୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୮ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ୭୮ଜଣ ଥିବା ବେଳେ ୬୦ ଲୋକାଲ କେସ୍‌ ରହିଛି। ସେହିଭଳି ୩୩ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଦେଖନ୍ତୁ କେଉଁ ଜିଲାରୁ କେତେ?


Enter your email to get our daily news in your inbox.

All Right Reserved By Dharitri.Com

ଛତିଶା ନିଯୋଗ ବୈଠକ: ହବିଷିଆଳିଙ୍କୁ ଠିକ୍‌ ସମୟରେ ମିଳିବ ମହାପ୍ରସାଦ

ପୁରୀ ଅଫିସ, ୪ା୧୦: ବିଗତ ବର୍ଷ ସରକାରଙ୍କ ହବିଷିଆଳି ଯୋଜନାରେ ରହିଥିବା ହବିଷିଆଳିଙ୍କୁ ମହାପ୍ରସାଦ ଦେବାରେ ଅନେକଥର ବିଳମ୍ବ ହୋଇଛି। ତେଣୁ ଏ ବର୍ଷ ଯେପରି...

ସୋନ ଡ୍ୟାମ୍‌ରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଜଣେ ଅଭିଯୁକ୍ତ ଗିରଫ

କପ୍ତିପଦା,୯ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧିନ ମଝିଗଡିଆ ପଞ୍ଚାୟତ ଭେଜଡ଼ିହା ଗ୍ରାମର ଏକ ଦମ୍ପତି ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସେମାନଙ୍କ...

ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା...

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ

କପ୍ତିପଦା,୫ା୬(ଡି଼.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ମଙ୍ଗଳବାର ରାତି ୮ଟାରେ କପ୍ତିପଦା-ବାଲେଶ୍ୱର ଗୋଲୋଇ ଛକ ଠାରେ କଷିଗଡିଆ ଗ୍ରାମବାସୀ ରାସ୍ତା...

ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ୟୁନିଫର୍ମ ପିନ୍ଧି ନ ଥିବାରୁ ରାଗିଲେ, ଖାଦ୍ୟର ମାନ କଲେ ଯାଞ୍ଚ

କୋରୁକେଣ୍ଡା,୨୩।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ଗୁରୁବାର ଅଚାନକ ଗ୍ରସ୍ତ କରିଥିଲେ। ପୂର୍ବରୁ...

ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ସିଲ୍‌ ହେବ ବ୍ୟବସାୟ ପ୍ରତିଷ୍ଠାନ

ନୟାଗଡ଼ ଅଫିସ,୬ା୪: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉପରେ ଲଗାମ ଦେବା ଉଦ୍ଦେଶ୍ୟରେ ସରକାର ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରିଛନ୍ତି। ଦୋକାନ ଆଗରେ...

ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ, ଚଢ଼ାଉ ଜାରି

ଝାରସୁଗୁଡ଼ା ଅଫିସ,୫।୮: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଟିକନାଥ ଭଇଁସାଲ ଜଣେ ଭେଣ୍ଡରଙ୍କ ନିକଟରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର...

ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଆଜି ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ୮ମ ଦିନ। ଆଜି ବି ଗୃହକାର୍ଯ୍ୟ ଚାଲିପାରିଲାନି। ତେଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି...

Advertisement
Archives

Model This Week