ଭାଜପା ନେତାଙ୍କ ଆତ୍ମହତ୍ୟା
ଛୁରିୟା,୧୯।୯: ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂ ରବିବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭାଇଙ୍କ ସହ ରାଜନନ୍ଦଗାଁରେ ରହୁଥିଲେ। ସା ବେଳେ ତାଙ୍କ ଭାଇ ନ ଥିଲା ବେଳେ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ…
ରୋହିତଙ୍କ ଆହତ ସମସ୍ୟା ଉପରେ ଆସିଲା ଅପଡେଟ୍
ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)ର ପ୍ରଥମ ମ୍ୟାଚ୍ରେ ବିଶ୍ରାମ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ସେ ଏବେ ଆଣ୍ଠୁ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ଏଣୁ ତାଙ୍କୁ ଆହୁରି ବିଶ୍ରାମ ଦେବାକୁ…
ପିଲାମାନେ ଅନ୍ଲାଇନରେ କ’ଣ କରୁଛନ୍ତି ଜାଣିବା ପାଇଁ ଏମିତି ନିଷ୍ପତ୍ତି ନେଲା ରାଜସ୍ଥାନ
ଜୟପୁର,୧୯।୯: ପିଲାମାନଙ୍କ ମଧ୍ୟରେ ଅନ୍ଲାଇନ ଗେମ୍ ନିଶା ବଢ଼ୁଥିବା ଚିନ୍ତାର କାରଣ ପାଲଟିଛି। ଏଭଳି ନିଶାରୁ ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ରାଜସ୍ଥାନ ସରକାର ମାତାପିତା ଓ ଶିକ୍ଷକମାନଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ରାଜ୍ୟର ସ୍କୁଲ୍ ଶିକ୍ଷା ପରିଷଦ…
ସିଏସ୍କେକୁ ଜବରଦସ୍ତ ଫିନିଶିଂ ଦେଲେ ରୁତୁରାଜ
ଦୁବାଇ,୧୯।୯: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଆଗରେ ୧୫୭ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି। ଆରମ୍ଭରୁ ୩ ଓଭରରେ ୩ ଉଇକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା…
ଓଲଟିଲା ଯାତ୍ରୀବାହୀ ବୋଟ୍
ବେଜିଂ, ୧୯।୯: ଚାଇନାର ଗୁଇଝୋଉ ପ୍ରଦେଶରେ ରବିବାର ଏକ ଯାତ୍ରୀବାହୀ ବୋଟ୍ ଓଲଟି ପଡ଼ିଛି। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୟ ୬ ଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢିପାରେ। ସ୍ଥାନୀୟ ସମୟ ଅପରାହ୍ନ ୪ଟା…
‘ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିଲା’
ଅକ୍ଲାଣ୍ଡ,୧୯।୯: ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓହରିବା ନିଷ୍ପତ୍ତିକୁ ସମର୍ଥନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ଖେଳାଳିଙ୍କ ଆସୋସିଏଶନ୍ (ଏନ୍ଜେଡ୍ସିପିଏ)। ଦଳର ପ୍ରସ୍ଥାନ ପୂର୍ବରୁ କିଛି ଖେଳାଳିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। କିନ୍ତୁ ଏହାକୁ ସେତେବେଳେ ଗୁରୁତ୍ୱ ଦିଆଯାଇ…
ଆସୁଛି ଦୁଇ ଦୁଇଟି ଲଘୁଚାପ: ଲାଗି ରହିବ ୧୦ ଦିନ ବର୍ଷା
ଭୁବନେଶ୍ୱର,୧୯।୯(ବ୍ୟୁରୋ: ବଙ୍ଗୋପସାଗରକୁ ଲଗାତାର ଆସୁଛି ଦୁଇ ଦୁଇଟି ଲଘୁଚାପ । ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ସେଣ୍ଟର ଫର୍ ଏନ୍ଭରମେଣ୍ଟ ଆଣ୍ଡ୍ କ୍ଲାଇମେଟ’ ପକ୍ଷରୁ ଏହି ଆକଳନ କରାଯାଇଛି। ଦକ୍ଷିଣ ଚୀନ ସାଗରରୁ…
ଆରମ୍ଭରୁ ସିଏସ୍କେକୁ ୫୦ ଭୋଲ୍ଟର ଝଟ୍କା
ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ରବିବାରଠାରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଲାଗିଛି ୫୦ ଭୋଲ୍ଟର ଝଟ୍କା। ପ୍ରଥମ ୨ ଓଭରରେ ଫାଫ…
ଭୋଜି ବେଳେ ମହୁମାଛି ଆକ୍ରମଣ
ପାଟଣା,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବେଗେନା ଗ୍ରାମରେ ମହୁମାଛି ଆକ୍ରମଣରେ ୭ଜଣ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜନ୍ମେଜୟ ସେଠୀଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟ ଉପଲକ୍ଷେ ରୋଷେଇ କାର୍ଯ୍ୟ ହେଉଥିଲା। ସେତିକବେଳେ ଚୁଲିରୁ…
ଯୁବତୀଙ୍କ ସହ ଘରେ ପଶିଥିଲେ ବିବାହିତ ପୁରୁଷ: ରାତି ସାରା ଜଗିଲା ପୋଲିସ
ଛତ୍ରପୁର,୧୯ା୯(ଡି.ଏନ୍.ଏ.): ଦ୍ୱିତୀୟ ବିବାହ କରି ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ଯୁବକଙ୍କୁ ଗୁରୁବାର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ପୋଲିସ ଗିରଫ କରିଛି। ସେ ହେଲେ ପିନା ସାମଲ । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ପିନାଙ୍କୁ…
ଦୟା କରନାହିଁ ଅନନ୍ୟା
ମୁମ୍ବ।ଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ସ୍ଲିମ ଫିଗର ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ । ଏବେ ମାଲଦ୍ୱିପରେ ସେଲିବ୍ରିଟିଙ୍କ ଭିଡ ଲାଗିଥିବା…
ଚରଣଜିତ୍ ନେଲେ ପଞ୍ଜାବର ଶାସନ ଭାର, ଶପଥ ଗ୍ରହଣ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍
ଚଣ୍ଡିଗଡ଼,୧୯ ।୯: ବହୁ ମନ୍ଥନ ପରେ ଶେଷରେ କେବେ ଗଣମାଧ୍ୟମର ଦୃଷ୍ଟି ଗୋଚର ହୋଇ ନ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂ ଚାନିଙ୍କୁ ମୁଳିଛି ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ । ମାତ୍ର କେଇମାସ ପାଇଁ ହେଲେ ବି ଏହା ତାଙ୍କ…
Archives


