ବିବାହରେ ହେଉଛି କି ବିଳମ୍ବ….
ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି ବିଶ୍ୱାସ କରାଯାଏ। ଘରେଥିବା ଛୋଟଛୋଟ ବାସ୍ତୁ ଦୋଷ ଦୂର କରି ଏହିସମସ୍ୟାରୁ ମୁକ୍ତି ପାଆନ୍ତୁ।…
ନମ୍ବର ୬ରୁ ରାତାରାତି ଓପନର୍ ପାଲଟିଥିଲେ ଏହି କ୍ରିକେଟର୍: ଏବେ ଆଇପିଏଲ୍ରେ କରୁଛନ୍ତି ଜଲଓ୍ବା
ୟୁଏଇ,୨୪।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଏପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡର୍ସ (କେକେଆର୍) ପାଇଁ ଭଲ ଚାଲିଛି। ପ୍ରଥମ ୨ଟି ଉଭୟ ମ୍ୟାଚ ଜିତିବାରେ କେକେଆର୍ ସଫଳ ହୋଇଛି। ଦଳର ଏହି ବିଜୟରେ ଯୁବ ଖେଳାଳି ଭେଙ୍କଟେଶ ଆୟାରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ…
ସତ ହେଲା ବିଲେଇର ଭବିଷ୍ୟବାଣୀ, ଜାଣିଲେ…
ସାଧାରଣତଃ କୁହାଯାଏ, ପୃଥିବୀ ଉପରକୁ କିଛି ବିପତ୍ତି ଆସିଲେ ମଣିଷମାନଙ୍କ ପୂର୍ବରୁ ପଶୁପକ୍ଷୀଙ୍କୁ ଜଣାପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଅଷ୍ଟ୍ରେଲିଆରେ। ଯେଉଁଠି ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଜାଣି ପାରି ଜଣେ ମହିଳାଙ୍କୁ ସତର୍କ କରିବା ସହ ସେହି…
ସିବିଆଇ ହାତରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଗଠନ ହେଲା ଯାଞ୍ଚ ଟିମ୍
ଲକ୍ଷ୍ନୌ,୨୪ ।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଯାଞ୍ଚ ସିବିଆଇ ନେଇଛି । କେନ୍ଦ୍ର ସରକାର ଏହି ମାମଲାରେ ନୋଟିଫିକେଶ ଜାରି କରି ଦେଇଛନ୍ତି ଓ ଏଥିପାଇଁ ଏକ ଯାଞ୍ଚ ଟିମ୍ ଗଠନ…
ୟୁପିରେ ୨ ଦଳ ସହ ମିଶି ନିର୍ବାଚନ ଲଢିବ ଭାଜପା
ଲକ୍ଷ୍ନୌ,୨୪।୯: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛି ଯେ,ଦଳ ନିଶାଦ ପାର୍ଟି ଏବଂ ଅପ୍ନା ଦଳ ସହ…
ଏହି ଖରାପ ଅଭ୍ୟାସ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖ୍ୟାତ ଶାହରୁଖ ଖାନ୍
ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନ କେବଳ ନିଜର ନିଖୁଣ ଅଭିନୟ ପାଇଁ ଜଣାଶୁଣା। ତାଙ୍କର ଏକ ଅଭ୍ୟାସ ମଧ୍ୟ ଅଛି ଯାହା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଖ୍ୟାତ। ଫିଲ୍ମ ଶୁଟିଂ ସେଟକୁ ହେଉ କିମ୍ବା ପାର୍ଟି ସମୟରେ ସେ ସର୍ବଦା…
ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍; ସବୁ କର୍ମଚାରୀଙ୍କ ହେବ ଆର୍ଟିପିସିଆର୍ ଟେଷ୍ଟ
ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରି ଦିଆଯାଇଛି। କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତଦନୁଯାୟୀ ଶୁକ୍ରବାରଠାରୁ ୨୬ ତାରିଖ…
‘କୋଭାକ୍ସିନ୍ ଟିକା ନେଇଥିବା ମୋଦିଙ୍କୁ ଆମେରିକା ଯିବାକୁ କେମିତି ମିଳିଲା ଅନୁମତି’
ନୂଆଦିଲ୍ଲୀ,୨୪।୯: ଟିଏମସି ନେତା ରିଜୁ ଦତ୍ତଙ୍କ ପରେ ଏବେ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଶୁକ୍ରବାର ଟୁଇଟ କରି କହିଛନ୍ତି- ମୁଁ ଯେତିକି ଜାଣେ,…
ମୁଣ୍ଡୁଳି ଜଳସ୍ରୋତରେ ଫସିଲା ହାତୀ
କଟକ ଅଫିସ,୨୪ା୯: ମୁଣ୍ଡୁଳି ଜଳରେ ଏକ ଦନ୍ତାହାତୀ ଫସିଛି। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନ ଥିବା ଜଣାପଡ଼ିଛି। ଏଥିସହ ଆଉ ୨ଟି ହାତୀ ମଧ୍ୟ ଜଳସ୍ରୋତରେ ଭାସି ଅନନ୍ତପୁରଠାରେ ଲାଗିଛନ୍ତି। ଫସିଥିବା ହାତୀକୁ…
ଏହି ୩ ରାଶିର ବ୍ୟକ୍ତି କାହାର ଆଶ୍ରା ବିନା ନିଜ ପରିଶ୍ରମରେ ହୋଇଥାନ୍ତି ଧନବାନ; ଦେଖନ୍ତୁ ଅଛନ୍ତି କି ଆପଣ…
ପରିଶ୍ରମ ବିନା କାର୍ଯ୍ୟ କରିବା ଅସମ୍ଭବ। ବ୍ୟକ୍ତି ନିଜ ଜୀବନରେ ଯାହା ବି ହାସଲ କରିବାକୁ ଚାହିଁଥାଏ, ତାକୁ ପାଇବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କୁହାଯାଏ ଯିଏ ନିଷ୍ଠାର ସହ କାମ କଲେ ସଫଳତା ନିଶ୍ଚିତ ମିଳିଥାଏ। ଜ୍ୟୋତିଷଶାସ୍ତ୍ର…
ଏଭଳି ନାରୀଙ୍କୁ ବିବାହ କଲେ ଜୀବନ ହୁଏ ସଫଳ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ…
ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳ ରାଜନୀତିଜ୍ଞ ହେବା ସହ କୁଟନୀତିଜ୍ଞ ମଧ୍ୟ ଥିଲେ। ତାଙ୍କର ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରିଥାଏ। ସେଥିରେ ଗୃହସ୍ଥ ଜୀବନକୁ ନେଇ ଅନେକ ମହତ୍ୱପୂର୍ଣ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି। ସମୟରେ ନାରୀଙ୍କ ମଧ୍ୟରେ କେଉଁ…
ବିକାଶ ପଥରେ ଜରାଙ୍ଗ
ସମ୍ବଲପୁର,୨୪ା୯(ବ୍ୟୁରୋ): ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜରାଙ୍ଗ। ଏକଦା ମାଓବାଦୀମାନେ ଏହି ଅଞ୍ଚଳରେ ସକ୍ରିୟ ଥିଲେ। ହେଲେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବାରୁ ଏବେ ବିକାଶ ପଥରେ ଆଗେଇ ଚାଲିଛି। ସମ୍ବଲପୁର ଜିଲା ସଦର ମହକୁମାଠାରୁ ପ୍ରାୟ ୫୦…
Archives


