Home Left

ଭେରିଫିକେଶନ ପାଇଁ ସାର୍ଟିଫିକେଟ ମାଗିବାରୁ ଇସ୍ତଫା ଦେଲେ ଶିକ୍ଷକ

କଣ୍ଟାବାଞ୍ଜି,୨୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାଲ ସିଟି ଓ ଶିକ୍ଷାଗତ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଏହିକ୍ରମରେ…

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୨୯ା୯: ବୈଦ୍ୟନାଥପୁର ପୋଲିସ ଜଣେ ଅପହୃତା ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରୁ ଉଦ୍ଧାର କରିଛି। ଛାତ୍ରୀଙ୍କୁ ଅପହରଣ କରି ହାଇଦ୍ରାବାଦରେ ଏକ ଭଡା ଘରେ ରଖି ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତ ଅଳୟ ବେହେରା (୨୮)ଙ୍କୁ ପୋଲିସ ଗିରଫ କରିଛି। କୋର୍ଟରେ…

ଫେସ୍‌ବୁକ ପାଇଁ ୭୦ ବର୍ଷ ପରେ ମା’ଙ୍କୁ ଫେରିପାଇଲେ

ଢାକା,୨୯।୯: ସୋସିଆଲ ମିଡିଆ ପ୍ଲାଟଫର୍ମ କାରଣରୁ ୭୦ ବର୍ଷ ପରେ ନିଜ ମା’ଙ୍କୁ ଫେରିପାଇଛନ୍ତି ବାଂଲାଦେଶର ଜଣେ ୮୨ ବର୍ଷୀୟ ବୃଦ୍ଧ। ବୃଦ୍ଧଙ୍କ ମା’ଙ୍କ ବୟସ ପାଖାପାଖି ୧୦୦ ହେବ। ଅବଦୁଲ କୁଦ୍ଦୁସ ମୁନସିଙ୍କୁ ଯେତେବେଳେ ୧୦ ବର୍ଷ ଥିଲେ ସେ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨୯।୯: ବୁଧବାର ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ନାମଲେଖା ପାଇ ର଼୍ୟାଙ୍କ ପାଇଛନ୍ତି। ଛାତ୍ରୀଛାତ୍ର ୱେବସାଇଟ www.ojee.nic.in ଓ www.odishajee.comରୁ ନିଜ ର଼୍ୟାଙ୍କ ଜାଣିପାରିବେ।…

ଫେରିବେ କି ସିଦ୍ଧୁ! ଅର୍ଚ୍ଚନା କହିଲେ…

ବମ୍ବେ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏହାପରେ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ ସହ ଜଡ଼ିତ ମେମେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିଛି କିଛି ଲୋକ ଶୋ’ରେ ଅର୍ଚ୍ଚନା ପୁରନ୍‌ ସିଂହଙ୍କ ଚୌକି…

କମେଡି ଶୋ’ରେ ନଜର ଆସିବେ ଉର୍ମିଳା

ମୁମ୍ବାଇ: ବଲିଉଡର ରଙ୍ଗିଲା ଗର୍ଲ ଉର୍ମିଲା ମାତୋଣ୍ଡକର କିଛି ଦିନ ହେଲା ବଡ ପରଦାରୁ ଦୂରେଇ ରହିଥିବା ବେଳେ ଏବେ ସେ ରାଜନୀତିରେ ପାଦ ରଖିଛନ୍ତି । ହେଲେ ତାଙ୍କ ପ୍ରଶଂସକ ତାଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା ରଖିଛନ୍ତି । ଏଥର…

ବିଗ୍‌ ବସ୍‌ ବିଜେତାଙ୍କ ଏଭଳି ଟ୍ରାନ୍ସଫର୍ମେଶନ୍‌ ଦେଖି ପ୍ରଶଂସକ ଚକିତ; ଚିହ୍ନିଲେ ଦେଖି ଏ କିଏ…

ବମ୍ବେ: ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ବିବାଦୀୟ ରିଆଲିଟି ଶୋ’ ବିଗ୍‌ ବସ୍‌। ଏହାର ବିଜେତା ହୋଇଥିଲେ ଦିବ୍ୟା ଅଗ୍ରଓ୍ବାଲ। ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ସମିତା ସେଟ୍ଟୀ, ରାକେଶ ବାପତ, ନିଶାନ୍ତ, ପ୍ରତିକ ଶେଜପାଲ ପ୍ରମୁଖ ଥିଲେ…

ଶାହଙ୍କ ଘରେ କ୍ୟାପଟେନ

ନୂଆଦିଲ୍ଲୀ,୨୯।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଅମରିନ୍ଦର ସିଂ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଭାଜପାରେ ଯୋଗ ଦେବା ନେଇ ଆକଳନ କରାଯାଉଥିଲା। ଏବେ…

ବକେୟା ବିଦ୍ୟୁତ୍‌ ବିଲ୍‌ ଭରଣା କରିବେ ସରକାର

ଚଣ୍ଡିଗଡ଼,୨୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ନେତୃତ୍ୱରେ ବୁଧବାର କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ କରିବାକୁ କ୍ୟାବିନେଟ ମୋହର ଲଗାଇଛି। ଏହି କ୍ରମରେ ୨ କିଲୋୱାଟ ଯାଏଁ ଯେଉଁ…

ଛୁଟିରୁ ଫେରିବା ପରେ ଡ୍ୟୁଟି ଉପରେ ପୋଲିସକର୍ମୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ହାଇକୋର୍ଟରେ ମୁତୟନ ଥିବା ଜଣେ ୩୦ ବର୍ଷୀୟ ରାଜସ୍ଥାନ ପୋଲିସ କନଷ୍ଟେବଳ ବୁଧବାର ସକାଳେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାହା ପୁଣି କୋର୍ଟ ପରିସରରେ। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ନିକଟରେ ଦିଲ୍ଲୀର ରୋହିଣି…

ଭବିଷ୍ୟତରେ ଏହି ଦୁଇ ଖେଳାଳି ହୋଇପାରନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ

ମୁମ୍ବାଇ,୨୯।୯: ବର୍ତ୍ତମାନ ପ୍ରତ୍ୟେକ ଫର୍ମାଟରେ ନିଜ ସ୍ଥାନ ପକ୍କା ସାରିଥିବା ଲୋକେଶ ରାହୁଲ ଓ ରିଷଭ ପନ୍ତ ଭବିଷ୍ୟତରେ ଟିମ୍‌ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲାଗି ସେମାନଙ୍କୁ ଏବେ ଠୁ ପ୍ରସ୍ତୁତ କରାଯିବ ଉଚିତ୍‌। ଏଣୁ ଟିମ୍‌…

ଟିଏମ୍‌ସିରେ ଯୋଗଦେଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ

କୋଲକାତା,୨୯ ।୯: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିୟୋ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହୋଇଛନ୍ତି । ଟିଏମ୍‌ସି ମହାସଚିବ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମ୍‌ସିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri