ,୧୯।୯: ଗତବର୍ଷ ଅପେକ୍ଷା ଦେଶରେ ଖୁବ୍ ବୃଦ୍ଧି ପାଇଛି ବାଲ୍ୟ ବିବାହ ମାମଲା। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି)ର ୨୦୨୦ ରିପୋର୍ଟ। ବାଲ୍ୟ ବିବାହ ଆଇନ ଅନୁସାରେ, ବିବାହ ଲାଗି ଜଣେ ଯୁବକଙ୍କ ବୟସ ୨୧ ବର୍ଷ ଓ…
ଏକାଠି ନଜର ଆସିବେ ପ୍ରଭାସ ଓ ଦୀପିକା
ମୁମ୍ବାଇ: ଫିଲ୍ମ ‘କେ’କୁ ନେଇ ଷ୍ଟାର୍ମାନଙ୍କ ନାମ ଆଗୁଆ ଘୋଷଣା କରାଯାଇଛି। ଏଥିରେ ଅମିତାଭ ବଚ୍ଚନ, ପ୍ରଭାସ-ଦୀପିକା ପ୍ରମୁଖ ନଜର ଆସିବେ। ତେବେ ମଲ୍ଟି ଷ୍ଟାରର ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି ପ୍ରଭାସ ଓ ଦୀପିକା। ଏହାର…
ନଦୀକୁ ଗାଧୋଇବାକୁ ଯାଇ ସୁଅରେ ଭାସିଗଲେ ଯୁବକ
ହିଞ୍ଜିଳିକାଟୁ,୧୯ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦରଠାରେ ଋଷିକୂଲ୍ୟା ନଦୀକୁ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ନଦୀ ପାଣିରେ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ ନନ୍ଦିକ ଗ୍ରାମର ମିଟୁ ଦାସ(୨୮)। ମିଟୁ ଅନ୍ୟମାନଙ୍କ ସହ ପୁଟିଆପଦର ନିକଟ ଋଷିକୂଲ୍ୟାକୁ ଗାଧୋଇବାକୁ…
୮୨ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ, ୫ ଗିରଫ
ନୟାଗଡ଼ ଅଫିସ,୧୯ା୯: ଟାଉନଥାନା ପୋଲିସ ନୟାଗଡ଼ ହାଉସିଂବୋର୍ଡ ନିକଟରୁ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮୨ ଗ୍ରାମ ୪୬୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଭାଟସାହିର ବୈକୁଣ୍ଠ…
‘ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ଗାନ୍ଧୀ ପରିବାର ଚୁପ୍ କାହିଁକି’
ନୂଆଦିଲ୍ଲୀ,୧୯।୯: ପଞ୍ଜାବରେ ଚାଲିଥିବା ରାଜନୈତିକ ଲଢେଇ ଶେଷରେ ସମାଧାନ ହୋଇଛି। ସୁଖଜିନ୍ଦର ସିଂ ରାନ୍ଧଓ୍ବାଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାଜପା ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରିଛି। ଭାଜପା ଏମ୍ପି ତଥା ପୂର୍ବତନ…
ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା
ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର ଆଚାର୍ଯ୍ୟ…
ସେହ୍ବାଗଙ୍କ ବଡ଼ ଭବିଷ୍ୟବାଣୀ: ଏହି ଦଳ ଜିତିବ ଆଇପିଏଲ ୨୦୨୧ ଟାଇଟଲ୍
ୟୁଏଇ,୧୯।୯: ଆଜିଠାରୁ ୟୁଏଇରେ ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ଏହି ବଡ ଲିଗ ଚଳିତ ବର୍ଷ ଏପ୍ରିଲ ମାସରେ ଭାରତରେ ଆରମ୍ଭ ହୋଇଥିଲା। କିନ୍ତୁ କରୋନା ଦ୍ୱିତୀୟ ଲହର ହେତୁ ଏହାକୁ ୪ ମେ ମଧ୍ୟଭାଗରେ ବନ୍ଦ…
ଏହି ସର୍ତ୍ତରେ ରାଜ୍ଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ଶିଳ୍ପା
ଆଜିକାଲି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜେଲ ଯିବା ପରେ ନିଜକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି ଏବଂ ପରିବାରର ବିଶେଷ ଯତ୍ନ ନେଉଛନ୍ତି। ଏଭଳି ପରିସ୍ଥିତିରେ ଶିଳ୍ପାଙ୍କ…
Archives


