Posted inଫୁରସତ

ରସଗୋଲାର ପ୍ରକୃତ ଇଂରାଜୀ ନାମ ଜାଣନ୍ତି କି

ଅନେକ ଖାଦ୍ୟ ପଦାର୍ଥ ରହିଛି, ଯାହାର ବିଶେଷ ଇଂରାଜୀ ନାମ ଅଛି। କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ଜାଣି ନ ଥାଉ। ଆମେ ସେହି ଖାଦ୍ୟଗୁଡ଼ିକୁ କେବଳ ହିନ୍ଦୀ ଅନୁଯାୟୀ ଇଂରାଜୀ ଶବ୍ଦରେ ଲେଖୁ । ଯଦି ରସଗୋଲା ବିଷୟରେ ପଚରାଯାଏ, ତେବେ ବୋଧହୁଏ ଅଧିକାଂଶ ଲୋକ କହିବେ ଇଂରାଜୀରେ rasgulla ଅର୍ଥାତ୍‌ ରସଗୋଲା କୁହାଯାଏ। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ। ଏହାର ପ୍ରକୃତ ଇଂରାଜୀ ନାମ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ବଜାରରେ ରସଗୋଲା ବିକ୍ରି ହେଉଥିବାର ଦେଖିଥିବେ ନିଶ୍ଚିତ। ଏଗୁଡ଼ିକ ଶିରାରେ ବୁଡ଼ି ରହିଥାଏ। ରସଗୋଲା କ୍ଷୀର, ଛେନା ମିଶାଯାଇ ତିଆରି ହୋଇଥାଏ। ପରେ ଚିନି ଶିରାରେ ପଡ଼େ। ରସଗୋଲାର ପ୍ରକୃତ ଇଂରାଜୀ ନାମ ହେଉଛି ସିରପ ଫିଲ୍ଡ ରୋଲ୍‌। ଅର୍ଥାତ୍‌ ଶିରାରେ ପଡ଼ିଥିବା ରୋଲ୍‌ ବା ଗୁଳା।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା…

ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବିନ୍‌ସର

ଉତ୍ତରାଖଣ୍ଡର ଅଲମୋରା ନିକଟସ୍ଥ ବିନ୍‌ସର ହେଉଛି ଏକ ସୁନ୍ଦର ପାହାଡିଆ ପର୍ଯ୍ୟଟନସ୍ଥଳୀ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନକୁ ବୁଲିଗଲେ ଖୁବ୍‌ ମାନସିକ ଶାନ୍ତି...

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି...

ପକ୍ଷୀଙ୍କ ସ୍ବର୍ଗ: କଓ୍ବେଲାଦେଓ ଜାତୀୟ ଉଦ୍ୟାନ

ରାଜସ୍ଥାନର ଭରତପୁରରେ ଥିବା ଏହି ଅଭୟାରଣ୍ୟଟି ହେଉଛି ପକ୍ଷୀପ୍ରେମୀଙ୍କ ପାଇଁ ଏକ ସ୍ବର୍ଗୀୟ ସ୍ଥାନ। କାରଣ ଏଠାରେ ପ୍ରାୟତଃ ୨୩୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି…...

ପୋଲିସ ପଛରେ ଗୋଡାଉଥିଲା, ଭୟରେ ଏମିତି କାମ କଲେ ବ୍ୟକ୍ତି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେରିକାର ଟେନେସିରେ ଏକ ରୋଚକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଗାଡ଼ି ନେଇ ଯାଉଥିବାବେଳେ ପୋଲିସ ତାଙ୍କୁ ପିଛା କରିଥିଲା। ଏହା ଦେଖି ବ୍ୟକ୍ତି ଜଣଙ୍କ...

ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌

ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍‌...

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି।...

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ...

Advertisement
Archives

Model This Week