ଅଭିନେତ୍ରୀ ରବିନାଙ୍କ ବାପା ରବି ଟଣ୍ଡନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ତଥା ନିର୍ମାତା ରବି ଟଣ୍ଡନଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଏ ନେଇ ରବିନା ଇନଷ୍ଟାଗ୍ରାମରେ ତାଙ୍କ  ବାପାଙ୍କ ସହ ଏକ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି। ଶେୟାର କରି ଲେଖିଛନ୍ତି, ତୁମେ ସବୁବେଳେ ମୋ ସହିତ ଚାଲି ଆସିଛ, ମୁଁ ସର୍ବଦା ତୁମ ସହିତ ଅଛି, ମୁଁ କେବେବି ତୁମକୁ ଯିବାକୁ ଦେବି ନାହିଁ, ଲଭ୍‌ ୟୁ ପାପା’।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରେ ରିଲିଜ ହେବ ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କଶ୍ମୀର ଫାଇଲ୍ସ’

ବମ୍ବେ: ପୁଣି ଥରେ ସିନେମାଘରେ ରିଲିଜ ହେବାକୁ ଯାଉଛି ସୁପରହିଟ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଖୁସିଖବର ପ୍ରଶଂସକଙ୍କୁ ଜଣାଇବା...

୮୦ ହଜାର ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ କାଜଲ

ମୁମ୍ବାଇ: ବଲିଉଡ୍‌ରେ ଦୁର୍ଗାପୂଜା ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହା ସାମାନ୍ୟ ଫିକା ପଡିଯାଇଛି । ହେଲେ...

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା...

ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି।...

କରନ୍‌ଙ୍କୁ ଝଟ୍‌କା: ଶୋ’କୁ ଆସିବାକୁ ମନା କଲେ ଦୁଇ ଟଲିଉଡ୍‌ ଷ୍ଟାର!

ବମ୍ବେ: ଆଉ ଛଅ ଦିନର ଅପେକ୍ଷା। ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ପ୍ରସାରିତ ହେବ ‘କଫି ଉଇଥ୍‌ କରନ୍‌ ୭’। ଶୋ’କୁ ଆଉ ଦିନ କେଇଟା ଥିବା...

‘ଜର୍ସି’ର ହିନ୍ଦୀ ରିମେକ୍‌: କ୍ରିକେଟର ଚରିତ୍ରରେ ନଜର ଆସିବେ ଶାହିଦ

ବଲିଉଡ୍‌ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ୍‌ର ସଫଳ ହେବା ପରେ ଅଭିନେତା ଶାହିଦ କପୁର ଏବେ ପୁଣିଥରେ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର...

ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି...

ମନ ମୋର କାଗଜଗୁଡ଼ି

ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡ଼ି’ର ପୋଷ୍ଟ ପ୍ରଡକ୍ସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି...

Advertisement
Archives

Model This Week