ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍‌ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ମାନ୍ୟତା ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରାୟ ସମୟରେ ଦୁହେଁ ପରସ୍ପର ସହ ବିତାଉଥିବା କ୍ୱାଲିଟି ଟାଇମ୍‌ର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ୨୦୦୮ରେ ସଞ୍ଜୟ ଓ ମାନ୍ୟତା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ନିକଟରେ ଦୁହିଁଙ୍କ ବିବାହକୁ ୧୪ବର୍ଷ ପୁରିଛି।

ଏହି ଅବସରରେ ମାନ୍ୟତା ଏକ ସୁନ୍ଦର ଭିଡିଓ ଶେୟାର କରି ସଞ୍ଜୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓରେ ସଞ୍ଜୟ ମାନ୍ୟତାଙ୍କ ସେବାରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି। ମାନ୍ୟତା ବିଶ୍ରାମ କରୁଥିବା ବେଳେ ସଞ୍ଜୟ ତାଙ୍କ ପାଦ ସେବା କରୁଥିବା ନଜର ଆସିଛନ୍ତି। ତାଙ୍କର ଏହି ରୋମାଣ୍ଟିକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଭିଡିଓକୁ ବେଶ୍‌ ପ୍ରଂଶସା କରିବା ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଲଗେ ରହୋ ମୁନ୍ନାଭାଇ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ାଇବେ ୟାମି

କି କଥା, ୟାମି ପାଠ ପଢ଼ାଇବେ ! ତା’ ଅର୍ଥ କ’ଣ ଯେ ସେ ଅଭିନୟ ଛାଡି ଶିକ୍ଷକତା ଲାଇନ୍‌କୁ ଆପଣେଇବାକୁ ଯାଉଛନ୍ତି ? ହେଲେ...

୫ ବର୍ଷ ବୟସରେ ଏତେ ରାଗିଯାଇଥିଲେ ଲତା, ଆଉ ମାଡ଼ିଲେନି ସ୍କୁଲ ମାଟି

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି। କୁହାଯାଏ, ଗୋଟିଏ ଘଟଣା...

ଏହି ଅଭିନେତ୍ରୀଙ୍କ ବିବାହରେ ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର: ନର୍ଗିସ୍‌, ସିନେମା ଓ ମଦ୍ୟପାନ ଥିଲା ୩ ଦୁର୍ବଳତା

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୫ ତମ ଜନ୍ମ ବାର୍ଷିକୀ ଶନିବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ...

କ୍ରିତିଙ୍କ ନିଶ

ମୁମ୍ବାଇ: ବଲିଉଡ୍‌ କମେଡି ସିକ୍ୱେଲ୍‌ ‘ହାଉସ୍‌ଫୁଲ-୪’ରିଲିଜ୍‌ ସମୟ ପାଖେଇ ଆସିଲାଣି। ଏଥିପାଇଁ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହାସହ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ...

ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଥିଲେ ଟିକ୍‌ଟକ୍‌ ଗର୍ଲ ସିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌ଠାରୁ ଆରମ୍ଭକରି ସାରା ଦେଶର ଲୋକଙ୍କୁ ଥରାଇ ଦେଇଛି। ତାଙ୍କ ମୃତ୍ୟୁକୁ ସପ୍ତାହେ ପରେ ହୋଇଥିଲେ...

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍‌ଷ୍ଟୋରୀ: କିଛି ଏଭଳି…

ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା...

କୋଭିଡ-୧୯ ସମୟରେ ବୋହୂ ସାଜିଲେ ହିନା..

ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌। ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୁଡ଼ା ପିନ୍ଧି, ମେହେନ୍ଦି ଲଗାଇ କୌଣସି ପରି ଠାରୁ କମ୍‌ ଲାଗୁ ନାହାନ୍ତି...

Advertisement
Archives

Model This Week