Home Left

କେଇ ମାସ ବି ଚାଲିପାରିଲାନି

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବାକୁ ଯାଉଛି ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି-୩’। ଶୋ’ର ପ୍ରଥମ ସଂସ୍କରଣକୁ ଲୋକେ ବେଶ ପସନ୍ଦ କରିଥିଲେ। ଏହାକୁ ଦେଖି ନିର୍ମାତା ଦ୍ୱିତୀୟ ପରେ ତୃତୀୟ ସଂସ୍କରଣ ଆଣିବା ଲାଗି ଯୋଜନା…

ଟି୨୦ ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ଶତକୀୟ ଓପନିଂ ଭାଗିଦାରୀ

ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ପାକିସ୍ତାନ ମଙ୍ଗଳବାର ଚାଲିଥିବା ମ୍ୟାଚ୍‌ରେ ନାମ୍ବିଆ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଦଳର ଦୁଇ ଓପନର(ବାବର ଓ ମହମ୍ମଦ ରିଜଓ୍ବାନ)ଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ପାକିସ୍ତାନ…

କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)। ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ହାରିବା…

ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମାଗିଲେ ଇସ୍ତଫା

ଭବାନୀପାଟଣା,୨।୧୧: କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରା ହତ୍ୟା ଘଟଣାରେ ଆଜି ଭବାନୀପାଟଣା ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଛନ୍ତି ଭାଜପା ଯୁବ ନେତା। ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ମନ୍ତ୍ରୀଙ୍କୁ ରାସ୍ତା…

ଫରହାଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିଜା

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ଫରହା ଖାଁଙ୍କୁ ୟୁଏଇ ଗୋଲଡେନ ଭିଜା ମିଳିଛି । ଯାହାକୁ ନେଇ ସେ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରି ସେ ଲେଖିଛନ୍ତି, ଭାରତୀୟ ସିନେମାକୁ ତାଙ୍କର ଅବଦାନ…

ଚାଷୀଙ୍କ ପାଇଁ ଛାଡ଼ିଥିଲେ ବିଧାୟକ ପଦ, ପୁଣି ଜିତିଲେ

ଚଣ୍ଡିଗଡ଼,୨।୧୧: ଆଇଏନ୍‌ଏଲ୍‌ଡି (ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ) ନେତା ଅଭୟ ଚୌତାଲା ହରିୟାଣାର ଏଲେନାବାଦ୍‌ ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ସରକାରୀ ଭାଜପା ଦଳର ଗୋବିନ୍ଦ କାଣ୍ଡାଙ୍କୁ ୬,୭୩୯ ଭୋଟରେ ହରାଇ ଦେଇଛନ୍ତି ବୋଲି ନିର୍ବାଚନ ଆୟୋଗ(ଇସି)ର ଓ୍ବେବସାଇଟ୍‌ରେ ଦର୍ଶାଯାଇଛି।…

ମାସେ ପାଇଁ ଛୁଟିରେ ଯାଉଛନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ କୁଆଡେ ୧ ମାସ ପାଇଁ ବ୍ରେକ୍ ନେଉଛନ୍ତି । ତେବେ ଏହା ପଛର ଘଟଣା ବି ଟିକେ ଆଶ୍ଚର୍ଯ୍ୟ କଲାଭଳି । ସେ କୁଆଡେ ଡିସେମ୍ବରରେ ବିବାହ କରିବାକୁ ଥିବା ବେଳେ ଏହାର ପ୍ରସ୍ତୁତି…

ଅବସରରୁ ଫେରିବାକୁ ଯାଉଛନ୍ତି ଯୁବରାଜ

ନୂଆଦିଲ୍ଲୀ,୨।୧୧: ବିଶ୍ୱକପ୍‌ ଚାମ୍ପିୟନ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆସନ୍ତା ବର୍ଷ ଫେବୃୟାରୀରେ ଅବସରରୁ ଫେରି ପାରନ୍ତି। ଏ ନେଇ ସୋମବାର ମଧ୍ୟରାତିରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ପବ୍ଲିକ ଡିମାଣ୍ଡ କାରଣରୁ ଅବସର ଘୋଷଣା କରିବାର…

କଂଗ୍ରେସରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼,୨ ।୧୧: ପଞ୍ଜାବର ପୁର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭ ପୃଷ୍ଠାର ପତ୍ର ଲେଖି ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ଅମରିନ୍ଦର ନୂଆ ଦଳର…

କାବୁଲ ସେନା ହସ୍ପିଟାଲ ନିକଟରେ ବିସ୍ଫୋରଣ: ୧୯ ମୃତ, ୫୦ ଆହତ

କାବୁଲ,୨ ।୧୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣିଥରେ ବିସ୍ଫୋରଣର ଶବ୍ଦ ଶୁଭିଛି । ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ୧୯ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏଫ୍‌ପିର ସୂଚନା ଅନୁଯାୟୀ, କାବୁଲ ସହରର ସରଦାର…

ଇଶାନଙ୍କୁ ଓପନିଂ ପଠାଇବା ଲାଗି ଏକମତ ଥିଲେ ରୋହିତ

ଦୁବାଇ,୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଲୋକେଶ ରାହୁଲ ଓ ଇଶାନ କିଷନ ଓପନିଂ କରିଥିଲେ। ଫଳରେ ୩ୟ କ୍ରମରେ ବ୍ୟାଟିଂ କରିଥିଲେ ଦୀର୍ଘ ଦିନ ହେଲା ଓପନିଂ କରୁଥିବା ରୋହିତ ଶର୍ମା। ଏଥିଲାଗି ମ୍ୟାଚ୍‌ ପୂର୍ବରୁ ଟିମ୍‌…

ସବୁ ଆସନରେ ହାରିଲା ଭାଜପା

କୋଲକତା,୨।୧୧: ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏକପାଖିଆ ବିଜୟ ହାସଲ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟିଏମସି ଚାରିଟି ଆସନ ଜିତିଛି। ଟିଏମସି ଗୋସାବା, ଦିନହଟା, ଖାରଦାହ ଏବଂ ଶାନ୍ତିପୁର ବିଧାନସଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri