ଖୋର୍ଦ୍ଧା ପୌର ପରିଷଦ: କାଉନ୍‌ସିଲର ପଦ ପାଇଁ ୭୬ ପ୍ରାର୍ଥୀ

ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ସରଛି। କାଉନସିଲର ପଦ ପାଇଁ ମଇଦାନରେ ୭୬ଜଣ ପ୍ରାର୍ଥୀ ରହିଛନ୍ତି। ସେଥିରୁ ୩ପ୍ରମୁଖ ଦଳ ସମେତ ୨ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେଡି ୨୨ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ଭାଜପା ୧୯ ଏବଂ କଂଗ୍ରେସ ୧୦ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇଛି। ଏତଦ୍‌ ବ୍ୟତୀତ ୨୦ଜଣ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଓ୍ବାର୍ଡରୁ ରହିଛନ୍ତି। କଂଗ୍ରେସ ଓ୍ବାର୍ଡ ନଂ. ୧, ୨, ୪, ୫, ୯, ୧୦, ୧୧, ୧୨, ୧୩, ୧୪, ୧୯,୨୦ରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ଭାଜପା ୭, ୧୦ ଓ ୨୧ନମ୍ବର ଓ୍ବାର୍ଡରେ ଦେଇନାହିଁ। ୧ ଓ ୨ନଂ. ଓ୍ବାର୍ଡରେ ପୂର୍ବରୁ କାଉନସିଲର ରହିଥିବା ଏକ ପରିବାରର ଜିତେନ୍ଦ୍ର ବେହେରା ଏବଂ ତିଳୋତ୍ତମା ବେହେରା ପୁଣି ଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ୩ନଂ.ରେ ୬ଜଣ, ୪ନଂ.ରେ ୨, ୫ନଂ.ରେ ୩, ୬ନଂ.ରେ ୫, ୭ନଂ.ରେ୪, ୮ନଂ.ରେ ୫, ୯ନଂ.ରେ ୩, ୧୦ ଓ ୧୧ନଂ.ରେ ୨ଜଣ ଲେଖାଏ ପ୍ରାର୍ଥୀ ରହିଥିବା ବେଳେ ୧୨ନଂ.ରେ ୪, ୧୩,୧୪,୧୫,୧୬ ଓ ୧୭ ନମ୍ବର ଓ୍ବାର୍ଡରେ ୩ଜଣ ଲେଖାଏ, ୧୮ନଂ.ରେ ୪, ୧୯ନଂ.ରେ ୨, ୨୦ ଓ ୨୧ ନଂ.ରେ ୪ ଏବଂ ୨୨ନଂ. ଓ୍ବାର୍ଡରେ ୩ଜଣ ପ୍ରାର୍ଥୀ ରହିଛନ୍ତି। ଆସନ୍ତା ୧୪ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ...

ପୋଲିସ କର୍ମଚାରୀଙ୍କ ମାଡ଼ରେ ଯୁବକ ଗୁରୁତର

ବରୀ,୨୩।୧୦: ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ବରୀ ‘ବିଲସାହି’ ଗ୍ରାମର ବାବୁଲି ମଲ୍ଲିକ ନାମକ (୨୧)ଜଣେ ଯୁବକଙ୍କୁ ବରୀ ଥାନାର ଜଣେ ପୋଲିସ କର୍ମଚାରୀ ମାଡ...

ଅର୍ଥ ମଞ୍ଜୁର ପରେ ନିର୍ମାଣ ହେଉନି ବିଶ୍ରାମାଗାର

ଭଦ୍ରକ ଅଫିସ, ୧୩ା୫: ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଅର୍ଥ ମହଜୁଦ ରହି ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବିଶ୍ରାମାଗାର ନିର୍ମାଣ...

ପ୍ରାର୍ଥିପତ୍ର ଯାଞ୍ଚରେ ଚଞ୍ଚକତା ଅଭିଯୋଗ

ଖମାର,୨୪ା୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବଡସଡ଼ା ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଦାଖଲ ହୋଇଥିବା ୮ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ରବିବାର ଚଞ୍ଚକତା...

ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି...

ଜାଗା ଦେବାକୁ ରାଜି ହେଲେନି ବୋଲି: ୨ ଭଉଣୀଙ୍କୁ ମାଡ଼ମାରି ଗଛରେ ବାନ୍ଧିଲେ ଭାଇ

କୁଜଙ୍ଗ,୯ା୧(ଡି.ଏନ.ଏ.): ସମ୍ପତ୍ତି ଲୋଭରେ ୨ ଭାଇ ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ମାଡ଼ମାରିବା ସହ ଗଛରେ ବାନ୍ଧିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବାପରେ...

ବିକ୍ରି ପାଇଁ ଆସିଥିଲା ବଜ୍ରକାପ୍ତା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ସାତକୋଶିଆ ମହୁଲଦିଆ ଅଞ୍ଚଳରୁ ଗୁରୁବାର ଜୀବନ୍ତ ଅବସ୍ଥାରେ ଏକ ବଜ୍ରକାପ୍ତା ଜବତ କରାଯାଇଛି । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସ୍‌ଟିଏଫ୍‌ର...

ଚାକିରି ଆଶାରେ ଯାଇଥିଲେ, ଶବ ହୋଇ ଫେରିଲେ

ମୋରଡ଼ା,୩ା୬(ଡି.ଏନ୍‌.ଏ.): ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଦୁଇ ଭାଇ। ଆଶା ଥିଲା ଚାକିରି କରି ଭଲରେ ଭଲରେ ପରିବାର ପୋଷଣ କରି ମା-ବାପାଙ୍କ ନାଁ ରଖିବେ। କିନ୍ତୁ...

Advertisement
Archives

Model This Week