ସତ୍ୟବାଦୀ ସେଣ୍ଟ୍ରାଲ ଜୋନ୍‌ ହାତେଇଲା ଭାଜପା

ସାକ୍ଷୀଗୋପାଳ,୨୮।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ସେଣ୍ଟ୍ରାଲ ଜୋନ୍‌ ୩୨ରୁ ଜିଲାପରିଷଦ ଆସନରୁ ଭାଜପା ପ୍ରାର୍ଥୀ ବିଷ୍ଣୁପ୍ରିୟା ବରାଳ ବିଜୟୀ ହୋଇଛନ୍ତି। ରବିବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଗଣତିର ଅନ୍ତିମ ରାଉଣ୍ଡରେ ସେ ୧୦, ୬୮୪ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସ୍ବପ୍ନାରାଣୀ ଜେନା ବିଜେଡି ପ୍ରାର୍ଥୀ ୧୦, ୪୪୧ ଖଣ୍ଡ ଭୋଟ ପାଇଥିଲେ।
ସେହିପରି କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ସମିତି ସଭ୍ୟ ସୁନୀଲ କୁମାର ପଣ୍ଡା, ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ, ସମିତ ସଭ୍ୟ ଦୀପକ କୁମାର ଶତପଥୀ, ଦୁଗଲ ସରପଞ୍ଚ ଚିନ୍ମୟୀ କ୍ରିଷ୍ଣା ବେଣୀ ଭଞ୍ଜ, ସମିତି ସଭ୍ୟ ମଧୁସ୍ମିତା ଖଟେଇ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ସମିତି ସଭ୍ୟ ସୁମନ୍ତ ଘଟୁଆରୀ, ବିଶ୍ୱନାଥପୁର ସରପଞ୍ଚ ସର୍ବେଶ କୁମାର ଷଡ଼ଙ୍ଗୀ, ସମିତି ସଭ୍ୟ ଜଗନ୍ନାଥ ଷଡ଼ଙ୍ଗୀ, ମୂଳଅଳସା ସରପଞ୍ଚ ଦେବୀପ୍ରସାଦ ଘଟୁଆରୀ, ସମିତି ସଭ୍ୟ ଝୁନି ପ୍ରଧାନ ଏବଂ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ସମିତି ସଭ୍ୟ ଅମିତା ବେହେରା ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଗାଁ ସାଥୀ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବଙ୍କୁ ହଟାଇବା ଲାଗି ଦାବି

କେନ୍ଦୁଝର,୩୦ା୯(ସ୍ବ.ପ୍ର.): ରାଜ୍ୟପାଳଙ୍କୁ ବେଖାତିର କରି ଗାଁ ସାଥୀଙ୍କ ପାଇଁ ନକାରାତ୍ମକ ଚିଠି କରିଥିବା ପଞ୍ଚାୟତ ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ ଡି.କେ. ସିଂଙ୍କ ବିରୋଧରେ...

କମ୍ପାନୀ କ୍ୱାର୍ଟର୍ସରୁ ସୁପରଭାଇଜରଙ୍କ ମୃତଦେହ ଠାବ

କାମାକ୍ଷାନଗର, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କାନପୁରା ଗ୍ରାମସ୍ଥିତ ମିଶ୍ରିଲାଲ କମ୍ପାନୀ କ୍ୱାର୍ଟର୍ସରୁ ଜଣେ ସୁପରଭାଇଜରଙ୍କ ଝୁଲନ୍ତା ମୃତଦେହ ବୁଧବାର ପୂର୍ବାହ୍ନରେ ଠାବ କରାଯାଇଛି। ମୃତକ...

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ...

ଅଜଣା ବୃଦ୍ଧଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ, ୩୦ା୩ (ସ୍ବପ୍ର): ବୌଦ୍ଧ ବୁଟୁପାଲିର ଗଙ୍ଗାଧର ସ୍ବେଚ୍ଛାସେବୀ ସମିତି ରବିବାର ଜଣେ ବୃଦ୍ଧଙ୍କ ଶବ ସତ୍କାର କରଛି। ବୌଦ୍ଧ ଆଦର୍ଶ ଥାନା ଅଧିକାରୀଙ୍କ ସୂଚନା...

କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ

ବଲାଙ୍ଗୀର ଅଫିସ୍‌,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍‌ ସେଲ୍‌ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

ମରଣମୁହଁରୁ ଫେରିଲେ ୬ ପର୍ଯ୍ୟଟକ

ରାଜନଗର, ୪ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଖୋଲିଛି। ବ୍ୟୟବହୁଳ ଏହି ଇକୋ ରିଟ୍ରିଟ୍‌ର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ...

ବିପଦସଙ୍କୁଳ ଅବସ୍ଥାରେ ଖଣ୍ଡିଆ ବନ୍ଧ ପୋଲ, ରାସ୍ତା

ଜେନାପୁର,୧୯ା୮(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ରେଳବାଇ ଲେବୁଲ କ୍ରସିଂ ନିକଟସ୍ଥ ଖଣ୍ଡିଆ ବନ୍ଧ ପୋଲ ଓ ରାସ୍ତା ବିପଦସଙ୍କୁଳ ଅବସ୍ଥା ରହିଛି। ଏହି ପୁରାତନ...

ବୁଲିବାକୁ ଆସିଥିଲେ ମାମୁଁ ଘର, ଚାଲିଗଲା ଜୀବନ

ଫୁଲବାଣୀ ଅଫିସ,୨୭।୫: ଏକ ବିଷଧର ସାପ କାମୁଡ଼ାରେ ୩୩ ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଳାହାଣ୍ଡି ଜିଲା...

Advertisement
Archives

Model This Week