Home Left

ଗରିବ, କୃଷକଙ୍କୁ ମାଗଣାରେ ବିଜୁଳି

ରାଞ୍ଚି,୩।୩: ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏକ ବଡ ଘୋଷଣା କରିଛି । ରାଜ୍ୟର ସମସ୍ତ ଗରିବ ପରିବାର ଏବଂ କୃଷକମାନଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଗୁରୁବାର ଝାଡ଼ଖଣ୍ଡ ବିଧାନସଭାରେ ଅର୍ଥମନ୍ତ୍ରୀ ରମେଶ୍ୱର…

ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ରୁଷିଆ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷିଆର ପଦକ୍ଷେପକୁ ନିନ୍ଦା କରାଯାଇଛି। କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ…

ମେ’ରେ ରିଲିଜ୍ ହେବ ‘ଜୟେଶ ଭାଇ ଜୋରଦାର’

ମୁମ୍ବାଇ: ବଲିଉଡର କପିଲ ଦେବ ଅର୍ଥାତ୍ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ତାଙ୍କ ଅପ କମିଂ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ର ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ।…

ଟ୍ରାକ୍‌କୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦୀର୍ଘଦିନ ପରେ ଧିରେ ଧିରେ ଟ୍ରାକ୍‌କୁ ଫେରୁଥିବା ଜଣାପଡ଼ିଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ରିୟା ଅନେକ ବିବାଦ ଘେରରେ ଥିଲେ। ତେବେ ବର୍ତ୍ତମାନ ରିୟା ସୋସିଆଲ ମିଡିଆରେ ଆକ୍ଟିଭ୍‌…

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆ ସମଗ୍ର ବିଶ୍ୱକୁ ଏକ ଚେତାବନୀ ଦେଇଛି, ଯିଏ ତାଙ୍କ ପଥରେ…

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌

କଟକ,୩।୩: ଆଇପିଏଲ-୧୫ର ତୁରନ୍ତ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯିବ। ସିରିଜ୍‌ର ଗୋଟିଏ ମ୍ୟାଚ୍‌ ଅନୁଷ୍ଠିତ ହେବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ। ତେବେ ସିରିଜ୍‌ କେଉଁ ମ୍ୟାଚ୍‌ ଏବଂ…

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଚେତାବନୀ: ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କ୍ୱିଭକୁ ଘେରି ରହିଛନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ୟୁକ୍ରେନରୁ ରୁଷିଆର ସୈନ୍ୟ ପ୍ରତ୍ୟାହାର…

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର,୩ା୩(ବ୍ୟୁରୋ.): ରାଜଧାନୀରେ ଗୁରୁବାର ଘଟିଛି ସିରିଜ୍‌ ଦୁର୍ଘଟଣା। ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଜଣେ ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ…

‘୨୫ ବର୍ଷ ଧରି ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେ ଚିତ୍କାର କରୁଛି’

ମୁମ୍ବାଇ,୩।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଠାକରେ କହିଛନ୍ତି, ଆମେ ୨୫ ବର୍ଷ ଧରି ଏକ ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେହି ସାପଟି ଆମ ସାମ୍ନାରେ ଚିତ୍କାର କରୁଛି …କିନ୍ତୁ…

ଆଇପିଏଲ୍‌ ପରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍‌

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଶେଷ ହେବାର ତୁରନ୍ତ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ ଖେଳିବ। ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଜୁନରେ ଖେଳାଯିବ। ୧୦ ଦିନିଆ ସିରିଜ୍‌ ପରେ…

ଆଜି ବି ୨ୟ ଦିନରେ ଜଣେ ହେଲେ ଦାଖଲ କଲେନାହିଁ ନାମାଙ୍କନପତ୍ର

ଗଞ୍ଜାମ,୩ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗରେ ସେତିକି ଉଷ୍ଣତା ବଢୁଛି। ବର୍ତ୍ତମାନ ବିଭିନ୍ନ ଓ୍ବାର୍ଡର ପ୍ରାର୍ଥୀ ଚୟନ ଚାଲିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି l ବିଜେଡିର ୧୨ ଟି ଓ୍ବାର୍ଡ ପାଇଁ…

୩ ଦିନ ଧରି ଲଗାତର ମାଟିତଳୁ ଆସୁଥିଲା ଅଜବ ସ୍ବର, ପରେ ଜଣାପଡ଼ିଲା ଚମତ୍କାରିତା

ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଞ୍ଚିରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ମାଟିତଳେ ଫସି ରହିଥିବା ଏକ କୁକୁରକୁ ୩ ଦିନ ପରେ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ୬୦ ଘଣ୍ଟାର ନିରନ୍ତର ଉଦ୍ୟମ ପରେ ଏଥିରେ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?