ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍ ବିବାଦକୁ ନେଇ ଖୁଲାସା
ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା…
ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ନଟିଆ କମେଡି
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଭାରତର ପ୍ରମୁଖ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ ‘ଦି କ୍ୟୁ ଟିଭି’ ନଟିଆ କମେଡିକୁ ନିଜ ଚ୍ୟାନେଲରେ ପ୍ରସାରିତ କରିବା ପାଇଁ ଉତ୍କଳ କାର୍ଟୁନ ସହ ଚୁକ୍ତି କରିଛି। ଏହି ଚୁକ୍ତିନାମା ଅନୁସାରେ ନଟିଆ କମେଡିର ସମସ୍ତ ଅଧ୍ୟାୟ ହିନ୍ଦୀରେ…
ଆଜି କରୋନା ନେଲା ୬ ଜୀବନ
ଭୁବନେଶ୍ୱର,୩୦।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୯୮ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ସରକାରଙ୍କ ନିଷ୍ପତ୍ତି କାଏମ କଲେ ହାଇକୋର୍ଟ
କଟକ ଅଫିସ ,୩୦।୯ : ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ସମ୍ପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ସମସ୍ତ ଆବେଦନଗୁଡ଼ିକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଫଳରେ ସରକାରଙ୍କ ନିଷ୍ପତ୍ତି କାଏମ ରହିଛି। ମୁଖ୍ୟବିଚାରପତି ଏସ୍.ମୁରଲୀଧର ଓ…
ବନ ବିଭାଗ ଚୁପ୍, ଆଢୁଆଳରେ ଅଧିକାରୀ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ମହାନଦୀର କଟକ ମୁଣ୍ଡଳି ବ୍ରିଜ ତଳେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ବୋଟ୍ ଓଲଟି ଦୁଇଜଣଙ୍କ ଜୀବନ ଗଲା। ଏଥିସହ ଉକ୍ତ ହାତୀର ବି ମୃତ୍ୟୁ ହେଲା। କାହା ପାଇଁ ଏତେବଡ଼ ଘଟଣା ଘଟିଲା ତାହାର…
ପ୍ରକମ୍ପିତ ହେବନି ପୂଜାମଣ୍ଡପ
ବଅଁରପାଳ,୩୦ା୯(ଡି.ଏନ.ଏ.) ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍ଧାମରେ କରାଯାଏ ମା’ ଦୁର୍ଗାଙ୍କ ପୂଜା। ଆକର୍ଷଣୀୟ ମେଢ଼ ସହ ଉଚ୍ଚକୋଟୀର ସାଜସଜ୍ଜା ସମସ୍ତଙ୍କୁ ଚମତ୍କୃତ କରିଦିଏ। ଅଷ୍ଟମୀ…
ଅନ୍ଲାଇନରେ ସୁନା କ୍ରୟ ଟ୍ରେଣ୍ଡ
ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ ଯୋଗ…
ହାତୀଙ୍କ ଚରାଭୂଇଁ ହଳଦିଆବାହାଳ
ଢେଙ୍କାନାଳ ଅଫିସ, ୩୦।୯: ଢେଙ୍କାନାଳ ଜିଲା ସଦର ରେଞ୍ଜ୍ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ ଦୁଇଥର ହାତୀ ପାର୍ ହେଉଛନ୍ତି। ହାତୀଙ୍କ ସମାଗମ ଦେଖିବାକୁ ପଥଚାରୀ ଭିଡ଼ ଲଗାଉଥିବାବେଳେ ସେମାନଙ୍କୁ…
ସୋନିଆ ଶୀଘ୍ର ଗ୍ରହଣ କରନ୍ତୁ କଡ଼ା ପଦକ୍ଷେପ, ଆନନ୍ଦ ଶର୍ମାଙ୍କ ଅନୁରୋଧ…
ନୂଆଦିଲ୍ଲୀ,୩୦।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ ନେଇ କପିଲ ସିବଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ନେଇ ତାଙ୍କ ଘର ଆଗରେ କେତେକ କର୍ମୀ ଭ୍ଗାରୁଜା କରୁଥିବା ଖବର ଆସିବା ପରେ ଦଳର ବରିଷ୍ଠ ସଦସ୍ୟ ଆନନ୍ଦ ଶର୍ମା…
ହସ୍ପିଟାଲରେ ଶ୍ୱେତା ତିଓ୍ବାରୀ: ସ୍ବାମୀ କହିଲେ, ସୁନ୍ଦର ଦେଖାଯିବା ପାଇଁ…
ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ‘ଖତ୍ରୋଂ କେ ଖିଲାଡି-୧୧’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ର ଶ୍ରେଷ୍ଠ ଫାଇନାଲିଷ୍ଟରେ ଥିଲେ। ସେ ଶୋ’ ଜିତିପାରି ନ ଥିଲେ। ଶୋ’ରୁ ବାହାରିବା ପରେ…
ବୁଦ୍ଧିମାନ ହୋଇଥିଲେ ଗର୍ବି ସ୍ବଭାବ ଯୋଗୁ ନିଜର କ୍ଷତି କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ଆପଣ ନୁହନ୍ତି…
ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ ସବୁକିଛି ବରବାଦ କରିଦେଇଥାନ୍ତି। ଆସନ୍ତୁ ଜାଣିବା: ମିଥୁନ: ଏହି ରାଶିର ଜାତକଧାରୀ ବହୁତ ବୁଦ୍ଧିମାନ,…
ଆଲିଆଙ୍କୁ ଘେରିଗଲେ ପ୍ରଶଂସକ, ରଣବୀର ସାଜିଲେ ବଡିଗାର୍ଡ
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ୩୯ ତମ ଜନ୍ମଦିନ ପାଳନ କରିବା ପରେ ବୁଧବାର ମୁମ୍ବାଇ ଫେରିଥିଲେ। ଦୁଇଜଣଙ୍କୁ ଯୋଧପୁର ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା। ଏଠାରେ ଆଲିଆଙ୍କୁ ପ୍ରଶଂସକମାନେ ଘେରି ଯାଇଥିଲେ। ଏହି ସମୟର…
Archives


