Home Left

ନାକ ନଥିବା ଶିଶୁ ଜନ୍ମ

ବେତନଟୀ, ୧୮।୧୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ମୁକ୍ତାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଏକ ଅଦ୍ଭୁତ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ…

କଇଁଫୁଲ ତୋଳିବାକୁ ଯାଇ…

ଝୁମ୍ପୁରୀ,୧୮ା୧୦(ଡି.ଏନ.ଏ.): ସୋମବାର ବୈତରଣୀ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛିା ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମୃତକ ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ ଡୋଭାବିଲ ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପୁଅ ବିଭୂତି ଭୂଷଣ(୧୨),…

କଶ୍ମୀରରେ ବଡ଼ ଧରଣର ଇନ୍‌ଭେଷ୍ଟ କରିବ ଦୁବାଇ

ନୂଆଦିଲ୍ଲୀ,୧୮।୧୦: ଜମ୍ମୁ-କଶ୍ମୀରରେ ଭିତ୍ତିଭୂମି ନିର୍ମାଣ ପାଇଁ ନୂଆଦିଲ୍ଲୀ ସହ ଚୁକ୍ତି କରିଛି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ହିଂସା ବୃଦ୍ଧି ପାଉଥିବା ବେଳେ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ବଡ଼ ଘୋଷଣା କରାଯାଇଛି।…

କୋର୍ଟ ଭିତରେ ଓକିଲଙ୍କୁ ହତ୍ୟା

ଶାହଜାନପୁର, ୧୮।୧୦: ଉତ୍ତରପ୍ରଦେଶର ଶହଜାନପୁର ଜିଲା କୋର୍ଟ ଭିତରେ ସୋମବାର ଜଣେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। କେତେକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଲାଲାବାଦ ତହସିଲ୍‌ର ଆଇନଜୀବୀ ଭୂପେନ୍ଦ୍ର ସିଂ (୩୮) ଜିଲା କୋର୍ଟର ତୃତୀୟ ମହଲାରେ ଥିବା ଏସିଜେଏମ୍‌-ଆଇ…

ବଦଳିଲେ ଜିଲାପାଳ : ପାରୁଲ ଜଗତ୍‌ସିଂହପୁର, ସଂଗ୍ରାମ କେଶରୀ ଖୋର୍ଦ୍ଧା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଏବଂ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବୈଷୟିକ ଶିକ୍ଷା ଏବଂ ଏସ୍‌ସିଇଆର୍‌ଟି…

ପଦାରେ ପଡ଼ିଲା ବୋଲିଂ ୟୁନିଟ୍‌ର ଦୁର୍ବଳତା

ଆବୁଧାବି,୧୮।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଓ୍ବାର୍ମଅପ ମ୍ୟାଚ୍‌ରେ ପଦାରେ ପଡ଼ିଛି ଟିମ୍‌ ଇଣ୍ଡିଆର ବୋଲିଂ ୟୁନିଟ୍‌ର ଦୁର୍ବଳତା। ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୫ ବୋଲରଙ୍କୁ ବ୍ୟବହାର କରିଥିଲା। ସେମାନେ ୨୦ ଓଭରରେ…

ଏବେ ବି ବାପା ନିଖୋଜ

ରାୟଗଡ଼ା ଅଫିସ, ୧୮।୧୦: ରାୟଗଡ଼ାସ୍ଥିତ ନାଗାବଳୀ ନଦୀ ଝୁଲାପୋଲ ନିକଟରୁ ରବିବାର ଭାସିଯାଇଥିବା ବାପ ପୁଅଙ୍କ ମଧ୍ୟରୁ ସୋମବାର ପୁଅଙ୍କ ମୃତଦେହ ମିଳିଛି। ରାୟଗଡ଼ାରୁ ୩ କିଲୋମିଟର ଦୂର ବେହେରାଗୁଡ଼ାରୁ ଅଗ୍ନିଶମ ବାହିନୀ କେ. ଜିତେନ୍ଦ୍ରଙ୍କ ମୃତଦେହ ଜବତ କରିଛି। ତେବେ…

ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ଭାଳିବେ ଜଣେ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟ କୃଷି ଉତ୍ପାଦନ କମିଶନର (ଏପିସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ। ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…

ପାଇଖାନା ଟାଙ୍କିରେ ଗଲା ୩ ଶ୍ରମିକଙ୍କ ଜୀବନ

ରାୟଗଡା ଅଫିସ/ଟିକିରି(ଡି.ଏନ୍‌.ଏ.), ୧୮।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ପଞ୍ଚାଳି ଗ୍ରାମରେ ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକ ହେଲେ ପଣସପଦର ଗାଁର…

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ପ୍ରଥମ ପସନ୍ଦ ଓପନର ରୋହିତଙ୍କ ସହ ଲୋକେଶ ରାହୁଲ…

ଅଜାଙ୍କ ଘରେ ନାତୁଣୀର ଆତ୍ମହତ୍ୟା

ଲଙ୍ଗଳେଶ୍ୱର,୧୮।୧୦(ଡି.ଏନ.ଏ.): ମା’ଙ୍କ ସହ ଅଜା ଘରେ ରହୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା କରିଛନ୍ତି। ହେଲେ ନାବାଳିକାଙ୍କ ଆତ୍ମହତ୍ୟାକୁ ବାପ ଘର ଲୋକେ ଗ୍ରହଣ ନ କରି ହତ୍ୟା ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ରେଣୁପଦା ଗ୍ରାମରେ ଏହି…

ଆମାଜନ ଡେଲିଭରି ବୟରୁ ଷ୍ଟାର ଅଲ୍‌ରାଉଣ୍ଡର

ମୁସ୍କଟ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆରମ୍ଭରୁ ବାଂଲାଦେଶକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍କଟଲାଣ୍ଡ। ଅଲରାଉଣ୍ଡର କ୍ରିସ ଗ୍ରେଭେସଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଏହା ସମ୍ଭବ ହୋଇପାରିଛି। କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ସେ ଆମାଜନ ପାଇଁ ପାର୍ସଲ ଡେଲିଭରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri