ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି କଲେ ଖୁଲାସା
ଦୁବାଇ,୧୯।୧୦: ଭାରତ ଟି -୨୦ ବିଶ୍ୱକପ ୨୦୨୧ର ପ୍ରଥମ ଅଭ୍ୟାସ ଅପ୍ ମ୍ୟାଚରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। କ୍ୟାପଟେନ ବିରାଟ କୋହଲି ଏହି ମ୍ୟାଚ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଟି -୨୦ ବିଶ୍ୱକପରେ ଓପନ୍ କରିବା ପରିବର୍ତ୍ତେ…
ଉପକାରୀ ଗାଜର
ଗାଜରରେ କାରୋଟିନ୍ ନାମକ ଏକ ଉପାଦାନ ଥିବାରୁ ଏହା ଆମ ଆଖି ପାଇଁ ବେଶ୍ ଉପଯୋଗୀ। ଏହା ସୂର୍ଯ୍ୟକିରଣଠାରୁ ଆଖିକୁ ରକ୍ଷା କରିବା ସହ ଆଖିରେ କାଟାରାକ୍ଟ ହେବାର ଆଶଙ୍କା ଅନେକାଂଶରେ ଦୂର କରିଥାଏ। ଏଥିରେ ଭିଟାମିନ୍ ‘ସି’ ଭରିରହିଛି॥ ଏହା…
ଏହି ଅଭିନେତ୍ରୀଙ୍କୁ ଡାକ୍ତର, ଟେଲର କରିଥିଲେ ଅସଦାଚରଣ: କେବଳ ଏହି କାରଣ ପାଇଁ ଲୁଚାଇଥିଲେ ମା’ଙ୍କୁ
ବଲିଉଡ୍ ଅଭିନେତ୍ରୀ ନିନା ଗୁପ୍ତା ଛୋଟ ଥିଲା ବେଳେ ନିର୍ଯାତନାର ଶିକାର ହୋଇଥିଲେ। ତେବେ ସେ ଏହି ଘଟଣା ତାଙ୍କ ମା’ଙ୍କୁ ଲୁଚାଇଥିଲେ। ଅଭିନେତ୍ରୀ ତାଙ୍କ ଆତ୍ମଜୀବନୀ ‘ସଚ୍ଚ କହୁଁ ତୋ’ରେ ତାଙ୍କ ସ୍କୁଲ ଦିନର ଭଲ ଏବଂ ଖରାପ ସ୍ମୃତି…
ବିଦେଶରେ ହିନ୍ଦୀ ସିନେମା ସଙ୍ଗିତରେ ଝୁମିଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୧୯ ।୧୦: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଇସ୍ରାଏଲ ଗସ୍ତରେ ଅଛନ୍ତି । ଜୟଶଙ୍କର ଓ ତାଙ୍କ ପ୍ରତିନିଧି ମଣ୍ଡଳଙ୍କୁ ଇସ୍ରାଏଲରେ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ତାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଇସ୍ରାଏଲର ସେଣ୍ଟର ଫର…
ଜିମ୍ରେ ପ୍ରେମିକାଙ୍କ ସହ ଧରାପଡିଲେ ସ୍ବାମୀ: ସ୍ତ୍ରୀ କଲେ ଏମିତି କାମ
ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଏଠାରେସ୍ବାମୀ, ତାଙ୍କ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କୋହେଫିଜା ଅଞ୍ଚଳର ଏକ ଫିଟନେସ ସେଣ୍ଟର ବିଷୟରେ କୁହାଯାଉଛି। ଭିଡିଓରେ ସ୍ତ୍ରୀ…
ପୁଣି ରାମ ଚରିତ୍ରରେ ଆସିବେ ଅରୁଣ ଗୋଭିଲ
ମୁମ୍ବାଇ,୧୮।୧୦: ପୁଣି ରାମ ଚରିତ୍ରରେ ନଜର ଆଲିବେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ। ରାମଙ୍କ ଭୂମିକାରେ ଅଭିନୟ କରି ସେ ଅନେକ ସଫଳତା ପାଇଲେ। ବଲିଉଡ୍ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇ ଗଡ୍ ଟୁ’ରେ ସେ ପୁଣିଥରେ…
ଭାଜପା ନେତାଙ୍କୁ ଗୁଳିକରି ହତ୍ୟା
କୋଲକାତା,୧୯।୧୦: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲା ଅଧୀନ ଇଟାହାରରେ ଭାଜପା ଯୁବନେତା ମିଥୁନ ଘୋଷଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପଛରେ ତୃଣମୂଳ କଂଗ୍ରେସର ଅସାମାଜିକ ବ୍ୟକ୍ତି ସମ୍ପୃକ୍ତ ଥିବା ଭାଜପା ଅଭିଯୋଗ କରିଛି। ଅନ୍ୟପକ୍ଷେ ଟିଏମ୍ସି ଅଭିଯୋଗକୁ…
ରାଜଧାନୀରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ,୧୯ ।୧୦ ରାଜଧାନୀ ଦିଲ୍ଲୀରେ ରବିବାର ରାତିରୁ ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଏହା ଦୀର୍ଘ ୬୧ ବର୍ଷର ଦୁଇଟି ରେକର୍ଡକୁ ଭାଙ୍ଗିଥିବା କୁହାଯାଉଛି । ୨୪ ଘଣ୍ଟା ମଧ୍ୟରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୧ ବର୍ଷର ରେକର୍ଡକୁ…
ମାଟି ଖୋଳୁଖୋଳୁୁ ଜେସିବ୍ ମେଶିନ୍ ଉପରକୁ ଚାଲି ଆସିଲା ଭୟଙ୍କର ସାପ, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବୋଲରଙ୍କୁ କ୍ଷମା ଦେଲେ ନି ଟିମ୍ ଇଣ୍ଡିଆର ନୂଆ ଓପନିଂ ଯୋଡ଼ି
ଦୁବାଇ,୧୮।୧୦: ଟି୨୦ ବିଶ୍ୱକପ୍ ପୂର୍ବରୁ ଓ୍ବାର୍ମଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୧୮୯ ରନ୍ର ଟାର୍ଗେଟକୁ ଟିମ୍ ଇଣ୍ଡିଆ ଗୋଟିଏ ଓଭର ପୂର୍ବରୁ ହାସଲ କରି ନେଇଛି। ମ୍ୟାଚ୍ରେ ଭାରତୀୟ ଦଳକୁ ମିଳିଛି ନୂଆ…
୨ ଯୁବତୀଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍
ଜଳନ୍ଧର, ୧୮।୧୦: ପଞ୍ଜାବର ଜଳନ୍ଧର ସହରରେ ସୋମବାର ପୋଲିସ ଭ୍ୟାନ୍ ମାଡ଼ିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ଜଳନ୍ଧର-ଫଗଓ୍ବାରା ଜାତୀୟ ରାଜପଥ…
ବନ୍ୟା ଜଳରେ ବିବାହ
ଥିରୁଭାନନ୍ତପୁରମ,୧୮।୧୦: କେରଳର ବନ୍ୟା ଏଯାଏ ୨୬ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଲାଣି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଭଳି ସ୍ଥତିରେ ଯୁବତୀ, ଯୁବକ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ସୂଚନାନୁସାରେ, କେରଳର ଆଲାପୁଝା ଜିଲା ଥାଲଭାଡ଼ି ଅଞ୍ଚଳର…
Archives


