ଏହି ଅଭିନେତାଙ୍କୁ ୨୦ଥର ଚାପୁଡା ମାରିଥିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମକୁ ଦର୍ଶକ ବେଶ୍‌ ପ୍ରଶଂସା କରିଛନ୍ତି। ଟିଜର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଫିଲ୍ମରେ ଅଭିନେତା ଶାନ୍ତନୁ ମହେଶ୍ୱରୀ ଏବଂ ଆଲିଆ ଭଟ୍ଟଙ୍କ କେମେଷ୍ଟ୍ରକୁ ଦର୍ଶକ ପସନ୍ଦ କରୁଛନ୍ତି। ଫିଲ୍ମରେ ଏକ ଦୃଶ୍ୟ ପାଇଁ ଶାନ୍ତନୁଙ୍କୁ ଆଲିଆଙ୍କଠାରୁ ୨୦ ଥର ଚାପୁଡ଼ା ଖାଇବାକୁ ପଡିଥିଲା। ଏହି ଚାପୁଡ଼ା ଦୃଶ୍ୟର ୨୦ଟି ଟେକ୍‌ ନିଆଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ଶାନ୍ତନୁ ଏହାର ଖୁଲାସା କରିଛନ୍ତି। ଶାନ୍ତନୁ କହିଛନ୍ତି, ଆଲିଆ ଭଟ୍ଟ ମୋତେ ଜୋର୍‌ରେ ଚାପୁଡ଼ା ମାରିବାରେ ଅସମର୍ଥ ହୋଇଥିଲେ। ଏହା କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲା, ଆମେ ପ୍ରାୟ ୨୦ଟି ଟେକ୍‌ ନେଇଥିଲୁ। ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପ୍ରଥମ ଦିନରେ ୧୦ କୋଟି ଟଙ୍କା ସଂଗ୍ରହ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ...

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ...

ସଲମାନ୍‌, ଅମୀରଙ୍କୁ କେବେ ପ୍ରଶଂସା କରନ୍ତିନି ଏହି ପ୍ରଯୋଜକ

ନିଜର ଦମ୍‌ଦାର ଅଭିନୟ ପାଇଁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଖବର ବଲିଉଡ୍‌ ସହିତ ସମଗ୍ର...

ଅପେକ୍ଷା ଆସନ୍ତାବର୍ଷକୁ

ଏବର୍ଷ ତ ହେଲା ନାହିଁ, ତେଣୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏ ନେଇ ଆଦୌ ମନ ଦୁଃଖ କରୁନାହନ୍ତି ଆଲିୟା। ହେଲେ...

ବିଧାୟକଙ୍କୁ ଅଜ୍ଞାନୀ, ମୁର୍ଖ କହିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ବ୍ୟତୀତ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର...

ଖୁବ୍‌ଶୀଘ୍ର ଆସିବ ‘ପୁଷ୍ପା’ ପାର୍ଟ-୨, ଶ୍ରୀଭଲ୍ଲୀଙ୍କ ଚରିତ୍ର…

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ଓ ସଂଳାପ ଆଜିବି...

ପାରୋ ହେଟ୍‌ସ ଦେବଦାସ

ଆର.ଆର୍‌. ଇଭେଣ୍ଟସ ବ୍ୟାନରରେ ନିକଟରେ ‘ମହାବାହୁ’ ଟାଇଟଲ ବିଶିଷ୍ଟ ଏକ ସିନେମାର ମହୁରତ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର...

‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା...

Advertisement
Archives

Model This Week