Advertisement

ଅସ୍ତ୍ରବିରତି ପରେ ବି ଚାଲିଛି ଗୁଳିମାଡ

କ୍ୱିଭ,୬ ।୩: ଶନିବାର ରୁଷିଆ ୟୁକ୍ରେନର ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରିଥିଲା । ହେଲେ ଏହା ପରେ ବି ରୁଷିଆ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଦାବି କରିଛି ୟୁକ୍ରେନ୍ । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ରୁଷିଆ ଅସ୍ତ୍ରବିରତି ଘୋଷଣା କରିବା ପରେ ବି ଗୁଳିମାଡ କରୁଥିବାରୁ ଗୋଟିଏ ସ୍ଥାନରୁ ସାଧାରଣ ଜନତାଙ୍କୁ ଉଦ୍ଧାର କରିବା କାର୍ଯ୍ୟକୁ ବନ୍ଦ ରଖିବାକୁ ପଡିଛି । ଏଠାରେ ରୁଷିଆ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନ୍ ଦାବି କରିଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟାଳୟର ଡେପୁଟି ଚିଫ୍ କରିଲୋ ତିମୋଶୋକୋ କହିଛନ୍ତି, ମାରିୟୁପୋଲ ସହରରେ ଶନିବାର ବି ରୁଷିଆ ପକ୍ଷରୁ ଗୁଳିମାଡ କରାଯାଇଛି । ତେଣୁ ସେଠାରେ ଲୋକଙ୍କୁ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଛି । ସେ କହିଛନ୍ତି ରଷିଆ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି । ମାରିୟୁପୋଲ ଓ ଏହାର ଆଖାପାଖ ଅଞ୍ଚଳରେ ରୁଷିଆ ପକ୍ଷରୁ ଲଗାତାର ଗୁଳିମାଡ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ଭେଟିବେ ପୁଟିନ୍‌-ଜିନ୍‌ପିଙ୍ଗ୍‌

ମସ୍କୋ, ୭ା୯: ୟୁକ୍ରେନ୍‌ ଯୁଦ୍ଧ ଓ ଚାଇନା-ତାଇଓ୍ବାନ ଉତ୍ତେଜନା ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଆସନ୍ତା...

‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍‌ ଅଛି’

ନୂଆଦିଲ୍ଲୀ,୨୫।୮: ତାଲିବାନ୍‌ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ...

କରୋନାକୁ ହରାଇ ପାରିବନି ଗୋଟିଏ ଦେଶ, ମିଳିତ ଲଢ଼େଇ ଆବଶ୍ୟକ: ଜାତିସଂଘ…

ଜୋନେଭା/ନୂଆଦିଲ୍ଲୀ,୨୫।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧରେ ଲଢ଼େଇ କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ...

ରୁଷିଆର ସମ୍ଭ୍ରାନ୍ତଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ନେଇ ସନ୍ଦେହ…

ମସ୍କୋ,୨୭।୧୨ : ଓଡ଼ିଶାର ରାୟଗଡ଼ରେ ଏକ ସପ୍ତାହ ମଧ୍ୟରେ ଦୁଇ ରୁଷିଆ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସମର୍ଥକ...

୫ ମାସ ଧରି ନିଖୋଜ ଥିଲେ ଯୁବତୀ, ଫ୍ରିଜ୍‌ରୁ ମିଳିଲା ମୃତଦେହ; ପୂରା ଘଟଣା ଜାଣିଲେ…

କାରାକସ୍‌,୧୪ା୮: ଭେନ୍‌ଜୁଏଲାର ଅରାଗୁଆ ରାଜ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ଯୁବତୀ ୫ ମାସ ଧରି ନିଖୋଜ ଥିଲେ। ତେବେ...

ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ...

ନେପାଳକୁ ଟିମ୍‌ ପଠାଇଲେ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ, ୨୭।୧୨: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦେଶର ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଶାସକ ଦଳ ନେପାଳ...

ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା, ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ…

ଜେନେଭା,୨୧।୭ : ମଙ୍କିପକ୍ସ୍‌ ନେଇ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା...

Advertisement
Archives

Model This Week