Home Left

ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୮୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ତେବେ ବିଦ୍ୟାଳୟର ପ୍ରସ୍ଥାନରେ ଏକ ମୂକୁଳା…

ସ୍କୁଲ ଖୋଲିଲେ ବି ସପ୍ତାହଯାକ ହେବନି ପାଠପଢ଼ା

ଭୁବନେଶ୍ୱର,୨୭।୨(ବ୍ୟୁରୋ): କରୋନା ସଂକ୍ରମଣ କିମିଥିବା ବେଳେ ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲା । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ ।…

୧୫ ନଂ ଜୋନ୍‌ରେ ଚାଲିଛି ଗଣତି

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଏଥିପାଇଁ ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ସ୍ଥିତି ସମୀକ୍ଷା କରୁଛନ୍ତି।…

କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ

ବନ୍ତ,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏନେଇ…

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ

କ୍ୱିଭ୍‌,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା…

ବେଲଗଛ କେଉଁଠି ରହିଲେ ଶୁଭ, ପଡେନାହିଁ ଖରାପ ଦୃଷ୍ଟି

ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର ।ଶିବପୁରାଣ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଘରେ ବେଲଗଛ ରହିଥାଏ, ସେହି ଘର ଉପରକୁ କାହାର ଖରାପ ଦୃଷ୍ଟି ପଡେନାହିଁ । ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ତେବେ…

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର ପ୍ରଶଂସା କରିଛନ୍ତି । ବଲିଉଡର ଜଣାଶୁଣା ଗୀତକୁ ଗୁଣୁଗୁଣାଇ ଭିଡିଓ କରିଥିବା ତାଞ୍ଜାନିଆର ସୋସିଆଲ…

ମା’ ଭଳି ମାତୃଭାଷା ଆମ ଜୀବନ ଗଢେ: ମୋଦି

ନୂଆଦିଲ୍ଲୀ,୨୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୬ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶ ତଥା ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ସହ ନିଜ ମାତୃଭାଷାକୁ ମା’ ସହ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି,…

ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର କାଦକଳା ଗ୍ରାମରେ ଦୋକାନୀ ଦୋକାନୀ ମଧ୍ୟରେ ବିବାଦ ହୋଇ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଦୋକାନୀଙ୍କ ନାମ ମାୟାଧର ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ଭୁଜାଲିରେ ହାଣି…

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ ଜବତ କରିଛି। ସେମାନେ ହେଲେ କଲଣ୍ଡା ଗ୍ରାମର ରମାକାନ୍ତ ପ୍ରଧାନ ଓ ଅନାମ ମୁଣ୍ଡା।…

୧୧ ଜୋନ୍‌ରେ ବିଜେଡି, ଭାଜପା ମାତ୍ର ୨

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ୧୩ ଜୋନକୁ ନେଇ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ଭାଜପା ୨ଟି ଜୋନ୍‌ରେ ଜିତିଥିବା ସୂଚନା ମିଳିଛି। ଔପଦା-୧: ମୁନି ସିଂ(ବିଜେଡି) ଖଇରା-୩: ଗଜେନ୍ଦ୍ର ପ୍ରସାଦ ଦାସ(ଭାଜପା)…

କାହିଁକି ସୁସ୍ମିତାଙ୍କୁ ପାଗଳ ବୋଲି ଭାବିଥିଲେ ମ୍ୟାନେଜର, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ନିଜର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। କିଛିଦିନ ହେବ ବଡ଼ ପରଦାଠାରୁ ଦୂରରେ ଥିବା ସୁସ୍ମିତା ୱେବ ସିରିଜ ‘ଆର୍ଯ୍ୟା’ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ। ଆଉ ଏଥିରେ ଦର୍ଶକେ ତାଙ୍କ ଅଭିନୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?