ଆଜିଠୁ ହଟିବ ପାର୍ବଣ କଟକଣା
ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଗୁରୁବାରଠାରୁ ଟ୍ବିନ୍ ସିଟିରୁ ହଟିବ ପାର୍ବଣ କଟକଣା। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଗତ ୧୧ ତାରିଖରୁ ୨୦ ପର୍ଯ୍ୟନ୍ତ କଟକଣା ଲଗାଯାଇଥିଲା। ଏହାର ବୁଧବାର ଥିଲା ଶେଷ ଦିନ। ଏଣୁ ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା…
ରକୁଲ ଯାହା ଖୋଜୁଥିଲେ..
ରକୁଲ୍ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ଏତେ ସହଜରେ ମିଳିଯିବ-ଏ କଥାକୁ ସେ ବିଶ୍ୱାସ କରିପାରୁନାହାନ୍ତି। କଥା କ’ଣ କି ସେ ଏବେ ଆକ୍ସନ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ମନ ବଳାଇଛନ୍ତି। ତେଣୁ ଏ ନେଇ କିଛି…
ଶାହାରୁଖ-ଅନନ୍ୟାଙ୍କ ଘରେ ଏନ୍ସିବି ଟିମ୍
ମୁମ୍ବାଇ,୨୧ ।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ଅଡୁଆ ବଢି ବଢି ଯାଉଛି । ଗୁରୁବାର ଗୋଟିଏ ପଟେ ସେ ଜେଲ ଯାଇ ପୁଅ ଆର୍ଯ୍ୟନ ଖାଁଙ୍କୁ ଭେଟିଥିବା ବେଳେ ଅନ୍ୟ ପଟେ ଗୁରୁବାର ତାଙ୍କ ଘରେ ଏନ୍ସିବି ଟିମ୍ ପହଞ୍ଚିଥିବା…
ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା
କଟକ ଅଫିସ,୨୧ା୧୦: ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍ ହୋଇଛି ଏହି ମାମଲା । ପୀଡ଼ିତାଙ୍କ…
ସମାଲୋଚକଙ୍କ ମୁହଁରେ ପ୍ରଶଂସା: ଟି-୨୦ ବିଶ୍ୱକପ୍ ଜିତିବା ପାଇଁ ଭାରତ ଦାବିଦାର
ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ଏବେ ଭାରତର ସବୁଠୁ ବଡ ସମାଲୋଚକ ରହିଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଭାରତୀୟ ଦଳର ଅଭାବକୁ…
ରିଲିଜ୍ ହୋଇଛି ସିଡନାଜଙ୍କ ଶେଷ ଗୀତ
ମୁମ୍ବାଇ: ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଅଭିନେତ୍ରୀ ଶେହନାଜ ଗିଲ୍ଙ୍କ ଅଭିନୀତ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଯାଇଛି। ପ୍ରସଂଶକ ଏହି ଯୋଡିକୁ ଦେଖିବା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ। ନିକଟରେ ସିଦ୍ଧାର୍ଥଙ୍କର ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ…
ପାର୍ଟି ଗୀତ ପାଇଁ
ରଣବୀର କପୁରଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଲୁଭ୍ ରଞ୍ଜନଙ୍କ ନିର୍ମାଣାଧୀନ ଏକ ଅନଟାଇଟଲ୍ଡ ଫିଲ୍ମରେ ଏକ ପାର୍ଟି ଗୀତ ସଂଯୋଜିତ ହୋଇଛି। ନିକଟରେ ଏହାର ଶୁଟିଂ ମଧ୍ୟ ଦ୍ୱୀପରେ ଶେଷ ହୋଇଛି। ହେଲେ ତା’ ପୂର୍ବରୁ ଏହି ଗୀତର ରିହରସାଲ…
ଅରୁଣ ନେଲେ ୧୦୦ କୋଟି ତମ ଟିକା, ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍ଫି ନେଇ ନ ଥିବାରୁ ଦୁଃଖିତ…
ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଦେଶରେ ୧୦୦ କୋଟିତମ ଟିକା ନେଇଥିବା ବ୍ୟକ୍ତି ହେଉଛନ୍ତି ବାରାଣସୀର ଅରୁଣ ରାୟ। ସେ ଦିଲ୍ଲୀର ରାମ ମନୋହର ହସ୍ପିଟାଲରେ ଏହି…
ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି
ବଲାଙ୍ଗୀର ଅଫିସ,୨୧ା୧୦: ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବଲାଙ୍ଗୀର ଯୁବ କଂଗ୍ରେସ ପକ୍ଷରୁ ଟାଉନ ଥାନା ଘେରାଉ କରାଯାଇଛି। କଚେରି ଛକରେ ଗୃହ ରାଷ୍ଟ୍ରମନ୍ତ୍ରୀ…
ଲାଇଭ୍ ଭିଡିଓରେ ବିଷ ପିଇଲେ ସୋସିଆଲ୍ ମିଡିଆ ଷ୍ଟାର୍: ଆଉ ତା’ପରେ…
ଆଜିକାଲି ଲୋକମାନେ ପ୍ରସିଦ୍ଧ ହେବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ବିଶେଷକରି ସୋସିଆଲ ମିଡିଆରେ ଫଲୋଅର୍ସ ବଢାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଚାଇନାର ପ୍ରସିଦ୍ଧ ସୋସିଆଲ ମିଡିଆ ବ୍ୟବହାରକାରୀ ଲୁଓ ଶାଓ ମାଓ ମାଓଙ୍କ ସହ ମଧ୍ୟ…
ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍ନୀ
ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରି କିଡ୍ନୀ ଲଗାଯାଇଛି। ନ୍ୟୁୟର୍କର ସର୍ଜନମାନେ ଘୁଷୁରିର କିଡ୍ନୀକୁ ଜଣେ ରୋଗୀଙ୍କ ଶରୀରରେ…
ମିଳିଲାନି ଜାମିନ: ୨୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ
ମୁମ୍ବାଇ,୨୧ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଫସି ଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ଅଡୁଆ ବଢି ବଢି ଚାଲିଛି । ଗୁରୁବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହାକୁ ପୁଣିଥରେ ୨୬ ଅକ୍ଟୋବରକୁ…
Archives


