ଦିୱାଲିରେ ରିଲିଜ ହେବ ‘ଆଦିପୁରୁଷ’!

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦୀର୍ଘ ପ୍ରାୟ ୨ ବର୍ଷ ହେବ ବନ୍ଦ ପଡିଥିବା ସିନେମା ହଲ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି । ୧୧ ଅଗଷ୍ଟ ୨୦୨୨ରେ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ ହେବାକୁ ଥିବା ବେଳେ ଏବେ ସଭିଙ୍କ ନଜର ଫିଲ୍ମ ‘ଆଦିପୁରୁଷ’ ଉପରେ । ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ମଧ୍ୟରୁ ଆଦିପୁରୁଷ ଗୋଟିଏ ବୋଲି କୁହାଯାଉଥିବା ବେଳେ ଏବେ ଏହାର ରିଲିଜ ଡେଟକୁ ନେଇ ଏମିତି କିଛି କହିଛନ୍ତି ଭୁଷଣ କୁମାର ।
କୁହାଯାଉଛି କି ଚଳିତ ବର୍ଷ ଦିୱାଲି ୱିକ ଏଣ୍ଡରେ ଆଦିପୁରୁଷ ରିଲିଜ୍ ହେବ । ହେଲେ ନିର୍ମାତା ଭୁଷଣ କୁମାର ନିକଟରେ ଏକ ୱେବ ସାଇଟ ସହ ସାକ୍ଷାତ୍‌କାର ସମୟରେ କହିଛନ୍ତି, ଏପର୍ଯ୍ୟନ୍ତ ଏହାର ରିଲିଜ ତାରିଖ ସ୍ଥିର କରାଯାଇ ନାହିଁ । ପୁଣିଥରେ ନିଷ୍ପତ୍ତି ନେବା ପରେ ତାରିଖ ଘୋଷଣା କରାଯିବ । ତେବେ ଦିୱାଲି ୱିକଏଣ୍ଡରେ ରିଲିଜ ହେବାକୁ ଆହୁରି କିଛି ଫିଲ୍ମର ତାରିଖ ଘୋଷଣା କରାଯାଇଥିବା ବେଳେ ଆମେ ଗୋଟିଏ ସଠିକ ତାରିଖ ଖୋଜୁଛୁ ବୋଲି ନିର୍ମାତା ଭୁଷଣ କୁମାର କହିଛନ୍ତି ।
‘ଆଦିପୁରୁଷ’ରେ ଅଭିନେତା ପ୍ରଭାସ, ରାମଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଶୈଫ ଅଲି ଖାଁ ରାବଣ ଓ କ୍ରିତି ସାନନ ସୀତା ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି

ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍‌ ଡାଉନ୍‌ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧...

ମେକଅପ୍‌ ଆର୍ଟିଷ୍ଟଙ୍କ ପୁଅ ବାହାଘରରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଦରିଆ ଦିଲ୍‌ ପାଇଁ ବେଶ୍‌ ପରିଚିତ ସଲମାନ ଖାଁ। ନିକଟରେ ସେ ତାଙ୍କ ମେକଅପ୍‌ ଆର୍ଟିଷ୍ଟ ରାଜୁଙ୍କ ପୁଅ ବାହାଘରରେ ହଠାତ୍‌...

ଏକଦା ଏମ୍‌ଏସ୍‌ ଧୋନୀଙ୍କ ଉପରେ ରାଗିଯାଇଥିଲେ କୋକିଳକଣ୍ଠୀ

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ପୂର୍ଣ୍ଣ ରାଜକୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛ।...

‘ନିଜଲୋକ ଭଳି ଚିକିତ୍ସା କରୁଥିଲେ’

ମୁମ୍ବାଇ: ଦୀର୍ଘ ୨ବର୍ଷ ଧରି କ୍ୟାନ୍‌ସର୍‌ ସହ ଲଢ଼େଇ କରି ଶେଷରେ ଆରପାରିକୁ ଚାଲିଯାଇଛନ୍ତି ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଋଷି କପୁର। ତାଙ୍କ ବିୟୋଗ ପରିବାର...

ରିୟାଙ୍କୁ ନେଇ ୨୦୧୪ରୁ ଟୁଇଟ୍‌ କରିଥିଲେ ଜୋଫ୍ରା ଆର୍ଚେର: ପ୍ରଶଂସକ କହିଲେ ଏଭଳି..

ନୂଆଦିଲ୍ଲୀ,୨୮।୮: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟୁଇଟ୍‌ ଏବେ ଭାଇରାଲ ହେଉଛି। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର...

ଅକ୍ସଫୋର୍ଡରେ ପାଠ ପଢି, ବ୍ୟାଙ୍କରେ କାମ କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପଟୌଦି ଖାନଦାନରେ ଜନ୍ମ ନେଇଥିବା ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲି ଖାଁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୮ ମସିହା...

ସ୍ତ୍ରୀଙ୍କଠାରୁ ଅଲଗା ହେବେ ମହାଭାରତ ଫେମ୍‌ ଏହି ଅଭିନେତା

ବମ୍ବେ: ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ମହାଭାରତର ଯୁଧିଷ୍ଠୀର ଓରଫ ରୋହିତ ଭରଦ୍ୱାଜ। ୨୦୧୭ରେ ଇଣ୍ଡେନେସିଆ ଟ୍ରିପ୍‌ରୁ ଆସିବା ପରଠାରୁ ସ୍ତ୍ରୀ ପୁନମଙ୍କ ସହ ତାଙ୍କର...

ବିଗ୍‌ ବସ୍‌-୧୪ ହେବ ଲକ୍‌ଡାଉନ୍‌ ସ୍ପେଶାଲ: କ’ଣ ରହିଛି ଏଥର ଖାସ୍‌ ଜାଣନ୍ତୁ…

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ୍‌।  ବିଗ୍‌ ବସ୍‌ -୧୪କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ଏଥର ଶୋ’କୁ...

Advertisement
Archives

Model This Week