ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍, ଘରେ ପଶିଲେ ଅଜଣା ଲୋକେ
ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ ଖବର…
ବାଦ୍ ପଡ଼ିବେ ରାଇନା; ସିଏସ୍କେ ଟାର୍ଗେଟରେ ଡୁ’ପ୍ଲେସି, ଶାର୍ଦ୍ଦୁଳ, ଦୀପକ
ଦୁବାଇ,୧୭।୧୦: ଭେଟେରାନ ବ୍ୟାଟର ସୁରେଶ ରାଇନ ସମ୍ଭବତଃ ଆଗାମୀ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳରୁ ବାଦ୍ ପଡ଼ିପାରନ୍ତି। ରୁତୁରାଜ ଗାଏକ୍ୱାଡ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ରିଟେନ ସିଏସ୍କେ ରିଟେନ କରିବ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ…
‘କଂଗ୍ରେସ ପାଇଁ ଶେଷ ସୁଯୋଗ’
ଚଣ୍ଡିଗଡ,୧୭।୧୦: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଦଳର ୧୩-ପଏଣ୍ଟ ଏଜେଣ୍ଡା ଉପସ୍ଥାପନ କରିବାକୁ ଏହି ବୈଠକ ଡକାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।…
ଦଶହରାରେ ଛାତ୍ରୀଙ୍କୁ ଅପହରଣ
ବାରିପଦା ଅଫିସ,୧୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁୁ ଅପହରଣ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଥାନା ନରସିଂହପୁର ଗ୍ରାମର…
ମୋଦି ଦେଲେ ଭରସା
ଥିରୁଭାନନ୍ତପୁରମ୍,୧୭।୧୦: କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୨୧ ଜଣଙ୍କର…
ଆରମ୍ଭ ହେଲା ଓଜେଇଇ କାଉନସେଲିଂ
ଭୁବନେଶ୍ୱର,୧୭।୧୦: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୧ବର୍ଷର ରବିବାରଠୁ ଆରମ୍ଭ ହୋଇଛି। ଏହା ଅପରାହ୍ନରୁ ଆରମ୍ଭ ହୋଇଛି। ବିଟେକ୍, ବିଆର୍କ, ବିପ୍ଲାନ୍, ବିସିଏଟି ଓ ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି ପାଠ୍ୟକ୍ରମ ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଅଧିକ ସୂଚନା ପାଇଁ ଓଜେଇଇ…
ଶତକ ଡେଇଁଲା ଟମାଟୋ
ନୂଆଦିଲ୍ଲୀ,୧୭।୧୦: ଦିନକୁ ଦିନ ଅନେକ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି। ପେଟ୍ରୋଲ,ଡିଜେଲ, ଇନ୍ଧନ ଗ୍ୟାସ ପରି ଏବେ ଟମାଟୋ ଓ ପିଆଜର ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ ଟମାଟୋର ମୂଲ୍ୟ ୧୧୦.୫…
ନାଟକରେ ଚାଲିଗଲା ଜୀବନ
ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶର ହସନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଟକରେ ଅଭିନୟ କରୁଥିବା ସମୟରେ ଜଣେ ୬୨ବର୍ଷୀୟ କଳାକାରଙ୍କର ମୃତ୍ୟୁ ଘଟିଛି। ବିଞ୍ଜୋରର ଏକ ଷ୍ଟେଜରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ହୃଦଘାତରେ ରାଜେନ୍ଦ୍ର ସିଂ ନାମକ ଏକ…
ଟି-୨୦ ବିଶ୍ୱକପ୍ ଆରମ୍ଭ: ଭୋ ଭୋ ହୋଇ କାନ୍ଦିଲେ ଏହି ଦଳର ଖେଳାଳି
ଦୁବାଇ,୧୭।୧୦: ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଟିମ୍ ବିଶ୍ୱ କ୍ରିକେଟ୍ରେ ନୂଆ ମୁହଁ। ବିଶ୍ୱକପ୍ ଆୟୋଜନ କରୁଥିବାରୁ ଓମାନକୁ ଏଠାରେ ଖେଳିବାକୁ ସୁଯୋଗ ମିଳିଛି।…
୫ ଦିନିଆ ଇସ୍ରାଏଲ ଗସ୍ତରେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୧୭ା୧୦: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ରବିବାରଠାରୁ ୫ ଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍ ଲାପିଡ୍ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ ଗସ୍ତରେ ଯାଉଥିବା ସୂଚନା ମିଳିଛି। ବୈଦେଶିକ ମନ୍ତ୍ରୀ ହେବା…
ଶୋ’ ବନ୍ଦ କରିବାର କାରଣ କହିଲେ କମେଡି କିଙ୍ଗ୍
ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ଶୋ’ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ ଖୁସି ଅଛନ୍ତି। ନିକଟରେ ତାଙ୍କ ଶୋ’ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ।…
ମମତାଙ୍କୁ ‘ଦୁର୍ଗା’, ଭାଜପାକୁ ‘ଭଷ୍ମାସୁର’ ସହ ତୁଳନା କଲେ ଗୋଆ ଫରୱାର୍ଡ ପାର୍ଟି ନେତା: ରାଗିଲେ ସାୱନ୍ତ
ପଣଜୀ.୧୭ ।୧୦: ଗୋଆ ଫଣୱାର୍ଡ ପାର୍ଟି(ଜିଏଫ୍ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ କଣ୍ଡୋଲକରଙ୍କ ରାଜନୈତିକ ବୟାନକୁ ନେଇ ଏବେ ବିବାଦ ଉପୁଜିଛି । କଣ୍ଡୋଲକର ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦେବୀ ଦୁର୍ଗା’ବୋଲି କହିଥିବା ବେଳେ ରାଜ୍ୟର…
Archives


