Posted inଜାତୀୟ

ପଞ୍ଜାବ, ଉତ୍ତରାଖଣ୍ଡ ପରେ ଗୋଆରେ ଦେଲେ ମାଗଣା ପ୍ରତିଶ୍ରୁତି

ପାଣାଜୀ,୪।୨: ଆମ ଆଦମୀ ପାର୍ଟି (ଆପ୍‌) ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିସାରିଛି। ଏପରି ସ୍ଥିତିରେ ଆମ୍‌ ଆଦବୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଗୋଆରେ ଅନୁସୂଚିତ ଜନଜାତିଙ୍କ ପାଇଁ ୮ ପଏଣ୍ଟ ବିଶିଷ୍ଟ ନିର୍ବାଚନୀ ଇସ୍ତାହର ଘୋଷଣା କରିଛନ୍ତି।

ପୂର୍ବ ସରକାର ଅନୁସୂଚିତ ଜନଜାତିଙ୍କ ପାଇଁ କିଛି କରି ନ ଥିବାରୁ ଗୋଆରେ ଆମ୍‌ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି। ଏପରି କି ଅନୁସୂଚିତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବାକୁ କେଜ୍ରିଓ୍ବାଲ କହିଛନ୍ତି। ସେହିପରି ମାଗଣା ସ୍ବାସ୍ଥ୍ୟ ସେବା ସାଙ୍ଗକୁ ନିଯୁକ୍ତି ପାଇ ନ ଥିବା ଯୁବବର୍ଗଙ୍କୁ ମାସିକ ୩ ହଜାର ଟଙ୍କା ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ-ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ରଶିଦ ଅଲଭି…

ନୂଆଦିଲ୍ଲୀ,୨୧।୮ : ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପୂର୍ବତନ କଂଗ୍ରେସ...

ମୁସଓ୍ବୋଲା ହତ୍ୟା ମାମଲା: ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ,୩୧।୫: ଖ୍ୟାତନାମା ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ମନପ୍ରିତ ସିଂ...

କେଜରିଓ୍ବାଲ ନେବେ ଶପଥ: ରାମଲୀଳା ମଇଦାନରେ ୧୦ ଫୁଟ ଉଚ୍ଚ ମଞ୍ଚ

ନୂଆଦିଲ୍ଲୀ,୧୫।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେବେ। ଏଥିପାଇଁ ରାମଲୀଳା ମଇଦାନରେ ୨୦ ଫୁଟ ଲମ୍ବ,୧୦ ଫୁଟ ଉଚ୍ଚ ଏବଂ ୭୦...

ହସ୍ପିଟାଲରେ ଭର୍ତ୍ତି ହେଲେ ୟାସିନ ମଲିକ

ନୂଆଦିଲ୍ଲୀ,୨୭ ।୭: ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।...

୪ଦିନିଆ ଚେନ୍ନାଇ ଗସ୍ତରେ ରାଷ୍ଟ୍ରପତି

ଚେନ୍ନାଇ,୨।୮: ସୋମବାର ଚେନ୍ନାଇରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୪ଦିନିଆ ତାମିଲନାଡୁରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି କୋବିନ୍ଦ। ସୋମବାର ସେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ...

ମହିଳା ପୋଲିସଙ୍କୁ ମାଡ଼ ଘଟଣା: ଗିରଫ ହେଲେ ଟିଆର୍‌ଏସ୍‌ ବିଧାୟକଙ୍କ ଭାଇ

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ପୋଲିସ ଓ ବନ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର ଜଣେ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।...

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି ନ ହେବାରୁ କ୍ଷୋଭ ପ୍ରକାଶ କଲେ ଭାଜପା ନେତା

ଇନ୍ଦୋର,୨।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗିୟ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ...

ହାରିଗଲେ ସୁଭାଷ ଚନ୍ଦ୍ରା

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭା ପାଇଁ ଲଢ଼ୁଥିବା ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଛନ୍ତି। ବିଜୟ ପାଇଁ ୪୧ ଭୋଟ ଆବଶ୍ୟକ ଥିବାବେଳେ...

Advertisement
Archives

Model This Week