Home Left

ହିମାଚଳ ପ୍ରଦେଶରେ ଭାଜପାକୁ ଝଟକା: ଗୋଟିଏ ଲୋକ ସଭା, ୩ ବିଧାନସଭା ଆସନରେ ବାଜି ମାରିଲା କଂଗ୍ରେସ

ନୂଆଦିଲ୍ଲୀ,୨ ।୧୧: ହିମାଚଳ ପ୍ରଦେଶ ଉପନିର୍ବାଚନ ଫଳାଫଳ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଶକ୍ତ ଝଟକା ଦେଇଛି । ହିମାଚଳ ପ୍ରଦେଶରେ ହୋଇଥିବା ଉପ ନିର୍ବାଚନରେ ମଣ୍ଡି ଲୋକ ସଭା ଆସନ ବ୍ୟତୀତ ଫତେପୁର, ଅରକିଓ ମ୍ବ୍‌ଲ-କୋଟଖାଇ ବିଧାନସଭା ଆସନରେ ପରାଜୟକୁ…

କୋହଲି-ଅନୁଷ୍କାଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ

ନୂଆଦିଲ୍ଲୀ,୨।୧୧: ଟି -୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଦଳର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି। ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆୟୋଗ…

ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି କହୁଛନ୍ତି ଚାଇନା ସରକାର, ସୋସିଆଲ ମିଡ଼ିଆରେ ଭାଇରାଲ…

ବେଜିଂ,୨।୧୧: ଚାଇନାର ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ପ୍ରଚାରିତ ହେବାରେ ଲାଗିଛି। ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ସରକାର ଏଭଳି…

ଶାନ୍ତିରେ ଶୋଇବା ପାଇଁ ଏହି ବସ୍‌ରେ ଯାତ୍ରା କରନ୍ତି ଲୋକେ

ଯେଉଁ ଲୋକମାନେ ଚାପ ଯୋଗୁ ରାତିରେ ସଠିକ ଭାବେ ଶୋଇପାରୁ ନାହାଁନ୍ତି କିମ୍ବା ଯେଉଁମାନଙ୍କୁ ନିଦ ହେଉ ନାହିଁ, ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। ହଂକଂରେ ଏଭଳି ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ବସ ଯାତ୍ରା ଆରମ୍ଭ ହୋଇଛି।…

ଏହି ରାଶିର ଯୁବତୀ ହୁକୁମ ଚଳାଇବାରେ ଓସ୍ତାଦ; ନିଜ ହିସାବରେ ଜୀବନ ଜିଅଁନ୍ତି ଏମାନେ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ ରାଜାଙ୍କ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଯୁବତୀଙ୍କ ବିଷୟରେ କଥା…

ଅମିତାଭ ବଚ୍ଚନଙ୍କୁ ଇମ୍ପ୍ରେସ କଲେ କାଟ୍ରିନା

ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜନ ୧୩କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୋ’କୁ ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ସେ ପ୍ରତିଯୋଗୀଙ୍କ ନିଜ ପୁରୁଣା ସ୍ମୃତି ଶେୟାର କରନ୍ତି। ସେଲିବ୍ରିଟି ଶୁକ୍ରବାର ଏପିସୋଡରେ…

ବାଇକ ଦୁର୍ଘଟଣା: ୨ ଗୁରୁତର

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥ ଦୁଲପୁର ନିକଟରେ ମଙ୍ଗଳ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଆରୋହୀଙ୍କ ସହ ଜଣେ ଗୁରୁତର ହୋଇଛନ୍ତି। ସେମାନେ ସ୍ଥାନୀୟ ବଡ଼ କୁମୁଲି ଅଞ୍ଚଳର ଡମୁ…

ସଜାନ୍ତୁ ରୋଷେଇ ଘର

ଘର ସଜାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଦୀପାବଳିରେ ଆପଣ ଘର ସଜାଉଥିଲେ ଏଥିରେ ରୋଷେଇ ଘରକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ.. ଆପଣ ନିଜ କିଚେନକୁ କ୍ଲାସିକ୍‌ କିମ୍ବା ଲାଇଟ୍‌ କଲରରେ ସଜାଇ ପାରିବେ। କିଚେନ୍‌ରେ ସୁନ୍ଦର କୋଟେସନ୍‌ ସହ କିଛି…

ବାଲିଶଙ୍କରା ସେକ୍ସନରେ ହାତୀ ଉପଦ୍ରବ: ଭାଙ୍ଗିଲା ଘର

ବାଲିଶଙ୍କରା,୨।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ସେକ୍ସନ କଛାରଯୋର ଗ୍ରାମରେ ସୋମବାର ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଗାଁର ଶ୍ରୀଧର ଦଣ୍ଡସେନାଙ୍କ ଘର ଭାଙ୍ଗିଥିବା ବେଳେ ଅନେକ ଫସଲ ନଷ୍ଟ କରିଛି। ରାତିରେ ଶ୍ରୀଧର ଶୋଇଥିବା ବେଳେ ବଣୁଆ ହାତୀପଲ…

ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୨।୧୧ ବର୍ଷା ଯୋଗୁ ଜୁନ୍‌ ୧୫ରୁ ବନ୍ଦ ଥିବା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ପ୍ରଥମ ଦିବସରେ ବାରିପଦାର ପିଠାବଟା ଓ ଯଶିପୁରର କାଳିଆଣି ତନଖି ଫାଟକ ଦେଇ ସକାଳ ୬ଟାରୁ ୯ଟା ମଧ୍ୟରେ…

ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ ଅଫିସ,୨।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ମହାବୀର ରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ସକାଳେ ସମରେନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…

ଟ୍ରାଡିଶନାଲ ଲୁକ୍‌

ଦୀପାବଳିରେ ସମସ୍ତେ ଘର ସଜାଇବା ସହ ନିଜକୁ ମଧ୍ୟ ନୂଆ ଲୁକ୍‌ ଦେବାକୁ ପଛାନ୍ତି ନାହିଁ। ଏହି ଉତ୍ସବରେ ମହିଳାମାନେ ବିଭିନ୍ନ ପ୍ରକାରର ଶାଢ଼ି ପିନ୍ଧି ନିଜକୁ ନୂଆ ଲୁକ୍‌ ଦେଇଥାନ୍ତି। କେଉଁ ଶାଢ଼ି ପିନ୍ଧିଲେ ନିଜକୁ ଭିନ୍ନ ଲୁକ୍‌ ଦେଇପାରିବେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri