ଓସ୍କାର ଦୌଡ଼ରେ ‘ଶେରନୀ’, ‘ସର୍ଦ୍ଦାର ଉଧମ’
ମୁମ୍ବାଇ,୨୧।୧୦: ଆସନ୍ତା ବର୍ଷ ଓସ୍କାର ପାଇଁ ବଲିଉଡ୍ର ଦୁଇଟି ଫିଲ୍ମକୁ ଚୂଡ଼ାନ୍ତ କରାଯାଇଛି। ଶର୍ଟଲିଷ୍ଟ ହୋଇଥିବା ମୋଟ ୧୪ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ବିଦ୍ୟା ବାଲନଙ୍କ ‘ଶେରନୀ’ ଓ ଭିକି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଧମ’। ଏମାନଙ୍କ ମଧ୍ୟରୁ କେବଳ…
ଓଲଟିଲା ଆମ୍ବୁଲାନ୍ସ
ପାରଳାଖେମୁଣ୍ଡି,୨୧ା୧୦(ଡି.ଏନ୍.ଏ.): ଗଜପତି ଜିଲା ଅଡବା ଥାନା ଅଧୀନ ମାଣ୍ଡିମେରା ବୁଲାଣି ରାସ୍ତାରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ୨ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ଜିଲା ଜେକେପୁରର ଗାଡି ଚାଳକ ବସନ୍ତ ତାଣ୍ଡି ଆମ୍ବୁଲାନ୍ସ ଧରି ଭୁବନେଶ୍ୱର ଯାଇଥିଲେ।…
ଆରମ୍ଭ ହେଲା ‘ଓ ମାଇ ଗଡ ୨’ର ଶୁଟିଂ
ମୁମ୍ବାଇ: ମଧ୍ୟପ୍ରଦେଶର ଧର୍ମ ନଗରୀ ଉଜ୍ଜୟିନୀରେ ବଲିଉଡ୍ ମୁଭି ‘ଓ ମାଇ ଗଡ ୨’ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମର ଏକ ବଡ ଭାଗ ଏଠାରେ ଶୁଟିଂ କରାଯିବ ବୋଲି…
ମୁମ୍ବାଇ ଜେଲ ବାହାରେ ଶାହରୁଖଙ୍କୁ ଘେରିଲେ କ୍ୟାମେରାମ୍ୟାନ
ମୁମ୍ବାଇ,୨୧।୧୦: ମୁମ୍ବାଇର ଆର୍ଥର ରୋଡ୍ ଜେଲ ବାହାରେ ଗୁରୁବାର ମଧ୍ୟାହ୍ନରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ପହଞ୍ଚିବା ପରେ ତାଙ୍କୁ ଚାରି ଆଡ଼ୁ ଘେରି ଦେଇଥିଲେ କ୍ୟାମେରାମ୍ୟାନ। ଏହି ଘଟଣାକୁ ସୋନୁ ସୁଦ, ସ୍ବରା ଭାସ୍କର ଓ ପୂଜା ଭଟ୍ଟଙ୍କ ଭଳି…
୬୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୭ ହଜାର କୋଟିର କ୍ଷତି
ଡେରାଡୁନ,୨୧।୧୦: ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୬୪ରେ ପହଞ୍ଚିଛି। ଏବେବି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବନ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଦ୍ଧାନ କରିଛନ୍ତି।…
ବିଶ୍ୱକପ୍ ଟିମ୍ରେ ସ୍ବାମୀଙ୍କୁ ସ୍ଥାନ ମିଳିନି; ତଥାପି ଭାରତୀୟ ଜର୍ସି ପିନ୍ଧି ଏଭଳି ସମର୍ଥନ ଜଣାଇଲେ ଧନଶ୍ରୀ…
ନୂଆଦିଲ୍ଲୀ,୨୧।୧୦: ଭାରତୀୟ କ୍ରିକେଟ ଟିମ୍ର ବୋଲର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଜଣେ ନୃତ୍ୟଶିଳ୍ପୀ। ସେ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓ ଶେୟାର କରିଥାନ୍ତି। ଏହି କ୍ରମରେ ସେ ଏବେ ଭାରତୀୟ ଦଳର ଜର୍ସି ପିନ୍ଧି…
କାବୁଲରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ,୨୧ା୧୦: ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଗୁରୁବାର ଆଇଏସ୍ଆଇ ମୁଖ୍ୟ ଲେଫ୍ଟ ଜେନେରାଲ ଫେଜ୍ ହମିଦଙ୍କ ସହ କାବୁଲରେ ପହଞ୍ଚିଛନ୍ତି। ଏହି ଯାତ୍ରା ଗୋଟିଏ ଦିନ ପାଇଁ। ପାକିସ୍ତାନର…
ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ
ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ତେଦ୍ରୋସ ଅଧାନୋମ ଗେବ୍ରେୟେସସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ…
‘ଅନନ୍ୟା ଅଭିଯୁକ୍ତ ନୁହନ୍ତି’
ମୁମ୍ବାଇ,୨୧।୧୦: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ଗୁରୁବାର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) କାର୍ଯ୍ୟାଳୟକୁ ଡକାଇଛି। କ୍ରୁଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ହ୍ବାଟ୍ସଆପ୍ରୁ ଅନନ୍ୟାଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କୁ ଏନ୍ସିବିର…
କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବା ପାଇଁ କଂଗ୍ରେସରେ ଗୋଡ଼ ଟଣାଟଣି
ନୂଆଦିଲ୍ଲୀ,୨୧।୧୦:୧୦୦ କୋଟି କରୋନା ଟିକା ଦେବାରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏଥିପାଇଁ ସରକାରଙ୍କୁ ବିଭିନ୍ନ ଆଡେ ପ୍ରଶଂସା କରାଯାଉଛି। କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସରେ ମତଭେଦ ରହିଛି। କଂଗ୍ରେସ ଏମ୍ପି ଶଶି ଥରୁର ସରକାରଙ୍କୁ ଶ୍ରେୟ ଦେଇଥିବାବେଳେ…
ଅନନ୍ୟାଙ୍କ ଘରୁ ଏନ୍ସିବି ଟିମ୍ ଜବତ କଲା ଇଲୋକ୍ଟ୍ରନିକ୍ସ ଜିନିଷ
ମୁମ୍ବାଇ,୨୧ ।୧୦: ଡ୍ରଗ୍ସ ମାମଲାର ଚେର ବଲିଉଡର କୋଣେ କୋଣେ ବ୍ୟାପିଯାଇଥିବା ଆଲୋଚନା ହେଲାଣି । ନିକଟରେ କ୍ରୁଜ ଡ୍ରଗ୍ସ ମାମାଲାରେ ଫସି ରହିଥିବା ଆର୍ଯ୍ୟନ ଖାଁଙ୍କୁ ଜାମିନ ହୋଇ ପାରୁ ନ ଥିବା ବେଳେ ଏପଟେ ଆଉ ଜଣେ ଷ୍ଟାର…
୩୦୦ ଚରିତ୍ରରେ ଅଭିନୟ କରି ୱାଲର୍ଡ ବୁକ୍ ଅଫ ରେକର୍ଡସ୍ ଦ୍ୱାରା ସମ୍ମାନିତ ହେଲେ ଏହି ଅଭିନେତା
ମୁମ୍ବାଇ: ଟେଲିଭିଜନ ଜଗତରେ ଏବେ ସବୁଠୁ ଲୋକପ୍ରିୟ ଧାରାବାହିକ ହେଉଛି ‘ଭାବିଜୀ ଘର ପର ହୈ’। ଏଥିରେ ବିଭୂତି ନାରାୟଣ ମିଶ୍ରା ଭୂମିକାରେ ଅଭିନୟ କରନ୍ତି ଆସିଫ ଶେଖ। ତାଙ୍କ ଅଭିନୟକୁ ନେଇ ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଏହି ଧାରାବାହିକକୁ…
Archives


