Home Left

ଘରକୁ କେବେ ଆସିବ? ଉତ୍ତରରେ ଦୀପିକାଙ୍କୁ ରଣବୀର କହିଲେ…

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବଲିଉଡ୍‌ର ମୋଷ୍ଟ ସେଲିବ୍ରିଟି କପଲ ଭାବେ ଜଣାଶୁଣା। ଜଣେ ଜଣଙ୍କୁ ବହୁତ ଭଲପାଆନ୍ତି। ଏବେ ରଣବୀର ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ରେ ଆସି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏଥିରେ ରଣବୀର ଏବଂ…

ପିଉଛନ୍ତି କି ଗ୍ରୀନ୍‌ ଟି ?

ଶରୀର ଲାଗି ଗ୍ରୀନ୍‌ ଟି ଉପକାରୀ। ଏହା କୋଲେଷ୍ଟରଲ କମ୍‌ କରିବା ସହ ହୃଦ୍‌ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍‌ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। କେହି କେହି ସକାଳେ ଗ୍ରୀନ୍‌ ଟି ପିଇବାକୁ ଭଲ ପାଉଥିବା ବେଳେ କେହି…

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୩୬୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୬୧ ଜଣ ଲୋକାଲ…

ଗୋଟିଏ ଡାଳରେ ଏକାଥରକେ ଫଳାଇଛନ୍ତି ୮୩୯ ଟମାଟୋ , ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ବ୍ରିଟେନର ଜଣେ ବ୍ୟକ୍ତି ଗୋଟିଏ ଡାଳରେ ୮୩୯ ଟମାଟର ଫଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଷ୍ଟେନଷ୍ଟେଡ୍‌ ଆବଟସ୍‌ରେ ରହୁଥିବା ୪୩ ବର୍ଷୀୟ ଡଗ୍‌ଲସ ସ୍ମିଥ୍‌ କହିଛନ୍ତି, ମାର୍ଚ୍ଚରେ ସେ ମଞ୍ଜି ଲଗାଇଥିଲେ। ଏହି ମାସରେ ସେ ଗୋଟିଏ ଡାଳରୁ…

ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ: ଚିନ୍ତାରେ ବ୍ୟବସାୟୀ

ଗଞ୍ଜାମ,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନବଜାର ଶେଷରେ ମାଂସ ଓ ମାଛ ମାର୍କେଟ ରହିଛି । ଏହି ମାଛ ମାର୍କେଟଟି ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ ମଧ୍ୟ ଏଥିପ୍ରତି ଏନ୍‌ଏସି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଚିନ୍ତାରେ ମାଛ ବ୍ୟବସାୟୀ…

ଅନନ୍ୟା ନୃତ୍ୟାଙ୍ଗନା ବିଦିଶା

ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଭାମୟୀ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସମାରୋହ ସମେତ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ତେଲଙ୍ଗାନା, ଦିଲ୍ଲୀ ଆଦି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ତାଙ୍କ ନୃତ୍ୟର ଝଲକ, ଯାହାକି ନା କେବଳ ଦର୍ଶକଙ୍କ ମନ…

ଅଜବ ଜଙ୍ଗଲ

ଜଙ୍ଗଲ ନଁା ଶୁଣିବାମାତ୍ରେ ବିଭିନ୍ନ ପ୍ରକାରର ଗଛ ଏବଂ ପଶୁପକ୍ଷୀରେ ପରିପୂର୍ଣ୍ଣ ଏକ ଘଞ୍ଚ ପରିବେଶର ଛବି ମନକୁ ଆସେ। ହେଲେ ପୃଥିବୀରେ ଏମିତି ବି କେତେକ ଜଙ୍ଗଲ ରହିଛି, ଯାହାର ଦୃଶ୍ୟ ଆପଣଙ୍କ ପୂର୍ବ ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ।…

୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…

ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ। ଜାପାନର ଡାଇସୁକେ ହୋରି ନାମକ ଏହି ଯୁବକ କୁହନ୍ତି, ସେ ଦିନକୁ ୮ ଘଣ୍ଟା…

ଜୁଏଲେରି କ୍ରେଜ୍‌

ଆଉଟ୍‌ଫିଟ୍‌ ଯେମିତି ହୋଇଥାଉ ନା କାହିଁକି, ଏହା ସହ ଭଳିକି ଭଳି ଜୁଏଲେରିର କମ୍ବିନେଶନ୍‌ ବିନା ଫ୍ୟାଶନ ଅସମ୍ପୂର୍ଣ୍ଣ। ଆଉ ଏଥିପାଇଁ ଆଜିର ମଡର୍ନ ଯୁବପିଢ଼ିଙ୍କଠାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଜୁଏଲେରି କ୍ରେଜ୍‌… ଜୁଏଲେରି କିଣିବା ପୂର୍ବରୁ… ଆପଣ ଯେଉଁ…

୮୫ ପ୍ରତିଶତ ଯାତ୍ରୀ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୯ ।୯: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଥିବା ବେଳେ ଜୀବନଯାତ୍ରା ସାଧାରଣ ହେବାକୁ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି କରିବାକୁ ଯାଉଛି । ବିମାନ…

ଗାଁରେ ବନ୍ୟାଜଳ, ଦୁର୍ଦ୍ଦଶାରେ ଲୋକେ

ଖୋର୍ଦ୍ଧା ଅଫିସ,୧୯।୯:  ହୀରାକୁଦ ଗେଟ୍‌ ଖୋଲିବା ପରେ ରାଜୁଆ, ମଲାଗୁଣୀ ଓ ଦୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୫ ଗ୍ରାମବାସୀ ୫ଦିନ…

ଚଳନ୍ତା ବସ୍‌କୁ ଅଟକାଇ ଲୁଟ୍‌: କଣ୍ଡକ୍ଟର, ଡ୍ରାଇଭର ସମେତ ଯାତ୍ରୀଙ୍କୁ ଆକ୍ରମଣ

ଡେଲାଙ୍ଗ,୧୮।୯(ଡି.ଏନ.ଏ): ଡେଲାଙ୍ଗ ଥାନା ଅଞ୍ଚଳ ଅରିସଲ ଛକ ଓ ଖେଲାଉର ଛକ ମଧ୍ୟରେ ଥିବା ନିଛାଟିଆ ସ୍ଥାନରେ ଶନିବାର ରାତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି। କଟକରୁ ଡେଲାଙ୍ଗ ଅଭିମୁଖେ ଫେରୁଥିବା ଏକ ଯାତ୍ରୀବାହୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri