Home Left

କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବା ପାଇଁ କଂଗ୍ରେସରେ ଗୋଡ଼ ଟଣାଟଣି

ନୂଆଦିଲ୍ଲୀ,୨୧।୧୦:୧୦୦ କୋଟି କରୋନା ଟିକା ଦେବାରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏଥିପାଇଁ ସରକାରଙ୍କୁ ବିଭିନ୍ନ ଆଡେ ପ୍ରଶଂସା କରାଯାଉଛି। କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସରେ ମତଭେଦ ରହିଛି। କଂଗ୍ରେସ ଏମ୍‌ପି ଶଶି ଥରୁର ସରକାରଙ୍କୁ ଶ୍ରେୟ ଦେଇଥିବାବେଳେ…

ଅନନ୍ୟାଙ୍କ ଘରୁ ଏନ୍‌ସିବି ଟିମ୍ ଜବତ କଲା ଇଲୋକ୍ଟ୍ରନିକ୍ସ ଜିନିଷ

ମୁମ୍ବାଇ,୨୧ ।୧୦: ଡ୍ରଗ୍ସ ମାମଲାର ଚେର ବଲିଉଡର କୋଣେ କୋଣେ ବ୍ୟାପିଯାଇଥିବା ଆଲୋଚନା ହେଲାଣି । ନିକଟରେ କ୍ରୁଜ ଡ୍ରଗ୍ସ ମାମାଲାରେ ଫସି ରହିଥିବା ଆର୍ଯ୍ୟନ ଖାଁଙ୍କୁ ଜାମିନ ହୋଇ ପାରୁ ନ ଥିବା ବେଳେ ଏପଟେ ଆଉ ଜଣେ ଷ୍ଟାର…

୩୦୦ ଚରିତ୍ରରେ ଅଭିନୟ କରି ୱାଲର୍‌ଡ ବୁକ୍‌ ଅଫ ରେକର୍ଡସ୍‌ ଦ୍ୱାରା ସମ୍ମାନିତ ହେଲେ ଏହି ଅଭିନେତା

ମୁମ୍ବାଇ: ଟେଲିଭିଜନ ଜଗତରେ ଏବେ ସବୁଠୁ ଲୋକପ୍ରିୟ ଧାରାବାହିକ ହେଉଛି ‘ଭାବିଜୀ ଘର ପର ହୈ’। ଏଥିରେ ବିଭୂତି ନାରାୟଣ ମିଶ୍ରା ଭୂମିକାରେ ଅଭିନୟ କରନ୍ତି ଆସିଫ ଶେଖ। ତାଙ୍କ ଅଭିନୟକୁ ନେଇ ସେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଏହି ଧାରାବାହିକକୁ…

ନର୍ସଙ୍କୁ ଏମିତି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ (ଆରଏମଏଲ) ପରିଦର୍ଶନ କରିଛନ୍ତି। ଦେଶରେ ୧ ବିଲିୟନରୁ ଅଧିକ ଡୋଜ ଆଣ୍ଟି-କରୋନା ଟିକା ଦିଆଯିବା ଅବସରରେ ପ୍ରଧାନମନ୍ତ୍ରୀ ଡାକ୍ତରଖାନାର ଅଧିକାରୀ ଏବଂ କର୍ମଚାରୀଙ୍କ ସହ କଥା ହୋଇଥିଲେ।…

ଦୁବାଇରୁ ଝିଅ ଭାମିକାଙ୍କ ଫଟୋ ଶେୟାର କଲେ କୋହଲି, କ୍ୟାପଶନ୍‌ରେ ଦେଲେ ହୃଦୟ ଇମୋଜି

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ମାତାପିତା ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି। ଜାନୁୟାରୀ ୧୧ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଉଭୟ ଝିଅର ନାମ ଭାମିକା ରଖିଥିଲେ। ସେବେଠାରୁ ଭାମିକାଙ୍କୁ ନେଇ ଚର୍ଚ୍ଚା…

କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର ବିଶ୍ୱସ୍ତ ହେଲେ ମଧ୍ୟ ମାଙ୍କଡ଼ ସହ ପଡ଼େ ନାହିଁ। ଏବେ କୁକୁର ମାଙ୍କଡ଼ର ଝଗଡ଼ାର…

ଶେଷରେ ଚିଲିକା ବିଧାୟକଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୧୦: ଖୋର୍ଦ୍ଧା ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶେଷରେ ମିଳିଛି ଜାମିନ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏଥିସହ ସାକ୍ଷୀଙ୍କୁ ପ୍ରଭାବିତ…

ନିଜକୁ ଦେଶର ଚୌକିଦାର କହି ବଢ଼ାଇଛନ୍ତି ଆମର ସମ୍ମାନ, ପ୍ରଧାନମନ୍ତ୍ରୀଙ୍କୁ କହିଲେ ସୁରକ୍ଷାକର୍ମୀ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚି ୧୦୦ କୋଟି ତମ ଟିକା ନେଇଥିବା…

ଇବ ନଦୀ ନିକଟରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ,ହତ୍ୟା ସନ୍ଦେହ

ଝାରସୁଗୁଡା ଅଫିସ, ୨୧।୧୦: ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବୁଢିପଦର ସ୍ଥିତ ଇବ ନଦୀ ନିକଟରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ବିହାର ଲଖିସରିଆର ପଙ୍କଜ କୁମାର(୪୦)। ମୃତଦେହ ପଡିଥିବା…

ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଋଷିକେଶରେ ଏନ୍‌ଜୟ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସମନ୍ଥା ରୁଥ୍‌ପ୍ରଭୁ କାମରୁ ବ୍ରେକ୍‌ ନେଇ ଛୁଟି ମନାଇବାକୁ ଉତ୍ତରାଖଣ୍ଡର ଋଷିକେଶ ଯାଇଛନ୍ତି। ଏହି ସୁଖଦ ସମୟର ଫଟୋଗୁଡ଼ିକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ହୋଟେଲର ସୁଇମିଂ ପୁଲ୍‌ ଠାରୁ…

ପରଲୋକରେ ପ୍ରହ୍ଲାଦ ଦୋରା, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆଦିବାସୀ ନେତା କିଛି…

ସତ ହେଲା …

ନବାଗତ ରାଜବୀର। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଅରୁନ୍ଧତୀ’ ଚଳିତ ବର୍ଷ ଦଶହରା ଅବସରରେ ମୁକ୍ତିଲାଭ କରିଛି। ‘ଫିଲ୍ମଟିକୁ ପ୍ରାରମ୍ଭରୁ ଆଶାନୁରୂପ ସଫଳତା ମିଳିଛି ଏହା ମୋ କ୍ୟାରିୟର ଶୁଭପ୍ରଦ ସାବ୍ୟସ୍ତ ହେବ ବୋଲି କହନ୍ତି ଏହି ନବାଗତ। ରମେଶ ରାଉତଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri